Mon. Nov 30th, 2026

Category: Latest

ମାର୍କେଟକୁ ଆସିଲା ଫ୍ଲାଇଁ କାର

ତୈଳ ଦରରୁ ମୁକ୍ତି ପାଇବା ପାଇଁ ଆସିଛି ନୂଆ ବିକଳ୍ପ। ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ଇଲେକ୍ଟ୍ରିକ୍‌ ପରେ ଏବେ ମାର୍କେଟ୍‌କୁ ଆସିବାରେ ଲାଗିଛି ଫ୍ଲାଇଂ କାର। ଏହାର ନାଁ ପରି ଏହି କାର ଆକାଶରେ ଉଡ଼ିବା ସହ ରୋଡରେ ମଧ୍ୟ…

୧୦ରୁ ଅଧିକ ସନ୍ତାନ ଜନ୍ମ ହେଲେ ମିଳିବ ୧୦ ଲକ୍ଷ ଟଙ୍କା

କେଉଁଠାରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ବହୁ ନିୟମ କାନୁନ ଅଣାଯାଉଛି ତ ଆଉ କେଉଁଠି ଛୁଆ ଜନ୍ମ କରିବା ପାଇଁ ବଣ୍ଟାଯିବ ଟଙ୍କା । କୋଭିଡ ମହାମାରୀ ଏବଂ ପରେ ଋଷ ଆଉ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପାଇଁ କାହିଁ…

ପାରମ୍ପରିକ ଢଙ୍ଗରେ ପତାକା ଉତ୍ତୋଳନ

ଅପେକ୍ଷାର ଅନ୍ତ ଘଟିଛି। ଯେଉଁ ଦିନ ପାଇଁ ପ୍ରତ୍ୟେକ ଭାରତୀୟ ଅପେକ୍ଷା କରିଥିଲା, ସେଥିରେ ଆଜି ପୂର୍ଣଛେଦ ପଡିଛି। ଆସିଯାଇଛି ୭୫ତମ ସ୍ବାଧୀନତା ଦିବସ। ସମଗ୍ର ଦେଶ ସ୍ବାଧୀନତାର ପର୍ବକୁ ପରମ୍ପରା ସହିତ ପାଳନ କରୁଛି। ଆଜି ୭୫ତମ ସ୍ୱାଧୀନତା ଦିବସର…

ସଂସ୍କୃତରେ ସ୍ୱାଧୀନତା ଦିବସର ମହାନତା ବଖାଣିଲେ ବିଦେଶିନୀ

ହିନ୍ଦୀ କହୁଥିବା କିମ୍ବା ହିନ୍ଦୀ ଗୀତରେ ନାଚୁଥିବା ବିଦେଶୀମାନଙ୍କ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥାଏ। ଏଥି ସହିତ, ଭାରତୀୟ ସଂସ୍କୃତି ସହିତ ଜଡିତ ବିଦେଶୀମାନଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଏ। ସେହିଭଳି କିଛି ସ୍ବାଧୀନତା ଦିବସରେ ଭାଇରାଲ ହେବାରେ ଲାଗିଛି।…

ବର୍ଣ୍ଣବୋଧ ପାଠଶାଳାରେ ଉଡିଲା ତ୍ରିରଙ୍ଗା

୭୬ ତମ ସ୍ବାଧୀନତା ଦିବସ, ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦିର ଅମୃତ ମହୋତ୍ସବ ଅବସରରେ ନୀଳାଦ୍ରିବିହାରସ୍ଥିତ ସୋମନାଥ ବସ୍ତିରେ ଯଶୋଦା ମାଆ ଫାଉଣ୍ଡେସନ ତରଫରୁ ବର୍ଣ୍ଣୋବୋଧ ପାଠଶାଳାର କୁନିକୁନି ପିଲାଙ୍କୁ ନେଇ ଦେଶର ଏହି ମହାନ୍ ପର୍ବ ପାଳିତ…

ଭାରତ, ଏହାର ପ୍ରତୀକ ଏବଂ ଓରିଜିନାଲିଟି

ଭାରତ ପାଳୁଛି ୭୫ତମ ସ୍ବାଧୀନତା ଦିବସ। ଏହି ଦିବସ ହେଉଛି ସେହି ବୀରମାନଙ୍କୁ ସ୍ମରଣ କରିବାର ଦିନ, ଯେଉଁମାନେ ଆମକୁ ସ୍ୱାଧୀନତା ଦେବା ପାଇଁ ସଂଘର୍ଷ କରିଥିଲେ। ଓ ଦେଇଯାଇଥିଲେ ସ୍ୱାଧୀନ ଭାରତର ଉପହାର। ଏହି ମହାନ ଦିବସର ଗାରିମାକୁ ଚୀରସ୍ମରଣୀୟ…

