Thu. Oct 15th, 2026

Category: ସ୍ଵାସ୍ଥ୍ୟ

ଦୈନନ୍ଦିନ ଜୀବନରେ ମିଶ୍ରିର ବ୍ୟବହାର

ଦୈନନ୍ଦିନ ଜୀବନରେ ଲୋକେ ମିଶ୍ରିର ବ୍ୟବହାର କରିଥାନ୍ତି। ତେବେ ଖୁବ୍ କମ୍ ଲୋକ ଜାଣିଛନ୍ତି ଯେ ମିଶ୍ରିକୁ ଉଭୟ ଖାଦ୍ୟ ଓ ଔଷଧୀୟ ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ । ଏଥିରେ ଭିଟାମିନ୍ , ମିନେରାଲ୍ସ ଓ ଆମିନୋ ଏସିଡ୍ ଭରିରହିଛି ।…

କେମିତି ଜାଣିବେ କିଡନୀ ରୋଗର ଲକ୍ଷଣ?

କିଡ୍‌ନୀ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେଣୁ କିଡ୍‌ନୀ ଖରାପ ହେଲେ ଶରୀରରେ କିଛି ସଙ୍କେତ ଦେଖାଯାଏ। ଆସନ୍ତୁ ଜାଣିବା ସେହି ବିଷୟରେ। ଓଜନ କମ୍ ହେବା : ଯେତେବେଳେ କିଡ୍‌ନୀ ସଠିକ୍ ଭାବରେ କାମ କରେନାହିଁ, ଶରୀରରେ ଥିବା…

ଡରାଉଛି H3N2 ଭୂତାଣୁ

ଚିନ୍ତା ବଢାଉଛି H3N2 ଭୂତାଣୁ । ପାଣିପାଗ ପରିବର୍ତ୍ତନ ହେବା ସହ ବୃଦ୍ଧି ପାଉଛି H3N2 ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା । ମହାରାଷ୍ଟ୍ରରେ ହାଇଆଲାର୍ଟ ପରେ ଦିଲ୍ଲୀରେ ଜାରି ହେଲା ସ୍ୱତନ୍ତ୍ର ଆଡଭାଇଜରୀ । ତେବେ କୋଭିଡ-୧୯ ପରି ଅବସ୍ଥା ସୃଷ୍ଟି…

ବାଦୁଡ଼ି ନୁହେଁ ଏହି ପଶୁଠାରୁ ସୃଷ୍ଟି ହୋଇଥିଲା କୋଭିଡ଼୍

ଚାଇନାର ଉହାନ ମାର୍କେଟରୁ ରାକୁନ୍‌ ନାମକ ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ଲୋମଶ କୁକୁରଠାରୁ ମାରାତ୍ମକ କୋଭିଡ୍‌-୧୯ ମହାମାରୀର ଉତ୍ପତ୍ତି ହୋଇଥିଲା ବୋଲି ଭୂତାଣୁ ବିଶେଷଜ୍ଞମାନଙ୍କର ଏକ ଅନ୍ତର୍ଜାତୀୟ ଟିମ୍‌ ଜାଣିବାକୁ ପାଇଛନ୍ତି। ମହାମାରୀକୁ ୩ ବର୍ଷ ହୋଇଥିବାବେଳେ ଏହାର ଉତ୍ପତ୍ତି ସମ୍ପର୍କରେ…

H3N2 ନେଲା ଜୀବନ,ଦେଶରେ ୯୦ ଆକ୍ରାନ୍ତ

ଦୀର୍ଘ ୨ ବର୍ଷ ଧରି ଦେଶରେ ତାଣ୍ଡବ ରଚିଥିଲା ମହାମାରୀ କରୋନା । ତାର ପ୍ରକୋପ କମି ଆସିଥିବା ବେଳେ ଏବେ ମୁଣ୍ଡ ଟେକିଛି ଏଚ୍୩.ଏନ୍୨ ଭାଇରସ । ଭାରତରେ ଏହି ଭାଇରସର ରୋଗୀ ଚିହ୍ନଟ ହୋଇଥିବା ବେଳେ ପ୍ରଥମଥର ଏଥିରେ…

