Thu. Oct 15th, 2026

Category: ଶବ୍ଦ ସ୍ଵତନ୍ତ୍ର

ଭିଜିଲାନ୍ସ ଜାଲରେ ବନ୍ଧୁଗାଁ ସିଡିପିଓ ଓ କିରାଣୀ

ଲାଞ୍ଚ ନେଇ ଧରା ପଡ଼ିଲେ ସିଡିପିଓ ଏବଂ କିରାଣୀ। ଅଙ୍ଗନବାଡି କର୍ମୀ ପଦବୀ ନିମନ୍ତେ ଲାଞ୍ଚ ଗ୍ରହଣ କରୁଥିବା ବେଳେ ସିଡିପିଓଙ୍କ କିରାଣୀ ଅଶ୍ଵିନୀ କୁମାର ପ୍ରଧାନ ଜୟପୁର ଭିଜିଲାନ୍ସ ଦ୍ଵାରା ଧରାପଡ଼ିଛନ୍ତି। ଏହି ଲାଞ୍ଚ ଘଟଣା ରେ ସଂପୃକ୍ତ ସିଡିପିଓ…

ଦହିବରା ଖାଇ ୨୦ରୁ ଉର୍ଦ୍ଧ୍ବ ଅସୁସ୍ଥ

ଦହିବରା ଆଲୁଦମ୍ ଖାଇ ନୁଖାପଡା ଗାଁର ୨୦ ଗୁରୁତର ଅସୁସ୍ଥ। ନରସିଂହପୁର ବ୍ଲକ ନୁଖାପଡା ଓ କମଳା ଦେଇପୁର ଗାଁରେ ଘଟିଛି ଏହି ଘଟଣା। ସୂଚନା ରୁ ପ୍ରକାଶ ଯେ ନୁଖାପଡ଼ା ଓ କମଳାଦେଇପୁର ଅଞ୍ଚଳର ପ୍ରତ୍ୟେକ ଦିନ ଜୈନେକ ଦହିବରା…

କ’ଣ ରହିଛି ମହାପ୍ରସାଦର ମହତ୍ତ୍ୱ?

ଜଗନ୍ନାଥ ସଂସ୍କୃତିରେ ଜଗନ୍ନାଥ ଓ ତାଙ୍କ ସହ ଜଡ଼ିତ ପ୍ରତ୍ୟେକ ଜିନିଷର ମହତ୍ତ୍ଵ ରହିଛି। ଜଗା ଦର୍ଶନ ନ କରି ପାରିଲେ ଭକ୍ତ ମହାପ୍ରସାଦରେ ମହାପ୍ରଭୁଙ୍କ ଝଲକ ଦେଖିଥାଏ। ତେବେ ଆପଣ ଜାଣିଛନ୍ତି କି, କ’ଣ ରହିଛି ମହାପ୍ରସାଦର ମହତ୍ତ୍ୱ? କ’ଣ…

ଓୟୁଜେ ତରଫରୁ ଡିଆଇଜିଙ୍କୁ ଦାବିପତ୍ର ପ୍ରଦାନ; ସାମ୍ବାଦିକଙ୍କ ନାଁରେ ହୋଇଥିଲା ମିଥ୍ୟା ମାମଲା

ରାୟଗଡା ଜିଲ୍ଲା ଗୁଣୁପୁରୁର ବରିଷ୍ଠ ସାମ୍ବାଦିକ ରଞ୍ଜିତ ପାଢୀଙ୍କ ବିରୁଦ୍ଧରେ ଆକ୍ରୋଶ ମୂଳକ ଓ ଯୋଜନା ବଦ୍ଧ ଭାବେ ଗୁଣୁପୁର ପୋଲିସ୍ କରିଥିଲା ମିଥ୍ୟା ମାମଲା। ଯାହାକୁ ପ୍ରତ୍ୟାହାର କରିବାକୁ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ୍ ଙ୍କୁ ଅବିଭକ୍ତ କୋରାପୁଟ…

ରଥଯାତ୍ରାକୁ ଦୃଷ୍ଟି ରେ ରଖି ପୁରୀ ପୋଲିସର ହୋଟେଲ ଓ ଲଜ ଯାଞ୍ଚ

ପୁରୀ ସ୍ନାନଯାତ୍ରା ଓ ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ବିଭିନ୍ନ ହୋଟେଲ ଓ ଲଜକୁ ଯାଞ୍ଚ କରା ଯାଉଛି।ହୋଟେଲ ଲଜମାନଙ୍କର ସିସିଟିଭିକୁ ଲଗାଇବା ଓ ଅଚଳ ସିସିଟିଭିକୁ ଠିକ୍ କରିବା ସହ ଯାତ୍ରୀମାନଙ୍କର ସଠିକ୍ ଭାବେ ପରିଚୟ ପ୍ରମାଣ…

ବିହାର ହିନ୍ଦୀ ସାହିତ୍ୟ ସମ୍ମିଳନୀରେ ସମ୍ମାନିତ ହେଲେ ଓଡ଼ିଆ ପ୍ରଫେସର

ବିହାର ହିନ୍ଦୀ ସାହିତ୍ୟ ସମ୍ମିଳନୀରେ ସମ୍ମାନିତ ହେଲେ ଡ. ଚକ୍ରଧର ତ୍ରିପାଠୀ। ପାଟନାଠାରେ ଅନୁଷ୍ଠିତ ବିହାର ହିନ୍ଦୀ ସାହିତ୍ୟ ସମ୍ମିଳନୀର ୪୨ତମ ସମ୍ମିଳନୀ ଅବସରରେ ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କ ଦ୍ୱାରା ସମ୍ମାନିତ ମାନ୍ୟବର ପ୍ର. ଚକ୍ରଧର ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ…

ଖରାଦିନେ ପଡୁଛି କାକର, କୁହୁଡ଼ିରେ ଯାତାୟତ ବାଧାପ୍ରାପ୍ତ

ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅସମ୍ଭାଳ ତାତିରେ ଲୋକେ ନାକେଦମ୍ ହେଲେଣି । ଦିନ ୧୧ ଟା ହେଲେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସହରରେ ତାମପାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଅନ୍ୟପଟେ…

ଚଳଚଞ୍ଚଳ ରଥଖଳା

ବାକି ରହିଲା ଆଉ ଦିନ କେଇଟା। ତା ପରେ ରଥରେ ବିରାଜିବେ ଚତୁର୍ଦ୍ଧାମୂର୍ତ୍ତି। ଲୋକେ ଦେଖିବେ ଜଗତର ବଡ଼ ଠାକୁର। ସେଥିପାଇଁ ଆରମ୍ଭ ହୋଇସାରିଛି ପ୍ରସ୍ତୁତି। ରଥ ଖଳାରେ ବିଶ୍ୱକର୍ମା ତାଙ୍କ ହାତର ଜାଦୁ ଆରମ୍ଭ କରିସାରିଛନ୍ତି। କିଏ ହାତରେ କୁରାଢି…

ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଯୁବ ଉତ୍ସବ ପାଳନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆଜି ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଯୁବ…

ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଚଳିତ ବର୍ଷ ରଥଯାତ୍ରା ଜୁନ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଦେବସ୍ନାନ ପୂର୍ଣ୍ଣିମା ଜୁନ ୪ ତାରିଖରେ ଅନୁଷ୍ଠିତ ହେବ। ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା।…