ଶବ୍ଦ ଓଡିଶା ବ୍ୟୁରୋ: ୟୁଜର୍ସଙ୍କ ସୁବିଧାକୁ ଦୃଷ୍ଟିରେ ରଖି ହ୍ୱାଟସଆପ ନୂଆ ନୂଆ ଫିଚର୍ସ ଏବଂ ଅପଡେଟ୍ ଆଣିଛି । ମଙ୍ଗଳବାର ମେଟାର ସିଇଓ ମାର୍କ ଜୁକରବର୍ଗ ନୂଆ ଫିଚର୍ସ ବାବଦରେ ଘୋଷଣା କରିଛନ୍ତି । ବର୍ତ୍ତମାନ ୟୁଜର୍ସ ଏକାସାଥିରେ ହ୍ୱାଟସଆପ ଆକାଉଣ୍ଟକୁ ୪ଟି ସ୍ମାର୍ଟଫୋନରେ ଲଗଅନ କରିପାରିବେ ।
ଅନେକ ସମୟ ଧରି ଏହି ଫିଚର୍ସ ବାବଦରେ ଚର୍ଚ୍ଚା ହୋଇଆସୁଥିଲା । ତେବେ ମେଟା ଏହି ଫିଚର୍ସ ରୋଲଆଉଟ୍ କରିଦେଇଛି । ହ୍ୱାଟସଆପ ଆକାଉଣ୍ଟ ଜରିଆରେ ଡିଭାଇସକୁ ଅଲଗା ଅଲଗା ବ୍ୟବହାର କରିପାରିବେ ।
You May Also Like
ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ
September 20, 2024
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ରାଜ୍ୟସ୍ତରୀୟ ଦେଶଭକ୍ତିର କାର୍ଯ୍ୟକ୍ରମ – “ମାତୃଭୂମିକୁ ପ୍ରଣାମ ଉତ୍ସବ”
August 15, 2024
More From Author
ଆଇସିସି ଆଣିଲା ନୂଆ ନିୟମ ଷ୍ଟପ୍ କ୍ଲକ୍
November 22, 2023
୫ ବର୍ଷରେ ରାଜ୍ୟରେ ୨,୮୧୭ ବନ୍ୟପ୍ରାଣୀଙ୍କ ମୃତ୍ୟୁ
November 22, 2023
ଭୁବନେଶ୍ୱରରେ ଜାତୀୟ ନିର୍ବାଚନ କମିଶନଙ୍କ ଟିମ୍
September 13, 2023
+ There are no comments
Add yours