Mon. Nov 30th, 2026

Category: Latest

ଲୋକାର୍ପିତ ହେଲା ନୂଆ ସଂସଦ ଭବନ

ବହୁ ବାଦ ବିବାଦ ପରେ ଲୋକାର୍ପିତ ହୋଇଛି ସଂସଦ ଭବନ । ଆଜି ସକାଳେ ବିଧିବିଧାନ ଅନୁଯାୟୀ ହୋମ ସମ୍ପନ୍ନ କରି ଲୋକସଭା କକ୍ଷରେ ‘ସେଙ୍ଗୋଲ୍’ ସ୍ଥାପନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନ ଲୋକାର୍ପଣ କରିବା…

୩ ଶିଶୁ ପୁତ୍ର ଜନ୍ମ ଦେଲେ ଆଦିବାସୀ ମହିଳା

ଶବ୍ଦ ଓଡିଶା ବ୍ୟୁରୋ: ତିନି ନବଜାତ ଶିଶୁ ପୁତ୍ରଙ୍କୁ ଜନ୍ମ ଦେଲେ ଆଦିବାସୀ ମହିଳା। ସ୍ୱଭାବିକ କରିଛନ୍ତି ମହିଳା। ପ୍ରସବ ପରେ ମାଆ ଓ ତିନି ଶିଶୁ ସୁସ୍ଥ ଅଛନ୍ତି। ଏଭଳି ଦୁର୍ଲଭ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ…

କୁଆଖାଇ ନଦୀରେ ବୁଡ଼ିଗଲେ ୨ ଇଞ୍ଜିନିୟରିଂ ଛାତ୍ର

ଶବ୍ଦ ଓଡିଶା ବ୍ୟୁରୋ: କୁଆଖାଇ ନଦୀରେ ବୁଡ଼ିଗଲେ ୨ ଇଞ୍ଜିନିୟରିଂ ଛାତ୍ର। ଏପରି ହୃଦୟ ବିଦାରକ ଘଟଣା ଆଜି ସନ୍ଧ୍ୟା ବେଳେ ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଇନ୍ଦ୍ରପାଲ ନିକଟରେ ଘଟିଛି। ମୃତ ଛାତ୍ର ଦୁଇ ଜଣ ହେଲେ ସ୍ମୃତି ସୌରଭ ପ୍ରଧାନ…

ସୂଚନା ଅଧିକାର କର୍ମୀ ସୀମନ୍ତ କୁମାର ପାତ୍ରଙ୍କୁ ବିଜେଡି ଗୁଣ୍ଡା ମାନଙ୍କ ସଂଘବଦ୍ଧ ଆକ୍ରମଣ ।

ଶବ୍ଦ ଓଡିଶା ବ୍ୟୁରୋ: ସୂଚନା ଅଧିକାର କର୍ମୀ ସୀମନ୍ତ କୁମାର ପାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ । ଓଡିଶା ସୂଚନା ଅଧିକାର ଅଭିଯାନ ତରଫରୁ ଉକ୍ତ ଘଟଣାର ଦୃଢ଼ ନିନ୍ଦା ସହ ଅପରାଧୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି । ଫତେପୁର…

ଆଇପିଏଲ ମହାସମର: ଫାଇନାଲରେ ଚେନ୍ନାଇ ଓ ଗୁଜରାଟ ଲଢେଇ

ଶବ୍ଦ ଓଡିଶା ବ୍ୟୁରୋ: ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ଖେଳାଯିବ ଆଇପିଏଲ ଫାଇନାଲ ମ୍ୟାଚ । ୪ ଥର ଚାମ୍ପିୟନ ଚେନ୍ନାଇ ସୁପରକିଙ୍ଗସକୁ ଭେଟିବ ଗୁଜରାଟ ଟାଇଟନ୍ସ । ଚେନ୍ନାଇଠାରୁ କ୍ୱାଲିଫାୟାର ମ୍ୟାଚ ହାରିଥିବା ଗୁଜରାଟ ପ୍ରତିଶୋଧ ଲକ୍ଷ୍ୟରେ ପଡିଆକୁ…

