ନାଗପୁରରେ ଟେଷ୍ଟ: ଅଷ୍ଟ୍ରେଲିଆ ଓ ଭାରତ ଭିତରେ କଡା ମୁକାବିଲା

ଶବ୍ଦ ଓଡିଶା ବ୍ୟୁରୋ: ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ ଆରମ୍ଭ ହୋଇଯିବ । ନାଗପୁରରେ ପ୍ରଥମ ମ୍ୟାଚ ଆରମ୍ଭ ହୋଇଛି। ନମ୍ବର ୱାନ ଅଷ୍ଟ୍ରେଲିଆ ଓ ନମ୍ବର ୨ ଭାରତ ଭିତରେ କଡା ମୁକାବିଲା ଦେଖିବାକୁ ମିଳିଛି । ଏହି ସିରିଜରେ ଉଭୟ ଦେଶର ଖେଳାଳି ନିଜ ନାଁରେ ରେକର୍ଡ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ଶୃଙ୍ଖଳାକୁ ମୂଳପୋଛ କରି ଡବ୍ଲୁଟିସି ବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲକୁ ଯୋଗ୍ୟତା ହାସଲ କରିବା ପାଇଁ ଭାରତ ନଜର ରଖିଥିଲା ବେଳେ ଅନ୍ୟପକ୍ଷରେ ଭାରତଠୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ଅଷ୍ଟ୍ରେଲିଆ ।

You May Also Like

More From Author

+ There are no comments

Add yours