1 min read
Latest ଦେଶ ବିଦେଶ

ଅପରାହ୍ନରେ ଚନ୍ଦ୍ରଯାନ-୩ ପ୍ରେରଣ କରିବ ଭାରତ

ଶବ୍ଦ ଓଡିଶା ବ୍ୟୁରୋ: ସମସ୍ତ ପ୍ରସ୍ତୁତି ଶେଷ, ଚନ୍ଦ୍ରକୁ ଯିବ ଚନ୍ଦ୍ରଯାନ-୩ । ଆଜି ଅପରାହ୍ନ ୨ଟା ୩୫ରେ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ ଚନ୍ଦ୍ରଯାନ-୩ । ଏଲଭିଏମ-୩ ରକେଟ୍ ଦ୍ୱାରା ମହାକାଶକୁ ପ୍ରେରଣ କରାଯିବ [more…]

1 min read
Latest Popular ଦେଶ ବିଦେଶ

ବନ୍ଦ୍ ହୋଇଯିବ ଇଣ୍ଟରନେଟ!

ଆସୁଛି ସୌରଝଡ଼। ଯାହା ବନ୍ଦ କରିଦେବ ଇଣ୍ଟରନେଟ। ଆସନ୍ତା ୨ ବର୍ଷ ମଧ୍ୟରେ ସୂର୍ଯ୍ୟ ଚରମ ସ୍ଥିତିରେ ପହଞ୍ଚତ୍ବ। ଫଳରେ ଅନେକ ମାସ ଧରି ସୌରଝଡ଼ ଲାଗିରହିବ। ଇଣ୍ଟରନେଟ୍‌ ପାଇଁ ଏହା ବିନାଶକାରୀ ସାଜିବା [more…]

0 min read
Latest Popular Trending ଓଡ଼ିଶା ରାଜନୀତି

ବିଜେପି ଜାତୀୟ କାର୍ଯ୍ୟକାରୀ କମିଟିରେ ସମୀର

ବିଜେପି ଜାତୀୟ କାର୍ଯ୍ୟକାରୀ କମିଟିରେ ସ୍ଥାନ ପାଇଲେ ସମୀର ମହାନ୍ତି। ସମୀର ମହାନ୍ତିଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ନିଯୁକ୍ତି ଦେଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।ମାର୍ଚ୍ଚ ମାସରେ ତାଙ୍କ ସ୍ଥାନରେ [more…]

1 min read
Latest Popular Trending ଓଡ଼ିଶା ଦେଶ ଖବର ଦେଶ ବିଦେଶ ବିଜ୍ଞାନ ସହର

ତୃତୀୟ ମୁନ୍ ମିଶନ୍ କାଉଣ୍ଟଡ଼ାଉନ, ଓଡ଼ିଶାର ଗୁରୁତ୍ୱପୁର୍ଣ୍ଣ ଭୂମିକା

ଭୁବନେଶ୍ୱର: ଆସନ୍ତାକାଲି ଭାରତର ମିଶନ ମୁନ୍ । ଲଞ୍ଚ ହେବ ଚନ୍ଦ୍ରୟାନ-୩ । ତେବେ ଏହି ଚନ୍ଦ୍ରୟାନ-୩ ପାଇଁ ଓଡ଼ିଶାରୁ ଯାଇଛି ୭୫ ହଜାର ଯନ୍ତ୍ରାଂଶ । ଏଥିରେ ଭୁବନେଶ୍ବର ସେଣ୍ଟ୍ରାଲ ଟୁଲ୍ ରୁମ୍ [more…]

1 min read
Latest ଆଞ୍ଚଳିକ ସହର

କୋରାପୁଟ ରାଇପାହାଡ଼ରେ ଅନୁପ୍ରବେଶ ବିବାଦ ,ଦୁଇ ରାଜ୍ୟର ବୈଠକରେ ନଥିପତ୍ର ଦେଖାଇପାରିଲାନି ଆନ୍ଧ୍ର ପ୍ରଶାସନ

