Mon. Nov 30th, 2026

Category: Latest

ସୁବର୍ଣ୍ଣପୁରରେ ବିଜେଡ଼ିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ନୂତନ ଟାଉନ ହଲ ଠାରେ ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିଜେଡିର ସାଙ୍ଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଯୋଗଦେଇଥିବା ବେଳେ ବିଜେଡି ସୁବର୍ଣ୍ଣପୁର ଜିଲ୍ଲା ପ୍ରଭାରୀ ଦେବେଶ ଆଚାର୍ଯ୍ୟଙ୍କ ସହିତ…

ଜୁଲାଇରେ ସ୍ୱାଭାବିକ ବର୍ଷା, ଦକ୍ଷିଣ ଓଡ଼ିଶାରେ ହୋଇପାରେ ଅତ୍ୟଧିକ ବର୍ଷା

ଶବ୍ଦ ଓଡିଶା ବ୍ୟୁରୋ: ଜୁନ୍ ମାସରେ ବିଳମ୍ବିତ ମୌସୁମୀ ପାଇଁ ୨୦ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ଜୁଲାଇରେ ରାଜ୍ୟ ଓ ଦେଶରେ ସ୍ୱାଭାବିକ ବର୍ଷା ହେବ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।…

ଆରମ୍ଭ ହେଲା ଅମରନାଥ ଯାତ୍ରା, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଶବ୍ଦ ଓଡିଶା ବ୍ୟୁରୋ: ଆରମ୍ଭ ହେଲା ଅମରନାଥ ଯାତ୍ରା । ବାବାଙ୍କ ଦର୍ଶନ କରିବେ ଭକ୍ତ । ୩ହଜାର ୪୮୮ ତୀର୍ଥଯାତ୍ରୀ ପ୍ରଥମେ ଯାତ୍ରା ଆରମ୍ଭ କଲେ । ଦକ୍ଷିଣ କାଶ୍ମୀର ହିମାଳୟ ପାହାଡ଼ର ୩ ହଜାର ୮୮୦ ମିଟର ଉଚ୍ଚରେ…

ଲାଲବାହିନୀର ଲଙ୍କାକାଣ୍ଡ, ଜାଳିଦେଲେ ୯ଟି ଗାଡ଼ି

ଶବ୍ଦ ଓଡିଶା ବ୍ୟୁରୋ: ଲାଲ ବାହିନୀର ଲଙ୍କାକାଣ୍ଡ । ୯ଟି ଗାଡ଼ି ଜାଳିଦେଲେ ନକ୍ସଲ। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଦେଓକୁପୁଲି ଛକ ସ୍ଥିତ କ୍ରସରରେ ଏପରି ଘଟଣା ଘଟିଛି । ନକ୍ସଲ ଜାଳି ଦେଇଥିବା ଗାଡ଼ି ମଧ୍ୟରେ ଦୁଇଟି…

ଟ୍ରକ୍‌କୁ ଧକ୍କା ଦେଲା ଓଏସଆରଟିସି ବସ୍‌, ୮ ଆହତ

ଶବ୍ଦ ଓଡିଶା ବ୍ୟୁରୋ: ଟ୍ରକ୍‌କୁୁ ଧକ୍କା ଦେଲା ଓଏସଆରଟିସି ବସ୍‌। ଦୁର୍ଘଟଣାରେ ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ବାଇପାସ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ଗୁରୁତର…

ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା: ୩ ଅଭିଯୁକ୍ତଙ୍କ ବିରୋଧରେ NBW

ଶବ୍ଦ ଓଡିଶା ବ୍ୟୁରୋ: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା। ୩ ଅଭିଯୁକ୍ତଙ୍କ ବିରୋଧରେ NBW ଜାରି। ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଡିଏଫଓ ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ NBW ଜାରି ହୋଇଛି…

ମାଓବାଦୀଙ୍କଠାରୁ ୨୦୦୦ ହଜାର ଟଙ୍କିଆ ନୋଟ୍ ଜବତ

ଶବ୍ଦ ଓଡିଶା ବ୍ୟୁରୋ: ମାଓବାଦୀଙ୍କ ଠାରୁ ୨ ହଜାର ଟଙ୍କିଆ ନୋଟ୍ ଜବତ । ଛତିଶଗଡ଼ ବିଜାପୁର ଆୱାପାଲି ଠାରେ ପୋଲିସ ଟଙ୍କା ଜବତ କଲା । ଜଣେ ମାଓ ସମର୍ଥକଙ୍କ ଠାରୁ ଜବତ ହୋଇଛି ୬ ଲକ୍ଷ ୨୦ ହଜାର…

ଗଛରେ ପିଟି ହେଲା କାର, ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ

ଶବ୍ଦ ଓଡିଶା ବ୍ୟୁରୋ: ନବରଙ୍ଗପୁରରେ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ । ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର । ଜଣେ ଗୁରୁତରଙ୍କୁ ନବରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଉମରକୋଟ ବାସିନୀ ଛକରେ ଏହି ଦୁର୍ଘଟଣା ଘଟିଛି…

ମହାପ୍ରଭଙ୍କୁ ଅଧରପଣା ନୀତି: ରଥାରୁଢ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ହେବ ପଣା

ଶବ୍ଦ ଓଡିଶା ବ୍ୟୁରୋ: ରଥରେ ହେବ ମହାପ୍ରଭୁଙ୍କ ଅଧରପଣା ନୀତି । ୩ ଠାକୁରଙ୍କୁ ୯ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହେବ । ଚଣ୍ଡିଚାମୁଣ୍ଡା, ଅଶରୀରୀମାନଙ୍କୁ ତୁପ୍ତ କରିବା ପାଇଁ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରଥ ଉପରେ ଅଧରପଣା ପୂଜା ନୀତି…

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦ ଛାଡ଼ିଲେ ସୁବ୍ରତ ବାଗଚୀ

ଶବ୍ଦ ଓଡିଶା ବ୍ୟୁରୋ: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦରୁ ସୁବ୍ରତ ବାଗଚୀ ଇସ୍ତଫା ଦେଇଛନ୍ତି । ତାଙ୍କ ସ୍ଥାନରେ ଦକ୍ଷତା ବିକାଶ ପ୍ରାଧିକରଣର ନୂଆ ଅଧ୍ୟକ୍ଷ ଭାବେ ଅଳକା ଅରୋରା ମିଶ୍ର ନିଯୁକ୍ତି ପାଇଛନ୍ତି । ବାଗଚୀ ଟ୍ୱିଟ୍…