Thu. Oct 15th, 2026

Category: ଜୀବନ ସଂସ୍କୃତି

ମୋଦି ରାଜ୍ କୁ ୯ ବର୍ଷ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ କ୍ଷମତା ହାତେଇବାକୁ ୯ ବର୍ଷ ହୋଇଯାଇଛି। ୨୬ ମେ ୨୦୧୪ରେ ନରେନ୍ଦ୍ର ମୋଦି କେନ୍ଦ୍ର ସରକାରଙ୍କ ଶାସନ ଭାର ସମ୍ଭାଳିଥିଲେ। ୨୦୧୪ରେ ମୋଦି ଲହରରେ ବସି ଭାରତୀୟ ଜନତା ପାର୍ଟି(ଭାଜପା) ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା।…

ପ୍ରବଳ ବର୍ଷା ଏବଂ ପବନ ବଦଳାଇଲା ଦିଲ୍ଲୀର ପାଗ

ପ୍ରବଳ ବର୍ଷା ଏବଂ ପବନ ଦିଲ୍ଲୀର ପାଗ ବଦଳାଇ ଦେଇଛି। ଗୁରୁବାର ସନ୍ଧ୍ୟାରେ ଧୂଳି ଝଡ଼ ଏବଂ କିଛି ସମୟ ପରେ ପ୍ରବଳ ବର୍ଷା ପାଗର ମନୋବଳକୁ ବଦଳାଇ ପାଗକୁ ଅତ୍ୟନ୍ତ ମନୋରମ କରିଥିଲା। ଗତକାଲି ସନ୍ଧ୍ୟା ଠାରୁ ପଞ୍ଜାବ ଏବଂ…

ଘର ଉଜାଡ଼ିଲା କାଳବୈଷାଖି

ବାଣପୁର ବ୍ଲକ ନିଳାଦ୍ରୀ ପ୍ରସାଦ ପଂଚାୟତରେ କାଳବୈଷାଖିର ପ୍ରଭାବ। ଆଜି ଅପରାହ୍ନ ୩.୩୦ ମିନିଟ ସମୟରେ କାଳ ବୈଶାଖିର ପ୍ରଭାବରେ ନିଳାଦ୍ରୀ ଗ୍ରାମର ଏକ ବିରାଟ ତେନ୍ତୁଳି ଗଛ ଉପୁଡି ସୁରେନ୍ଦ୍ର ପ୍ରଧାନ ଓ ଅଶୋକ ପ୍ରଧାନଙ୍କ ଘର ଉପରେ ମାଡିବସିବା…

କାଳବୈଶାଖୀରେ ଭିଜିଲା ଟ୍ୱିନ ସିଟି

କାଳବୈଶାଖୀ ବର୍ଷାରେ ଭିଜିଲା ଟ୍ୱିନ ସିଟିରାଜ୍ୟରେ କାଳବୈଶାଖୀ ସକ୍ରିୟ।ଭୁବନେଶ୍ବର ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇଛି । ତାତିରୁ ମିଳିଲା ଆଶ୍ୱସ୍ତି। ଅପରାହ୍ନରେ ଟ୍ୱିନ ସିଟିରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା। ଆଜିଠୁ ୫ ଦିନ ବର୍ସିବ।…

ମନେ ପଡ଼ନ୍ତି ସଂଗୀତ ସମ୍ରାଟ

ସଙ୍ଗୀତ କଥା ଆସିଲେ ମନେ ପଡ଼େ ତାଙ୍କ କଥା, ଯିଏ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ ସଙ୍ଗୀତ ପାଇଁ । ଭଜନ ତାଙ୍କ ବିନା ଅଧୁରା । ଜଗନ୍ନାଥଙ୍କ ଭକ୍ତି ତାଙ୍କ କଣ୍ଠାଦାନ ବିନା ଅଧୁରା । ସେ ଆଉ…