ହାର୍ଟ ଷ୍ଟ୍ରୋକ୍,ଚାରି ମିନିଟରେ ଜଣେ ହାରୁଛନ୍ତି ଜୀବନ

ଆଧୁନିକ ଯୁଗରେ ବୃଦ୍ଧାବସ୍ଥା କି ଯୁବାବସ୍ଥା ସବୁ ସମୟରେ ମାଡି ବସୁଛି ରୋଗ । ହୃତଘାତ ,ମସ୍ତିଷ୍କଘାତ ଓ କର୍କଟ ବର୍ତମାନ ସମୟରେ ଘାତକ ସାଜିବାରେ ଲାଗିଛି । ନାଚୁଥିବା, ଗାଉଥିବା, କାମ କରୁଥିବା ସମୟରେ ହଠାତ ଟଳି ପଡୁଛନ୍ତି ଯୁବ…

ଲିଭର ‘ସିରୋସିସ୍’ କ’ଣ? କେମିତି ଜାଣିବେ ଲକ୍ଷଣ?

ଲିଭର ସିରୋସିସ୍ ରୋଗରେ ପୀଡିତ ହୋଇ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ପରେ ଲୋକଙ୍କ ମନରେ ଛନକା ପଶି ଯାଇଛି । ଏହି ଲିଭର ସିରୋସିସ୍ ରୋଗ କ’ଣ, କାହିଁକି ଏହି ରୋଗ ହୁଏ ? ଏହି ରୋଗ ହେଲେ…

ଅଣାୟତରେ ଚୀନ କରୋନା ସଂକ୍ରମଣ

ଚୀନରେ କରୋନା ଭାଇରସ ଆତଙ୍କ ଖେଳାଇଛି । ପ୍ରତିଦିନ ଲକ୍ଷାଧିକ ଲୋକେ ସଂକ୍ରମିତ ହେଉଥିବା ନେଇ ସୂଚନା ମିଳିଛି । ଚୀନରେ ମାସକ ମଧ୍ୟରେ ପାଖାପାଖି ୬୦ ହଜାର କରୋନା ମୃତ୍ୟୁ ହୋଇଛି । ଡିସେମ୍ବର ୮ରୁ ଜାନୁଆରି ୧୨ ମଧ୍ୟରେ…

ମଦ ଆଣିବ କ୍ୟାନସର : ହୁ’

ଅନେକ ଲୋକ ଭାବନ୍ତି କମ ପରିମାଣରେ ମଦ ପିଇଲେ ଏହା ଶରୀରର କୌଣସି କ୍ଷତି କରି ନଥାଏ । ହେଲେ ଏପରି ଭାବିବା ସମ୍ପୂର୍ଣ୍ଣ ରୂପେ ଭୁଲ । ଏହାକୁ ନେଇ ଅନେକ ଗବେଷଣା ହୋଇଛି । ଏବେ ଏକ ଗବେଷଣାର…

ଚୀନର ଦ୍ୱିତୀୟ ଉହାନ ଭାବେ ପରିଣତ ହେଲା ହେନାନ

ଶବ୍ଦ ଓଡିଶା ବ୍ୟୁରୋ: ଚୀନରେ କରୋନାର ପ୍ରକୋପ ଜାରିରହିଛି । ଏହି ସହରରେ କରୋନା ସଂକ୍ରମଣ ବଢିଚାଲିଛି । ଏ ସବୁ ମଧ୍ୟରେ ଚୀନର ତୃତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ପ୍ରାନ୍ତ ହେନାନରେ ୯୦ ପ୍ରତିଶତ ଲୋକେ କରୋନା ସଂକ୍ରମିତ ହୋଇଛି…