ଫେକ୍ କଲ୍ ରେ ଲାଗିବ ରୋକ; ‘ଟ୍ରାଇ’ର ବଡ଼ ସଂଶୋଧନ ନିଷ୍ପତ୍ତି
ମୋବାଇଲ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖୁସି ଖବର। ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) କଲିଂ ନିୟମକୁ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛି। ନୂଆ ନିୟମ ସହ , ଟ୍ରାଇ ସ୍ପାମ୍କଲ୍ ଓ ଏସଏମଏସ୍ ଉପର ରୋକ୍ ଲଗେଇବାକୁ ଏକ…