Sun. Nov 29th, 2026

Category: ଜୀବନ ସଂସ୍କୃତି

ବିଶ୍ଵ ଲବୋରଟୋରୀ ପ୍ରଫେସନାଲ ସପ୍ତାହ ଉଦଘାଟିତ

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରୋଗ ନିଦାନ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ। ଏହି ବିଭାଗରେ କାର୍ଯ୍ୟରତ କୁଶଳୀ ଲାବୋରେଟୋରୀ ଟେକନିସିଆନମାନେ ନିରନ୍ତର ପରିଶ୍ରମ କରି ପରୀକ୍ଷଣର ସଠିକ୍ ଫଳାଫଳ ଡାକ୍ତରମାନଙ୍କୁ ପ୍ରଦାନ କରିଥାନ୍ତି । ଫଳତଃ ରୋଗୀର ରୋଗ ନିରୂପଣ ତତକାଳ ହୋଇ…

ପୁରୀ ଧର୍ମଶାଳାରେ ନିଆଁ

ପୁରୀରେ ଅଗ୍ନିକାଣ୍ଡ। ବାଗେଡିଆ ଧର୍ମଶାଳାରେ ଲାଗିଲା ନିଆଁ। ଧର୍ମଶାଳାର ରୋଷେଇ ଘରେ ଥିବା ଦୁଇଟି ଗ୍ୟାସ୍ ସିଲିଣ୍ଡରରେ ଲାଗିଥିଲା ନିଆଁ। ସେଠାରେ ରହଣି ପାଇଁ ଆସିଥିବା ଭକ୍ତମାନେ ରୋଷେଇ କରୁଥିବା ସମୟରେ ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗିଥିଲା। ନିଆଁ ଭୟରେ ପର୍ଯ୍ୟଟକମାନେ…

ପୁଅ ନିର୍ଦ୍ଦେଶକ, ବାପା ଅଭିନେତା!

ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ। ଏବେ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ, ଏଥର ପର୍ସନାଲ ଲାଇଫ୍‌ ନୁହେଁ ବରଂ ପ୍ରୋଫେସନାଲ ଲାଇଫ୍‌କୁ ନେଇ । ଆର୍ଯ୍ୟନ୍ ତାଙ୍କର ପ୍ରଥମ ପ୍ରୋଜେକ୍ଟର କାମ ଆରମ୍ଭ କରିଛନ୍ତି। ଯେଉଁଥିରେ ସେ ତାଙ୍କ…

କୋହଲିଙ୍କ ନୂଆ ରେକର୍ଡ

ବିରାଟ କୋହଲି ଆଉ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି। ସେ ଆର୍ସିବିର ପ୍ରଥମ ଏବଂ ମୋଟ ଉପରେ ତୃତୀୟ ଫିଲ୍ଡର ଭାବେ ଆଇପିଏଲରେ ୧୦୦ କ୍ୟାଚ୍ ନେବାର ଗୌରବ ପାଇଛନ୍ତି। ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍ରେ ସେ ଏହି…

ରାଜ୍ୟରେ ୫୦୦ ଟପିଲା ଦୈନିକ ସଂକ୍ରମଣ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଦୈନିକ ସଂକ୍ରମଣ ୫୦୦ ଟପିଛି I ମୋଟ ୬୬୧୬ଟି ନମୁନା ପରୀକ୍ଷା ହୋଇଥିବା ବେଳେ ସେଥରୁ ୫୦୨ଟି ପଜିଟିଭ ଆସିଛି। ପରୀକ୍ଷଣ ପଜିଟିଭିଟି ହାର ୭ .୫ % କୁ ବୃଦ୍ଧି ପାଇଥିବାବେଳେ ଓଡିଶାରେ…

ଆତ୍ମହତ୍ୟା କଲେ କନ୍ନଡ଼ ଅଭିନେତା ଜେ ରାମ ସମ୍ପଥ୍‌

କନ୍ନଡ଼ ଅଭିନେତା ଜେ ରାମ ସମ୍ପଥ୍‌ଙ୍କ ଆତ୍ମହତ୍ୟା। କନ୍ନଡ଼ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ସମ୍ପଥ୍‌ ଜେ ରାମ ଶନିବାର ନେଲମଙ୍ଗଲାରେ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୩୫ ବର୍ଷ ହୋଇଥିଲା। ଅଭିନେତାଙ୍କ ମୃତ୍ୟୁ ପରେ କନ୍ନଡ଼…

ଓଡ଼ିଶାରେ ପୁଣି ଭୟ ଜାଗ୍ରତ କରୁଛି କରୋନା

ରାଜ୍ୟବାସୀଙ୍କ ମନରେ ପୁଣି ଭୟ ଜାତ ହୋଇଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ଯେଉଁ ମାତ୍ରାରେ ବଢ଼ୁଛି ତାହା ଆଗକୁ ସ୍ଥିତି କଣ ହେବ ତାହା ଏବେ ଭୟ ସୃଷ୍ଟି କରୁଛି। କାରଣ ରାଜ୍ୟରେ ୫୦୦ ପାର କଲା ଦୈନିକ ସଂକ୍ରମଣ ।…

କୁଇ ଭାଷାରେ ପଢା ହେବ ପାଠ; ଏନସିଇଆରଟିର ୧୦ ଜଣିଆ କମିଟି ଗଠିତ

‘କୁଇ ତଥା ଦେଶିଆ’ ଭାଷାରେ ପାଠ୍ୟପୁସ୍ତକ ପ୍ରସ୍ତୁତ । ଏନେଇ ଗଠନ ହେଲା ଏନସିଇଆରଟିର ୧୦ ଜଣିଆ କମିଟି । ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ କରାଯାଇଛି । ଗଠିତ ହୋଇଥିବା କମିଟି ରାଜ୍ୟର…

ରଥନିର୍ମାଣର ଶୁଭାନୁକୂଳ ଓ ଚନ୍ଦନ ଯାତ୍ରା

ରଥନିର୍ମାଣର ଶୁଭାନୁକୂଳ:- ? ଏହିତିଥିରେ ଶ୍ରୀଜୀଉମାନଙ୍କର ରଥନିର୍ମାଣ ପାଇଁ ଅନୁକୂଳ କରାଯାଏ । ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ଲଗାଇ ବନଯୋଗହୋମର ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ରଥନିର୍ମାଣର ଶୁଭାରମ୍ଭ କରିଥାନ୍ତି । ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ…

ଅଖିମୁଠି ଅନୁକୂଳ କରିଲେ ଜଟଣୀ ବିଧାୟକ

ଖୋର୍ଦ୍ଧା: ସବୁଠି ପବିତ୍ର ଅକ୍ଷୟ ତୃତୀୟର ଉତ୍ସାହ । ଚାଷୀ ମାନଙ୍କ ବଡ ପର୍ବ ଆଜିର ଦିନରେ ଚାଷୀ ମାନେ ଆଖି ମୁଠି ଅନୁକୂଳ କରିଥାନ୍ତି । ଏହି ଅବସରରେ ଓଡ଼ିଶାର କୋଣ ଅନୁକୋଣରେ ଆଖି ମୁଠି ଅନୁକୂଳ ହୋଇଯାଇଛି ।…