କୋରାପୁଟ: କୋଟିଆ ପରେ ଏବେ ନନ୍ଦପୁର ରାଇପାହାଡ଼ ଦଖଲ କରିବାକୁ ଚକ୍ରାନ୍ତ କରୁଛି ଆନ୍ଧ୍ର । ଓଡ଼ିଶା ସୀମାନ୍ତ ଗ୍ରାମରେ ପଶି ଆନ୍ଧ୍ର ସରକାର ଯୋଜନା ବାଣ୍ଟୁଛନ୍ତି । ରାଇପାହାଡ ଓଡ଼ିଶାର ହୋଇଥିଲେ ହେଁ [more…]

1 min read
Latest ଆଞ୍ଚଳିକ ଓଡ଼ିଶା ରାଜନୀତି ସହର

ଗୁପ୍ତେଶ୍ୱର ପୀଠର ରୂପାନ୍ତର ପାଇଁ ୨୦ କୋଟି ଟଙ୍କା ମଞ୍ଜୁର

କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଥିରେ ପୀଠର ସର୍ବାଙ୍ଗୀନ ଉନ୍ନତି କରାଯାଇ ଏହାକୁ ଓଡିଶାର ଅନ୍ୟତମ ପ୍ରମୁଖ [more…]

0 min read
Latest ଆଞ୍ଚଳିକ ଓଡ଼ିଶା ସହର

ବୀରମହାରାଜପୁର ମହାବିଦ୍ୟାଳୟ ଠାରେ ଓଡ଼ିଶା ମୋ ପରିବାର ରକ୍ତ ଦାନ ଶିବିର

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟ ଠାରେ ରକ୍ତ ଦାନ ଶିବିର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି। ବୀରମହାରାଜପୁର ମହାବିଦ୍ୟାଳୟର ୪୩ତମ ପ୍ରତିଷ୍ଠା ଦିବସ ଅବସର ରେ ଓଡ଼ିଶା ମୋ ପରିବାର ଓ [more…]

1 min read
Latest ଦେଶ ବିଦେଶ

ମିଶନ ଚନ୍ଦ୍ରଯାନ-୩ ପାଇଁ କାଉଣ୍ଟଡାଉନ୍ ଆରମ୍ଭ

ଶବ୍ଦ ଓଡିଶା ବ୍ୟୁରୋ: ଚନ୍ଦ୍ରଯାନ-୩ ପାଇଁ କାଉଣ୍ଟଡାଉନ୍ ଆରମ୍ଭ । ଆସନ୍ତାକାଲି ଅପରାହ୍ଣ ୨ଟା ୩୫ରେ ଶ୍ରୀହରିକୋଟାରୁ ଏହା ଉତକ୍ଷେପଣ ହେବ । ଏହି ମିଶନରେ ଚନ୍ଦ୍ରର ଅପହଞ୍ଚ ଅଞ୍ଚଳରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି [more…]

0 min read
Latest ଆଞ୍ଚଳିକ ଓଡ଼ିଶା

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଜାତୀୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ

ଶବ୍ଦ ଓଡିଶା ବ୍ୟୁରୋ: ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ଜାତୀୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ । ରେଳ ବୋର୍ଡ ଅଧ୍ୟକ୍ଷ ଓ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ କରିଛନ୍ତି ଏନଏଚଆରସି । ଏହି [more…]

0 min read
Latest ଆଞ୍ଚଳିକ ଓଡ଼ିଶା

କୋଇଡ଼ାରେ ଘର ଭାଙ୍ଗି ମହିଳାଙ୍କୁ ଦଳିଦେଲା ହାତୀ

ଶବ୍ଦ ଓଡିଶା ବ୍ୟୁରୋ: ଶୋଇଥିବା ବେଳେ ଦଳିଦେଲା ଦନ୍ତା । ସୁନ୍ଦରଗଡ଼ କୋଇଡ଼ା ଥାନା ଡେଙ୍ଗୁଳା ଗାଁର ସୀତା ମୁଣ୍ଡାଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି । ରାତିରେ ଏକ ଦନ୍ତାହାତୀ ତାଙ୍କ ଘରେ [more…]