Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ଚାରମାଲ ଥାନା ବଡନୂଆପଡା ଖେତିନାଳୀ ଗାଁରେ ପରକିୟା ପ୍ରୀତିର କରୁଣ ପରିଣତି । ଛାଡପତ୍ର ସତ୍ତ୍ୱେ ସ୍ତ୍ରୀର ପ୍ରେମିକକୁ ଗୁଳି । ପ୍ରେମିକ ପଙ୍କଜ ଦେହୁରୀକୁ ଗୁଳିମାଡ କଲେ ପ୍ରଥମ ସ୍ୱାମୀ । ଗୁରୁତର ଅବସ୍ଥାରେ ଭୀମସାର ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *