ଢେଙ୍କାନାଳରେ ମହାଜନସମ୍ପର୍କ ଯାତ୍ରାରେ ଯୋଗଦେବେ ଅମିତ ଶାହ
ଶବ୍ଦ ଓଡିଶା ବ୍ୟୁରୋ: ଆସନ୍ତା ୧୭ତାରିଖରେ ଢେଙ୍କାନାଳରେ ଆୟୋଜନ ହେବ ବିଜେପିର ମହାଜନସମ୍ପର୍କ ଯାତ୍ରା । ଯାତ୍ରାରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯୋଗେଦେବେ। ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଏନେଇ ସୂଚନା ଦେଇଛନ୍ତି ।କେନ୍ଦ୍ରରେ ବିଜେପି ସରକାରକୁ…