ମୋଟାପା ପାଲଟୁଛି ଚିନ୍ତା

ଆଜିକାଲିର ଯୁଗର ମୋଟାପା ଲୋମାନଙ୍କର ଏକ ବଡ଼ ସମସ୍ୟା ପାଲଟି ଗଲାଣି । କାରଣ ବର୍ତ୍ତମାନ ସମୟରେ ସମସ୍ତଙ୍କର ପସନ୍ଦ ଫାଷ୍ଟ ଫୁଡ ବା ଜଙ୍କ ଫୁଡ଼। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ୟ୍ୟନ୍ତ ଜଙ୍କଫୁଡକୁ ଖାଇବା ପ୍ରତି ଗୁରୁତ୍ଵ…

ତ୍ରିପୁରା ଟୁରିଜିମର ବ୍ରାଣ୍ଡ ଆମ୍ବାସାଡର ହେବେ ଗାଙ୍ଗୁଲି

ଭାରତୀୟ କ୍ରିକେଟ୍ କିମ୍ବଦନ୍ତୀ ସୌରଭ ଗାଙ୍ଗୁଲି ତ୍ରିପୁରାର ବ୍ରାଣ୍ଡ ଆମ୍ବାସାଡର ହେବାକୁ ଯାଉଛନ୍ତି। ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ମଙ୍ଗଳବାର ତ୍ରିପୁରାର ପର୍ୟ୍ୟଟନ ମନ୍ତ୍ରୀ ସୁଶାନ୍ତ ଚୌଧୁରୀଙ୍କ ସହ ତାଙ୍କ କୋଲକାତା ସ୍ଥିତ ବାସ ଭବନରେ ଏକ ବୈଠକ କରିବା…

ନିଶା କବଳରେ ଯୁବପୀଢ଼ି, କାରବାରରେ ସାମିଲ ରହୁଛନ୍ତି ମହିଳା

ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆଉ କିଛି ଦିନ ପରେ ଅନୁଷ୍ଠିତ ହେବାକୁ ଯାଉଛି। ଧଳା ଜହର (ବ୍ରାଉନସୁଗାର) ଭଳି କ୍ଷତିକରକ ନିଶାରେ ପୁରୀ ସହରର ଅନେକ କଲେଜ ପଢା ଛାତ୍ରଛାତ୍ରୀ ଏବଂ ଯୁବକ ଯୁବତୀ। ସେମାନେ ଏ…

ବାସନ୍ତିକ ପର୍ବରେ ହିଙ୍ଗୁଳା ପୀଠକୁ ଦାନ ହେଲା ରଥ ଚକ

ଜଗତ ଜନନୀ ପରମ ବୈଷ୍ଣବୀ ଶାକମ୍ବରୀ ଅଗ୍ନି ସ୍ବରୂପା ମାଆ ହେଙ୍ଗୁଳା। ମାତଲାପୁର ଗ୍ରାମର ଅଧିଷ୍ଠାତ୍ରୀ ମା ହେଙ୍ଗୁଳା ହେଉଛନ୍ତି ଶ୍ରୀମନ୍ଦିର ରୋଷଘରର ଅଧିଷ୍ଠାତ୍ରୀ ଦେବୀ। ତେଣୁ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର ସହ ମାଆ ହେଙ୍ଗୁଳାଙ୍କର ସଂପର୍କ ରହିଛି। ଶାରଦୀୟ ବାସନ୍ତିକ ପର୍ବରେ…

୨ ଦିନିଆ ରାଜ୍ୟ ସ୍ତରୀୟ ଖୋ ଖୋ ଜନଜାତି ଓ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର ଚୟନ ପ୍ରକ୍ରିୟା ଅନୁଷ୍ଠିତ

ପୁରୀ ତାଳବଣିଆ ସ୍ଥିତ ସ୍ପୋର୍ଟସ କମ୍ପ୍ଲେକ୍ସ ପରିସରରେ ୨ ଦିନିଆ ରାଜ୍ୟ ସ୍ତରୀୟ ଖୋ ଖୋ ଜନଜାତି ଓ ଜାତୀୟ କ୍ରିଡା ପ୍ରତିଯୋଗିତାର ଚୟନ ପ୍ରକ୍ରିୟା ମଙ୍ଗଳବାର ସମାପନ ହୋଇଛି। ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ଏବଂ ଓଡ଼ିଶା…