ସଂସଦରେ ସ୍ଥାପିତ ହେଲା ରାଜଦଣ୍ଡ

ଶବ୍ଦ ଓଡିଶା ବ୍ୟୁରୋ: ସଂସଦରେ ସ୍ଥାପିତ ହେଲା ରାଜଦଣ୍ଡ । ପୂଜାର୍ଚ୍ଚନା ପରେ ରାଜଦଣ୍ଡକୁ ଦଣ୍ଡବତ କରି ଗ୍ରହଣ କଲେ ପ୍ରଧାନମନ୍ତ୍ରୀ । ୧୮ ମଠର ମଠାଧୀଶ ମୋଦୀଙ୍କୁ ଆଶୀର୍ବାଦ ଦେଇଛନ୍ତି । ଉଦଘାଟନ ସମାରୋହକୁ ଐତିହାସିକ କରିବା ପାଇଁ ପାରମ୍ପରିକ…

ରଥ ଯାତ୍ରାକୁ ଶୃଙ୍ଖଳିତ ପରିଚାଳନା ପାଇଁ ଅଞ୍ଚଳିକ ପରିବହନ ଅଫିସରେ ସମ୍ମନ୍ୱୟ ବୈଠକ

ପୁରୀ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ପକ୍ଷରୁ ଇତି ମଧ୍ୟରେ ଏକ ସମ୍ମନ୍ୱୟ ବୈଠକ ଅଞ୍ଚଳିକ ପରିବହନ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇ ଯାଇଛି l ୨୦୨୩ର ପୁରୀ ରଥ ଯାତ୍ରା ଉତ୍ସବ କିପରି ଶାନ୍ତି ଶୃଙ୍ଖଳାରେ ସୁଚାରୁ ରୂପେ ପାଳନ…

ପଛୁଆ ବର୍ଗ ସର୍ଭେ କାର୍ଯ୍ୟ ବୁଲି ଦେଖିଲେ ରାଜ୍ୟ ପର୍ଯ୍ୟବେକ୍ଷକ

ରାୟଗଡ଼ା : ରାୟଗଡ଼ା ଜିଲ୍ଲାରେ ପଛୁଆ ବର୍ଗର ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସର୍ଭେର ଅଗ୍ରଗତି ତଦାରଖ ନିମନ୍ତେ ଉଚ୍ଚ ଶିକ୍ଷା ବିଭାଗର ସ୍ବତନ୍ତ୍ର ସଚିବ ତଥା ରାୟଗଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବିରେନ୍ଦ୍ର କରକରା ଆଜି ରାୟଗଡ଼ା ଜିଲ୍ଲାରେ ଆସି…

ଦେଶ ବିଦେଶକୁ ଗଲା,ସ୍ୱତନ୍ତ୍ର କୋଟିଆ ନାଁରେ ମୁଦ୍ରିତ ଶତାଧିକ ଲଫାପା

କୋରାପୁଟ ; କୋଟିଆ ଆମର । କେବଳ ଓଡିଶା ମାଟିର । କୋଟିଆ ଓଡ଼ିଶାର,ଏ ପରିଚୟକୁ ଅଧିକ ସୁଦୃଢ କରିବାକୁ କୋଟିଆରେ ପୁଣି ଏକ ନୂଆ ପଦକ୍ଷେପ ନେଲେ ଇଫିଏ ସଂସ୍ଥା (ଇଷ୍ଟର୍ନ ଇଣ୍ଡିଆ ଫିଲାଟେଲିକ ଆସୋସିଏସନ) । ଓଡିଶା-ଆନ୍ଧ୍ରପ୍ରଦେଶ ସୀମାରେ…

ଖୁବଶୀଘ୍ର ଆହାର ୨.୨!

ଖୁବଶୀଘ୍ର ଆହାର ୨.୨ କରିବାକୁ ଯୋଜନା କରୁଛନ୍ତି ସରକାର । ଏଣିକି ଭାତ ଡାଲମା ସହିତ ମିଳିବ ଅନ୍ୟ ଆଇଟମ୍। ସେହିପରି ଖାଦ୍ୟ ପ୍ରସ୍ତୁତ କରୁଥିବା ଏସଏଚଜି ମହିଳାମାନଙ୍କୁ ୭ ତାରିଖ ଭିତରେ ପଇସା ପୈଠ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।…