Thu. Oct 15th, 2026

Category: ମୋ ଗାଁ

ଭିଡିଓ କନଫରେନ୍ସି ଜରିଆରେ ବାଣପୁରର ୪ଟି ସ୍କୁଲକୁ 5Tରେ ରୂପାନ୍ତରଣ କଲେ ମୁଖ୍ୟମନ୍ତ୍ରୀ

ଭିଡିଓ କନଫରେନ୍ସି ମାଧ୍ୟମରେ ଓଡିଶାରେ ୩୨୩ ସ୍କୁଲକୁ ରୂପାନ୍ତରଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ। ଖୋର୍ଦ୍ଧା ଜିଲ୍ଲାରେ ୬୨ଟି ସ୍କୁଲକୁ ରୂପାନ୍ତରଣ କରିଥିବା ସମୟରେ ବାଣପୁରର ୪ଟି ସ୍କୁଲକୁ ସାମିଲ କରାଯାଇଛି। ବାଣପୁର ଏନଏସି ନୋଡାଲ ସ୍କୁଲ, ବିଷ୍ଣୁଡିହ ପଞ୍ଚାୟତର ଖଣତ ୟୁଜି…

ଓଡ଼ିଶାରେ ପୁଣି ଭୟ ଜାଗ୍ରତ କରୁଛି କରୋନା

ରାଜ୍ୟବାସୀଙ୍କ ମନରେ ପୁଣି ଭୟ ଜାତ ହୋଇଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ଯେଉଁ ମାତ୍ରାରେ ବଢ଼ୁଛି ତାହା ଆଗକୁ ସ୍ଥିତି କଣ ହେବ ତାହା ଏବେ ଭୟ ସୃଷ୍ଟି କରୁଛି। କାରଣ ରାଜ୍ୟରେ ୫୦୦ ପାର କଲା ଦୈନିକ ସଂକ୍ରମଣ ।…

ଅଖିମୁଠି ଅନୁକୂଳ କରିଲେ ଜଟଣୀ ବିଧାୟକ

ଖୋର୍ଦ୍ଧା: ସବୁଠି ପବିତ୍ର ଅକ୍ଷୟ ତୃତୀୟର ଉତ୍ସାହ । ଚାଷୀ ମାନଙ୍କ ବଡ ପର୍ବ ଆଜିର ଦିନରେ ଚାଷୀ ମାନେ ଆଖି ମୁଠି ଅନୁକୂଳ କରିଥାନ୍ତି । ଏହି ଅବସରରେ ଓଡ଼ିଶାର କୋଣ ଅନୁକୋଣରେ ଆଖି ମୁଠି ଅନୁକୂଳ ହୋଇଯାଇଛି ।…

ଗାଁ ଠୁ ସହର ପାଳୁଛି ଛେନାପୋଡ଼ ଦିବସ

ଆଜି ହେଉଛି ବିଶ୍ୱ ଛେନାପୋଡ଼ ଦିବସ। ସବୁଠି ଛେନାପୋଡ଼ର ମହକରେ ମହକୁଛି ଗାଁ ଠୁ ସହର। ଦିନକୁ ଦିନ ଛେନାପୋଡ଼ର ଚାହିଦା ବୃଦ୍ଧି ପାଉଛି l ନୟାଗଡ଼ର ଛେନାପୋଡ଼ ଓଡିଶାକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି l ନୟାଗଡ଼…

ଝରାବାହାଲ ଏବଂ ଗମ୍ବାରୀଗୁଡା କ୍ଲଷ୍ଟରରେ ବୁଲିଲା ଶିକ୍ଷା ସଚେତନତା ରଥ

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଝରାବାହାଲ ଏବଂ ଗମ୍ବାରୀଗୁଡା କ୍ଲଷ୍ଟରରେ ଗଡିଲା ଶିକ୍ଷା ସଚେତନତା ରଥ l ଝରାବାହାଲ କ୍ଲଷ୍ଟରର ୮ଟି ସ୍କୁଲକୁ ଶିକ୍ଷା ସଚେତନତା ରଥ ପରିଦର୍ଶନ କରିଥିବା ନେଇ ଝରାବାହାଲ କ୍ଲଷ୍ଟରର ସିଆରସିସି କୁମୁଦ କୁମାର ବାଘ ଗଣମାଧ୍ୟମକୁ…

