Wed. Oct 14th, 2026

Category: ଖେଳ

ମୀରାବାଇଙ୍କୁ ରୌପ୍ୟଭାରତକୁ ମିଳିଲା ଆଉ ଏକ ପଦକ

ମୀରାବାଇଙ୍କୁ ରୌପ୍ୟଭାରତକୁ ମିଳିଲା ଆଉ ଏକ ପଦକ । ଭାରୋତୋଳନ ତାରକା ତଥା ଅଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ମୀରାବାଈ ଚାନୁ ବିଶ୍ୱ ଚାମ୍ପିୟନରେ ଇତିହାସ ସୃଷ୍ଟି କରିଛନ୍ତି । କଲମ୍ବିଆ ବଗୋଟାରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ଚାମ୍ପିୟନସିପରେ ଭାରତ୍ତୋଳନରେ ଦେଶ…

ଫିଲ୍ଡକୁ ଓହ୍ଲାଇବେ ମହିଳା ଅମ୍ପାୟାର

ଆଗାମୀ ରଣଜୀ ଟ୍ରଫିରେ ମହିଳା ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପୁରୁଷ ଘରୋଇ କ୍ରିକେଟ ଟୁର୍ଣ୍ଣାମେଂଟରେ ମହିଳା ଅମ୍ପାୟାର୍ସଙ୍କୁ ମିଳିବ ନିଯୁକ୍ତି । ବିସିସିଆଇର ଜଣେ ଅଧିକାରୀ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି କି ମହିଳା ଅମ୍ପାୟାର୍ସଙ୍କୁ ଆଗାମୀ ରଣଜୀ ଟ୍ରଫିରେ…

ଭାରତର ‘ବିରାଟ’ ବିଜୟ; ଏସିଆ କପ୍ ର ବଦଲା ନେଲା ଟିମ ଇଣ୍ଡିଆ

ମେଲବର୍ଣ୍ଣ ମହାମୁକାବିଲାରେ ବାଜି ମାରିଛି ଭାରତ । ଭାରତ-ପାକିସ୍ତାନ ମ୍ୟାଚରେ ବିଜୟରୁ ଟି-୨୦ ୱାର୍ଲ୍ଡକପ ଯାତ୍ରା ଆରମ୍ଭ କରିଛି ଭାରତ । ସୁପର ସଣ୍ଡେରେ ପାକିସ୍ତାନକୁ ହରାଇଛି ଟିମ ଇଣ୍ଡିଆ । ୪ ୱିକେଟରେ ହରାଇଛି ଭାରତ । ମେଲବର୍ଣ୍ଣରେ ଭାରତ-…

ପ୍ରତ୍ୟେକ ସୀମାନ୍ତ ଗାଁ ଦେଶର ପ୍ରଥମ ଗାଁ

ଚମୋଲି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି। ପ୍ରଥମେ କେଦାରନାଥ ଧାମ ଓ ପରେ ବଦ୍ରିନାଥ ଧାମରେ ଦର୍ଶନ-ପୂଜା କରିବା ସହ ୩୪୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। କେଦାରନାଥ- ବଦ୍ରିନାଥ ରୋପଓ୍ବେ ପ୍ରୋଜେକ୍ଟ ଓ…

ବିସିସିଆଇ ସଭାପତି ପଦ ଛାଡ଼ିବେ ଗାଙ୍ଗୁଲି

ଗାଙ୍ଗୁଲିଙ୍କ ଫ୍ୟାନ୍ସଙ୍କ ପାଇଁ ଦୁଃଖ ଖବର। ଖୁବଶୀଘ୍ର ଦାୟିତ୍ୱରୁ ଓହରି ଯିବେ ସୌରଭ । ଭାରତର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆସନ୍ତା ସପ୍ତାହରେ ବୋର୍ଡରୁ ବିଦାୟ ଦେଇପାରନ୍ତି। ଗାଙ୍ଗୁଲି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ…

ବାରବାଟୀରେ ଲିଜେଣ୍ଡସ କ୍ରିକେଟର; ନବୀନଙ୍କୁ ଭେଟିଲେ ମୁଥିଆ ମୁରଲୀଧରନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସ୍ପିନ ବୋଲିଂର ଯାଦୁଗର ମୁଥିଆ ମୁରଲୀଧରନ। ଆଜି ସନ୍ଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ମୁଥିଆ। ଲିଜେଣ୍ଡ ଲିଗ୍‌ କ୍ରିକେଟ ପାଇଁ ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି ଲିଜେଣ୍ଡସ କ୍ରିକେଟର। ଆସନ୍ତାକାଲି କଟକ ବାରବାଟୀ…

ଡିକେଙ୍କ ବଡ଼ ଖୁଲାସା; ରବି ଶାସ୍ତ୍ରୀଙ୍କ ପାଖରେ ରହିଛି ପ୍ରଶଂସା ଓ ସହନଶୀଳତାର ଅଭାବ

କ୍ରିକେଟ ତାରକାଙ୍କ ମଧ୍ୟରେ ତୁ ତୁ ମେଁ ମେଁ କିଛି ନୂଆ କଥା ନୁହେଁ। ଏହି କଥାର ଆଉ ଏକ ଉଦାହରଣ ହେଉଛି କ୍ରିକେଟ ତାରକା ଦିନେଶ କାର୍ତ୍ତିକ ଓ ରବି ଶାସ୍ତ୍ରୀଙ୍କର। ଦିନେଶ କାର୍ତ୍ତିକ ପ୍ରକାଶ କରିଛନ୍ତି ଯେ ଭାରତର…

କୁସ୍ତି ଇଭେଣ୍ଟରେ ସୁନା ଜିତିଲେ ବଜରଙ୍ଗ ପୁନିଆ

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତକୁ ମିଳିଛି ଆଉ ଏକ ସ୍ବର୍ଣ୍ଣ ପଦକ । ଏଥର କୁସ୍ତିଯୋଦ୍ଧା ଇଭେଣ୍ଟର୍‌ ୬୫ କେଜି ବର୍ଗରେ ସ୍ବର୍ଣ୍ଣ ପଦକ ଆଣିଛନ୍ତି ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ । ସେ ପ୍ରତିପକ୍ଷ ଖେଳଳି ଲାଚନାନନ୍ ମେକନିଲ୍ ୯-୨ରେ…

ମହିଳା କୁସ୍ତିରେ ସାକ୍ଷୀ ମଲ୍ଲିକଙ୍କୁ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ : ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତକୁ କୁସ୍ତିରେ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛିି । ମହିଳା କୁସ୍ତିରେ ସାକ୍ଷୀ ମଲ୍ଲିକଙ୍କୁ ମିଳିଲା ସ୍ୱର୍ଣ୍ଣ ପଦକ । ୬୨ କେଜି ବର୍ଗ ମହିଳା କୁସ୍ତିରେ ସାକ୍ଷୀ ମଲ୍ଲିକଙ୍କୁ ସ୍ୱର୍ଣ୍ଣ ପଦକ…

ପାରା ପାୱାର ଲିଫ୍ଟିଂରେ ସୁଧୀର ଜିତିଲେ ସ୍ୱର୍ଣ୍ଣ ପଦକ

22ତମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପଦକ ଅଭିଯାନ ଜାରି ରହିଛି । ପାରା ଶକ୍ତି ଉତ୍ତୋଳନରେ (Para Powerlifting) ଭାରତକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି ସୁଧୀର । ପୁରୁଷ ହେବିୱେଟ ବର୍ଗରେ ଏହି ସଫଳତା ହାସଲ କରିଛନ୍ତି । ଫାଇନାଲରେ…