ମଣିଷମୁଣ୍ଡକୁ କୋରି ଖାଆନ୍ତି ମେଲବର୍ଣ୍ଣର ଏହି ଆଦିବାସୀ
ଆଦିବାସୀଙ୍କ ତଥା ସାମ୍ନାକୁ ଆସିଲେ ପାହାଡ, ପର୍ବତ,ଗଛ, ଲତା ଭରା ସବୁଜିମା କଥା ମନକୁ ଆସେ । ତା ସହ ସରଳିଆ ଜନଜାତିଙ୍କ କଥା ମଧ୍ୟ। ଆଜିର ମଣିଷ ଚନ୍ଦ୍ର ରେ ପାଦ ଥାପି ସାରିଲାଣି ସତ ହେଲେ ଏବେ ବି…
ଆଦିବାସୀଙ୍କ ତଥା ସାମ୍ନାକୁ ଆସିଲେ ପାହାଡ, ପର୍ବତ,ଗଛ, ଲତା ଭରା ସବୁଜିମା କଥା ମନକୁ ଆସେ । ତା ସହ ସରଳିଆ ଜନଜାତିଙ୍କ କଥା ମଧ୍ୟ। ଆଜିର ମଣିଷ ଚନ୍ଦ୍ର ରେ ପାଦ ଥାପି ସାରିଲାଣି ସତ ହେଲେ ଏବେ ବି…
ବଲିଉଡ଼ ତାରକାଙ୍କ ହଲିଉଡ଼ ଡେବୁ୳ ଏକ ଟ୍ରେଣ୍ଡ ପାଲଟି ଗଲାଣି। ଏଇ ଯେମିତି ସୁପରଷ୍ଟାର ଧନୁଷ। ତାମିଲ ଓ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖ୳୲ତି ଅର୍ଜନ କରିବା ପରେ ଏବେ ହଲିଉଡ଼ରେ ନିଜ ଆକ୍ଟିଙ୍ଗର ଯାଦୁ ଦେଖାଇଛନ୍ତି ସୁପରଷ୍ଟାର ଧନୁଷ ।…
ଚର୍ଚ୍ଚାରେ ଜିଏସଟି ତାତି । ସରକାରଙ୍କ ନୂଆ ଜିଏସଟି ରିପୋର୍ଟରେ ସଂସଦ ଗରମ ହୋଇପଡିଛି। ବିରୋଧୀ ଦଳ ଏହାକୁ ନେଇ ଲଗାତାର ସରକାର ଉପରେ ଆକ୍ରମଣ ଜାରି ରଖିଥିବାବେଳେ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିରେଧୀଙ୍କ ପ୍ରଶ୍ନ ର ଉତ୍ତର ରଖିଛନ୍ତି…
ଦେଶର ୧୫ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ସୋମବାର ମତଦାନ ହୋଇଛି। ନିଜ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ରାଜନୈତିକ ଦଳ ନିଜ ବିଧାୟକ ଏବଂ ସାଂସଦଙ୍କୁ କହିଥିଲେ। ହେଲେ ଉତ୍ତରପ୍ରଦେଶ, ଗୁଜରାଟ, ଓଡିଶାରୁ ନେଇ ଆସାମ ପର୍ଯ୍ୟନ୍ତ କ୍ରସ ଭୋଟିଂ ଦେଖିବାକୁ ମିଳିଛି।…
ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ହ୍ୱିପ୍ ଲାଗୁ ହେବ ନାହିଁ । ସାଂସଦ ଓ ବିଧାୟକମାନେ ରାଷ୍ଟ୍ରପତି ନିର୍ବାଚନରେ ନିଜ ବିବେକ ଅନୁସାରେ ଭୋଟ ଦେଇପାରିବେ । ପୂର୍ବରୁ ରହିଥିବା ଏହି ନିୟମ ସଂପର୍କରେ ନିକଟରେ ଭାରତର ନିର୍ବାଚନ କମିଶନ ମଧ୍ୟ ସ୍ପଷ୍ଟ…
ଆରମ୍ଭ ହୋଇଯାଇଛି ସଂସଦର ମୌସୁମୀ ଅଧିବେଶନ । ଏହା ସହ ଆରମ୍ଭ ହୋଇଯାଇଛି ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଦେବା ପ୍ରଣାଳୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ସାଂସଦ ଭୋଟ ଦେଇଛନ୍ତି। ଏଥିସହ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇଥିବା ଦଳଗୁଡ଼ିକ…
ଭାରତ ହାତରୁ ଯିବ କି ହକି ବିଶ୍ୱକପ ଆୟୋଜନ? ଏହି ଆୟୋଜନର ଅଧିକାର ହାତଛଡା ହେବା ନେଇ ଏବେ ଭୟ ସୃଷ୍ଟି ହେବାରେ ଲାଗିଲାଣି । ୨୦୨୩ ବିଶ୍ୱକପ ଜାନୁୟାରୀ ୧୩ରୁ ୨୯ ପର୍ଯ୍ୟନ୍ତ ଓଡିଶାର ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜିତ…
ଭୁବନେଶ୍ୱର ଯଶୋଦା ମା ଫାଉଣ୍ଡେସନର ପ୍ରଥମ ଜନ୍ମବାର୍ଷିକ ଉତ୍ସବ ପାଳିତ ହୋଇଛି। ଆଶାକିରଣ ଓ ଯଶୋଦା ମା ପରିବାରର ସଦସ୍ୟଙ୍କ ମିଳିତ ସହଯୋଗରେ ଉତ୍ସବର ଆୟୋଜନ ହୋଇଥିଲା । ଉତ୍ସବର ମୁଖ୍ୟ ଆକର୍ଷଣ ଥିଲେ ବିଶିଷ୍ଟ ସମାଜସେବୀ,କବି,ଗାଳ୍ପିକା ଶ୍ରୀମତୀ ବନ୍ଦନା ପଣ୍ଡା।…
ରିପୋର୍ଟ – ନିର୍ମଳ ବିଷୋୟୀ ନବରଙ୍ଗପୁର : ଦୁର୍ଗମ ଇଲାକାର ଜଣେ ଭିନ୍ନକ୍ଷମଙ୍କ ଦୁଃଖ କାହାଣୀ । ଭିନ୍ନକ୍ଷମଙ୍କ ପାଇଁ ସାତସପନ ପାଲଟିଛି ସରକାରୀ ସହାୟତା । ଆଧାର କାର୍ଡ ଥାଇ ମଧ୍ୟ୍ୟ ମିଳୁନି ମାସିକ ଭତ୍ତା। ଭିନ୍ନକ୍ଷମ ପୁଅ ସେବାରେ…
ଗୁଜୁରାଟ ଏବଂ ଉତ୍ତରପ୍ରଦେଶ ପରି ଓଡିଶାରେ ଏବେ ଚାଉଳ ବଦଳରେ ଅଧିକ ଗହମ ଦାବି ହେଉଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏନଏ) ୨୦୧୩ ଅନୁଯାୟୀ ରାଜ୍ୟବାସୀଙ୍କର ମୂଳ ଆବଣ୍ଟନକୁ ପୁନଃ ସ୍ଥାପନ କରିବାକୁ ତଥା ଗହମ-ଚାଉଳ ଆବଣ୍ଟନ ଅନୁପାତରେ ପରିବର୍ତ୍ତନ…