Mon. Nov 30th, 2026

Category: ଦେଶ ଖବର

ଦେଶରେ ଦିନକରେ ହଜାରେ ନୂଆ କୋଭିଡ୍ ସଂକ୍ରମିତ ଚିହ୍ନଟ, ସତର୍କ ହେଲା କେନ୍ଦ୍ର

ଶବ୍ଦ ଓଡିଶା ବ୍ୟୁରୋ: ବୟସ୍କ ଆକ୍ରାନ୍ତଙ୍କ ପାଇଁ ସଂଶୋଧିତ କରୋନା ଗାଇଡଲାଇନ୍ସ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ୧୨୯ ଦିନ ପରେ ପୁଣି ଦେଶରେ ହଜାରେ ଟପିଛି ଦୈନିକ କରୋନା ସଂକ୍ରମଣ । ଫେବ୍ରୁଆରୀ ୧୯ ତାରିଖ ଦିନ…

ଭାରତରେ ଅଙ୍ଗ ଦାନ ବୃଦ୍ଧି ପାଇଁ ଏମ୍ସରେ ଡାକ୍ତରମାନଙ୍କୁ ଦିଆଯିବ ତାଲିମ

ଦିଲ୍ଲୀର ଏମ୍ସ ହସ୍ପିଟାଲର ନ୍ୟୁରୋ ସର୍ଜରୀ ବିଭାଗ ଦ୍ବାରା ଭାରତର ବିଭିନ୍ନ ସ୍ଥାନରୁ ଡାକ୍ତରଙ୍କ ପାଇଁ ପ୍ରଥମ ଟ୍ରାନ୍ସପ୍ଲାଣ୍ଟ ପ୍ରୋକ୍ୟୁମେଣ୍ଟ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ଆୟୋଜିତ ହୋଇଛି। ଏହି ସୂଚନା ହସ୍ପିଟାଲରେ ଏକ କାର୍ଯ୍ୟକ୍ରମ ସମୟରେ ଦିଆଯାଇଥିଲା। ସ୍ପେନର ଡିଟିଆଇ ଫାଉଣ୍ଡେସନ ଦଳ…

ସଙ୍କଟରେ ସଲମାନ

ସଲମାନଙ୍କୁ ଧମକପୂର୍ଣ୍ଣ ଇମେଲ। ଯାହାକୁ ନେଇ ପୋଲିସ ଅଭିଯୋଗ ରୁଜୁ କରିଛି। ଏବଂ ମୁମ୍ବାଇ ରେ ତାଙ୍କ ଘର ବାହାରେ ପୋଲିସ୍‌ ସୁରକ୍ଷା ବଢ଼ାଯାଇଛି।ପୋଲିସ ଲରେନ୍ସ ବିଷ୍ଣୋଇ, ଗୋଲ୍ଡି ବରାଡ଼ଙ୍କ ବିରୋଧରେ ମାମଲା ରୁଜୁ କରିଛି। ସୂଚନା ଅନୁଯାୟୀ, ବାନ୍ଦ୍ରା ପୋଲିସ୍‌…

ତାଲିବାନ ଆଇଏସଆଇଏସ ମୁହାଁମୁହିଁ

ଆଫଗାନିସ୍ତାନରେ ମୁହାଁମୁହିଁ ହୋଇଛନ୍ତି ତାଲିବାନ ଆଇଏସଆଇଏସ। ତାଲିବାନ ଆକ୍ରମଣରେ କେତେକ ଆଇଏସଆଇଏସ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ତାଲିବାନ ମୁଖପାତ୍ର ଜାବୁଲ୍ଲା ମୁଜାହିଦ କହିଛନ୍ତି ଯେ ବାଲଖ ପ୍ରଦେଶର ମଜାର-ଇ-ସରିଫରେ ବିଦ୍ରୋହୀଙ୍କ ବିରୋଧରେ ତାଲିବାନ ସୁରକ୍ଷା ବାହିନୀ ଏକ ବଡ଼ ଆକ୍ରମଣ କରିଛି।ମୁଜାହିଦ…