ଗାଁ ରେ ବ୍ୟାପୁଛି ମିଳିମିଳା ହାଡଫୁଟି; ଦେଶୀ ଉପଚାର ଉପରେ ନିର୍ଭର ରୋଗୀ

ଗଜପତି ଜିଲ୍ଲା ମୋହନା ବ୍ଳକ ପାହାଡିଆ ଉପାନ୍ତ ଅଞ୍ଚଳରେ ଅବସ୍ଥିତ ଯୁବ ଗ୍ରାମପଞ୍ଚାୟତର ଡୁଣ୍ଡ୍ରୁମ ଗ୍ରାମରେ ହାଡଫୁଟି ଓ ମିଳିମିଳା ଆକ୍ରାନ୍ତ ଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହି ଗ୍ରାମରେ ୧୩୦ଟି କୁଇ କନ୍ଧ ସମ୍ପ୍ରଦାୟର…

କାଳବୈଶାଖୀ ବର୍ଷାରେ ଭିଜିବ ରାଜ୍ୟ; ୟେଲୋ ୱାର୍ଣ୍ଣିଂ ଜାରି

ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା । ଦିନବେଳା ଟାଣଖରା ଓ ଅପରାହ୍ଣରେ ବର୍ଷା ସମ୍ଭାବନା । ବିଜୁଳି ଘଡ଼ଘଡ଼ି ସହ ୪୦ରୁ ୫୦ କିମି ବେଗରେ ପବନ ବହିବା ନେଇ ପାଣିପାଗ ବିଭାଗର ଆକଳନ କରିଛି । ସୁନ୍ଦରଗଡ଼, କେନ୍ଦୁଝର,…

ବିଷୁବ ବନ୍ଧୁ ମିଳନ ଉତ୍ସବ ନିମନ୍ତେ ଭୂମିପୂଜା

​ରାୟଗଡା ସଦର ମହକୁମା ସ୍ଥିତ ଜିସିଡି ପଡିଆରେ ଜିଲ୍ଲା ବିଷୁବ ବନ୍ଧୁ ମିଳନ କମିଟି ତରଫରୁ ସକାଳ ୯ ଘଟିକା ସମୟରେ ବହୁତ ଆଡମ୍ବର ସହ ଭୂମିପୂଜାର ଆୟୋଜନ କରାଯାଇଥିଲା l ଏହି ଅବସରରେ କମିଟିର ସଭାପତି ଡକ୍ଟର ନିରଞ୍ଜନ କୁମାର…

ରାୟଗଡ଼ାରେ ଜିଲ୍ଳାସ୍ତରୀୟ ୮୮ତମ ଓଡିଶା ଦିବସ ପାଳିତ

ରାୟଗଡା ଜିଲ୍ଳା ସଦର ମହକୁମା ଠାରେ ଜିଲ୍ଳାସ୍ତରୀୟ ୮୮ତମ ଓଡିଶା ଦିବସ-୨୦୨୩ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରତ୍ୟୁଷାରେ ପ୍ରଭାତ ଫେରି ଅନୁଷ୍ଠିତ ହୋଇଥିବା ବେଳେ ସକାଳ ସାଢେ ୭ଟା ସମୟରେ ସ୍ଥାନୀୟ ଗଜପତି ଛକରେ ଅବସ୍ଥାପିତ…

ବାଲ୍ୟ ବିବାହ ରୋକିବାକୁ ସଉରା ଉନ୍ନୟନ ସଂସ୍ଥାର ଅଭିନବ ପ୍ରୟାସ

ଗୋଟିଏ ବର୍ଷ ରେ ୧୧ ଟି ନବବିବାହିତ ଦମ୍ପତିଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଯୋଜନାର ସଫଳ ରୁପାୟନ ହୋଇପାରିଛି। ବିଶେଷ କରି ବାଲ୍ୟ ବିବାହ ରୋକିବା ଦିଗରେ ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ମସିହାରେ ମୋଟ ୧୧ ଟି ଆଦୀମ ଜନଜାତି…