ହ୍ୱାଟସଆପ ଆଣିଲା ନୂଆ ଫିଚର୍ସ। ମିଳିବ ଏହି ସବୁ ସୁବିଧା

ଶବ୍ଦ ଓଡିଶା ବ୍ୟୁରୋ: ୟୁଜର୍ସଙ୍କ ସୁବିଧାକୁ ଦୃଷ୍ଟିରେ ରଖି ହ୍ୱାଟସଆପ ନୂଆ ନୂଆ ଫିଚର୍ସ ଏବଂ ଅପଡେଟ୍ ଆଣିଛି । ମଙ୍ଗଳବାର ମେଟାର ସିଇଓ ମାର୍କ ଜୁକରବର୍ଗ ନୂଆ ଫିଚର୍ସ ବାବଦରେ ଘୋଷଣା କରିଛନ୍ତି । ବର୍ତ୍ତମାନ ୟୁଜର୍ସ ଏକାସାଥିରେ ହ୍ୱାଟସଆପ ଆକାଉଣ୍ଟକୁ ୪ଟି ସ୍ମାର୍ଟଫୋନରେ ଲଗଅନ କରିପାରିବେ ।
ଅନେକ ସମୟ ଧରି ଏହି ଫିଚର୍ସ ବାବଦରେ ଚର୍ଚ୍ଚା ହୋଇଆସୁଥିଲା । ତେବେ ମେଟା ଏହି ଫିଚର୍ସ ରୋଲଆଉଟ୍ କରିଦେଇଛି । ହ୍ୱାଟସଆପ ଆକାଉଣ୍ଟ ଜରିଆରେ ଡିଭାଇସକୁ ଅଲଗା ଅଲଗା ବ୍ୟବହାର କରିପାରିବେ ।

You May Also Like

More From Author

+ There are no comments

Add yours