Wed. Oct 14th, 2026

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତକୁ ମିଳିଛି ଆଉ ଏକ ସ୍ବର୍ଣ୍ଣ ପଦକ । ଏଥର କୁସ୍ତିଯୋଦ୍ଧା ଇଭେଣ୍ଟର୍‌ ୬୫ କେଜି ବର୍ଗରେ ସ୍ବର୍ଣ୍ଣ ପଦକ ଆଣିଛନ୍ତି ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ । ସେ ପ୍ରତିପକ୍ଷ ଖେଳଳି ଲାଚନାନନ୍ ମେକନିଲ୍ ୯-୨ରେ ମାତ୍‌ ଦେଇଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବଜରଙ୍ଗ ପୁନିଆଙ୍କ ଲଗାତାର ଦ୍ବିତୀୟ ମେଡାଲ । ଏହାପୂର୍ବରୁ ସେ ୨୦୧୮ରେ ମଧ୍ୟ ପଦକ ହାସଲ କରି ପୋଡିୟମରେ ଭାରତୀୟ ପତାକା ଉଡାଇଥିଲେ । ଆଜି ଖେଳା ଯାଇଥିବା ସେମିଫାଇନାଲ୍‌ରେ ସେ ପ୍ରତିପକ୍ଷରୁ ୧୦-୦ରେ ମାତ୍‌ ଦେଇ ଫାଇନାଲ୍‌ରେ ପ୍ରବେଶ କରିଥିଲେ ।

Leave a Reply

Your email address will not be published. Required fields are marked *