ଚିରାଗ ଦିଲ୍ଲୀ ଫ୍ଲାଏଓଭରର ମରାମତି କାର୍ଯ୍ୟର ସ୍ଥିତି ପରଖିଲେ ପିଡବ୍ଲ୍ୟୁଡି ମନ୍ତ୍ରୀ

ଚିରାଗ ଦିଲ୍ଲୀ ଫ୍ଲାଏଓଭରର ମରାମତି କାର୍ଯ୍ୟ ଜୋରସୋରରେ ଚାଲିଛି। ଏହାର ସ୍ଥିତି ପରଖିବା ପାଇଁ ପିଡବ୍ଲ୍ୟୁଡି ମନ୍ତ୍ରୀ ଆତିଶି ପିଡବ୍ଲ୍ୟୁଡି ଅଧିକାରୀଙ୍କ ସହ ଚିରାଗ ଦିଲ୍ଲୀ ଫ୍ଲାଏ ଓଭରରେ ପହଞ୍ଚିଛନ୍ତି । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚିରାଗଙ୍କ କାର୍ଯ୍ୟ ଦିଲ୍ଲୀ ଫ୍ଲାଏଓଭରର…

ଖୁବ୍ ଶୀଘ୍ର ଧୁମ୍ ମଚାଇବ ‘ଗଦର ୨’

ବଲିଉଡର ଅପକମିଂ ଫିଲ୍ମ ‘ଗଦର ୨’ । ଏଥିରେ ବଲିଉଡର ଦମ୍‌ଦାର ଅଭିନେତା ସନ୍ନି ଦେଓଲ ଲିଡ୍‌ରେ ଅଛନ୍ତି। ନିକଟରେ ସୋସିଆଲ ମିଡିଆରେ ଫିଲ୍ମର ସୁଟିଂ ସେଟର ଏକ ଭିଡିଓ ମଧ୍ୟ ଲିକ୍ ହୋଇଥିଲା। ଯେଉଁଥିରେ ସନ୍ନି ଦେଓଲଙ୍କ ଆକ୍ସନ୍ ଅବତାର…

ଡରାଉଛି H3N2 ଭୂତାଣୁ

ଚିନ୍ତା ବଢାଉଛି H3N2 ଭୂତାଣୁ । ପାଣିପାଗ ପରିବର୍ତ୍ତନ ହେବା ସହ ବୃଦ୍ଧି ପାଉଛି H3N2 ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା । ମହାରାଷ୍ଟ୍ରରେ ହାଇଆଲାର୍ଟ ପରେ ଦିଲ୍ଲୀରେ ଜାରି ହେଲା ସ୍ୱତନ୍ତ୍ର ଆଡଭାଇଜରୀ । ତେବେ କୋଭିଡ-୧୯ ପରି ଅବସ୍ଥା ସୃଷ୍ଟି…

ଗିରଫ ହେବେ ଋଷ୍ ରାଷ୍ଟ୍ରପତି?

ଗିରଫ ହେବେ ଋଷ୍ ରାଷ୍ଟ୍ରପତି? ଭ୍ଲାଦିମିର ପୁଟିନଙ୍କୁ ନାଁରେ ବାହାରିଲା ଆରେଷ୍ଟ୍ ଓ୍ବାରେଣ୍ଟ! କଥାଟା ଆଶ୍ଚର୍ଯ୍ୟ ଲାଗୁଥିବ ସତ। ଆନ୍ତର୍ଜାତୀୟ କ୍ରାଇମ୍ କୋର୍ଟ ପୁଟିନଙ୍କୁ ଗିରଫ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଋଷ-ୟୁକ୍ରେନ୍ ଯୁଦ୍ଧ ସମୟରେ ଓ୍ବାର କ୍ରାଇମ୍ ପାଇଁ ଆଇସିସି…

ଶକ୍ତିକାନ୍ତଙ୍କ ପ୍ରଶଂସାରେ ପ୍ରଧାନମନ୍ତ୍ରୀ ମୋଦି

ସମାଜର ମୁଖ୍ୟସ୍ରୋତରେ କମାଲ କରୁଛନ୍ତି ଓଡ଼ିଆ। ସେ ରାଜନୀତି ହେଉ ଅବା ବ୍ୟବସାୟ ଅବା ହେଉ ଅନ୍ୟ କୌଣସି ଉଚ୍ଚ ପଦବୀରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀ। ଏହି ରେସରେ ପଛେଇ ନାହାନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ତାଙ୍କ କାର୍ଯ୍ୟ…

ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳା

ଶବ୍ଦ ଓଡିଶା ବ୍ୟୁରୋ: ଆଜିଠାରୁ ଆରମ୍ଭ ହେଉଛି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ୍ । ଟେଷ୍ଟ ସିରିଜକୁ ୨-୧ରେ ଜିତିବା ପରେ ୫୦ ଓଭର ବିଶିଷ୍ଟ ସିରିଜ ଜିତିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ତିିନି ମ୍ୟାଚ…