ତ୍ରିରଙ୍ଗା ବଣ୍ଟନ ବେଳେ ମନକୁ ଛୁଇଁଲା ମହିଳାଙ୍କ ପାରମ୍ପରିକ ଦେଶପ୍ରେମ ଗୀତ

ଦେଶପ୍ରେମରେ ବୁଡ଼ିଛି ଦେଶ। ଯେଉଠିଁ ଦେଖିବ ତ୍ରିରଙ୍ଗା ପତାକା, ଭାରତୀୟଙ୍କ ଗୌରବର ଗାଥାକୁ ଦ୍ୱିଗୁଣିତ କରିଛି। ଏସବୁ ମଧ୍ୟରେ କିଶାନଗଡ ଗାଁର ମହିଳାମାନେ ନିଜ ଭାଷାର ପାରମ୍ପରିକ ଦେଶପ୍ରେମ ଗୀତ ଗାଇ ତ୍ରିରଙ୍ଗା ବଣ୍ଟନ କାର୍ଯକ୍ରମକୁ ଆହୁରି ମନୋରମ ବନେଇ ଦେଇଛନ୍ତି।…

କେଉଁଠି ସ୍ୱାଧୀନତା ଦିବସ ତ କେଉଁଠି ବିଭାଜନ ବିଭୀଷିକା ସ୍ମୃତି ଦିବସ

ସବୁଠି ଚାଲିଛି ଉତ୍ସବର ଆସର। ପୁର ଠୁ ପଲ୍ଲୀ ଯାଏଁ ୭୫ତମ ସ୍ୱାଧୀନତା ଦିବସର ପ୍ରସ୍ତୁତିରେ ଉତ୍ସବ ମୁଖର ସାରା ଦେଶ। ଯେଉଠିଁ ଭାରତ ଅଗଷ୍ଟ ୧୫ ରେ ସ୍ୱାଧୀନତା ଦିବସ ପାଳିବାକୁ ପ୍ରସ୍ତୁତି ଚଳେଇଛି, ସେପଟେ ଅଗଷ୍ଟ ୧୪ ତାରିଖରେ…

୭୫ତମ ସ୍ୱାଧୀନତା ଦିବସକୁ ଅଧିକ ଉତ୍ସାହିତ କରିବା ପାଇଁ ଦୂରଦର୍ଶନର ନୂଆ ପ୍ରୟାସ

ଦେଶ ପାଳିବ ୭୫ତମ ସ୍ୱାଧୀନତା ଦିବସ। ଯାହାକୁ ପାଳନ କରିବା ପାଇଁ ଦିଲ୍ଲୀରୁ ପଲ୍ଲି ସବୁଠି ତତ୍ପରତା ଦେଖାଯାଉଛି। ଯାହାକୁ ଅଧିକ ଉତ୍ସାହିତ କରିଦେଇଛି ଦୂରଦର୍ଶନ। ‘ସ୍ୱରାଜ- ଭାରତର ସ୍ୱାଧୀନତା ସଂଗ୍ରାମର ସମଗ୍ର ଗାଥା’, ଶୀର୍ଷକରେ ୭୫ ଅଧ୍ୟାୟ ବିଶିଷ୍ଟ ଏହି…

ଯୁବପିଢିଙ୍କ ଚାକିରି ଆଶାରେ ବାଧକ ଖୋଦ୍ ସରକାର; ବୟସ ୮୬ ବର୍ଷ ହେଲେ ବି ଅବସର ନେଇନାହାନ୍ତି ବରିଷ୍ଠ କର୍ମଚାରୀ

ଚାକିରି ଖଣ୍ଡେ ପାଇବା ଯୁବପିଢିଙ୍କ ପାଇଁ ସ୍ବପ୍ନ ପାଲଟି ଗଲାଣି। କେତେବେଳେ ସରକାରୀ ସ୍ତରରେ ଭଲ ପୋଷ୍ଟ ଖାଲି ହେବ ଓ ସେମାନେ ଆବେଦନ କରିପାରିବେ ସମ ନେଇ କଠିନ ପରିଶ୍ରମ କରୁଛନ୍ତି। ଏଭଳି ପରିସ୍ଥିତିରେ ସରକାରଙ୍କ ନିଘା ବୋଧ ହୁଏ…