ଘର ଉଜାଡ଼ିଲା କାଳବୈଷାଖି

ବାଣପୁର ବ୍ଲକ ନିଳାଦ୍ରୀ ପ୍ରସାଦ ପଂଚାୟତରେ କାଳବୈଷାଖିର ପ୍ରଭାବ। ଆଜି ଅପରାହ୍ନ ୩.୩୦ ମିନିଟ ସମୟରେ କାଳ ବୈଶାଖିର ପ୍ରଭାବରେ ନିଳାଦ୍ରୀ ଗ୍ରାମର ଏକ ବିରାଟ ତେନ୍ତୁଳି ଗଛ ଉପୁଡି ସୁରେନ୍ଦ୍ର ପ୍ରଧାନ ଓ ଅଶୋକ ପ୍ରଧାନଙ୍କ ଘର ଉପରେ ମାଡିବସିବା ଦ୍ବାରା ସୁରେନ୍ଦ୍ର ପ୍ରଧାନ ଆଘାତ ପାଇ ନିଳାଦ୍ରୀ ପ୍ରସାଦ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଦୁଇ ପରିବାରର ଘର ସଂପୂର୍ଣ୍ଣ ଭାଙ୍ଗିଯାଇଛି।

You May Also Like

More From Author

+ There are no comments

Add yours