ଆଜିଠାରୁ ମହିଳା ପ୍ରିମିୟର ଲିଗ୍ : ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଜାଏଣ୍ଟସ ଉଦଘାଟନୀ ମ୍ୟାଚ୍
ଶବ୍ଦ ଓଡ଼ିଶା ବ୍ୟୁରୋ: ଆଜିଠାରୁ ମହିଳା ପ୍ରିମିୟର ଲିଗ୍ । ୨୩ ଦିନିଆ ଏହି ପ୍ରତିଯୋଗିତାରେ ଭାଗ ନେଉଥିବା ୫ ଦଳ ଗୁଜରାଟ ଜାଏଣ୍ଟସ୍, ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ୟୁପି ୱାରିୟର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପର ମଧ୍ୟରେ…