ପୁରୁଷ ହକି ବିଶ୍ୱକପ, କ୍ରସଓଭର ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ
ଶବ୍ଦ ଓଡିଶା ବ୍ୟୁରୋ: ପୁରୁଷ ହକି ବିଶ୍ୱକପରେ ଆଜିଠାରୁ ଖେଳାଯିବ କ୍ରସ ଓଭର ମ୍ୟାଚ । ପୂର୍ବରୁ ୪ଟି ଦଳ କ୍ୱାର୍ଟର ଫାଇନାଲରେ ପହଞ୍ଚିସାରିଛନ୍ତି । ଗ୍ରୁପ ପର୍ୟ୍ୟାୟରେ ଟପରେ ରହି ଏହି ଦଳ ସିଧାସଳଖ କ୍ୱାର୍ଟରରେ ପହଞ୍ଚିଛନ୍ତି । ସେହିଭଳି…