Thu. Oct 15th, 2026

Category: ଦେଶ ଖବର

ଋଷ ଠାରୁ ସବୁଠୁ ଅଧିକ ଅଶୋଧିତ ତୈଳ କିଣୁଛି ଭାରତ

ସ୍ୱାର୍ଥ ଆଧାରରେ ଋଷ ଠାରୁ ଅଶୋଧିତ ତୈଳ କିଣିବା ଉପରେ ନିଷ୍ପତ୍ତି ନେବ ଭାରତ। ଫେବୃଆରୀ ୨୦୨୨ ପରେ, ଯେମିତି ରୁଷରୁ ଅଧିକ ଅଶୋଧିତ ତୈଳ କିଣିବା ଆରମ୍ଭ କରିଛି, ସେହିପରି ଜାରି ରହିବ । ସର୍ବଶେଷ ଆକଳନରୁ ଜଣାପଡିଛି ଯେ…

ନିରବି ଯାଇଛି କେକେ ଙ୍କ ସ୍ବର

‘ହମ୍ ରହେଁ ୟା ନା ରହେଁ କଲ୍ ୟାଦ୍ ଆଏଁଗେ ୟେ ପଲ୍’… ବଲିଉଡର ଏହି ମନଛୁଆଁ ଗୀତ ଆଜି ସତ ପାଲଟିଛି। ନିଜ ଗୀତରେ ଶ୍ରୋତାମାନଙ୍କୁ ବିମୁଗ୍ଧ କରିଥିବା ଲୋକପ୍ରିୟ ଗାୟକ କେ.କେ. ଶେଷରେ ‘ମ୍ୟୁଜିକ୍ କନ୍ସର୍ଟ’ରେ ହିଁ ଚିରଦିନ…

ପଲିଷ୍ଟର କପଡ଼ାରେ ଉଡ଼ିବ ତ୍ରିରଙ୍ଗା

ନୂଆ ରୂପରେ ଆସିବ ତ୍ରିରଙ୍ଗା। ପଲିଷ୍ଟର କପଡ଼ା ସହ ମେସିନ ତିଆରି ପତାକାରେ ପାଳିତ ହେବ ‘ହର ଘର ତ୍ରିରଙ୍ଗା’ ଅଭିଯାନ । ଗତ ବର୍ଷ କେନ୍ଦ୍ର ସରକାର ଭାରତର ଫ୍ଲାଗ କୋଡରେ ସଂଶୋଧନ କରି ପଲିଷ୍ଟର ଏବଂ ମେସିନ ଦ୍ୱାରା…

ଜିଦ ଧରିଲେ ୨୨ଟି ରାଜ୳ର ପେଟ୍ରୋଲ ପମ୍ପ ଡିଲର୍ସ; କିଣିବେନି ପେଟ୍ରୋଲ, ଡିଜେଲ

ପମ୍ପ ଡିଲର୍ସଙ୍କ ବଡ଼ ନିଷ୍ପତ୍ତି । ତୈଳ ମାର୍କେଟିଙ୍ଗ୍ କମ୍ପାନୀ ଗୁଡ଼ିକରୁ କିଣିବେନି ପେଟ୍ରୋଲ ଓ ଡିଜେଲ୍। ମାସ ଆରମ୍ଭରୁ କେନ୍ଦ୍ର ସରକାର ଙ୍କ ପକ୍ଷରୁ ଏକ୍ସାଇଜ୍ ଡ୍ୟୁଟି ହ୍ରାସକୁ ନେଇ ରାତାରାତି ଘୋଷଣା କରାଯାଇଥିଲା । ଯାହାର କ୍ଷତିକୁ ନେଇ…

ବାହାଘରରେ ସାଙ୍ଗକୁ ପେଟ୍ରୋଲ ଗିଫ୍ଟ

ଆପଣ କେବେ ନିଜ ସାଙ୍ଗର ବାହାଘରକୁ ଯାଇଛନ୍ତି। ଯଦି ଯାଇଛନ୍ତି ତାହେଲେ ନିଶ୍ଚୟ କିଛି ଗିଫ୍ଟ ବା ଉପହାର ନେଇକି ଯାଇଥିବେ। ନିହାତି ସାଙ୍ଗର ବାହାଘର ମାନେ ଗିଫ୍ଟ ବି ନିଶ୍ଚିତ। ତେବେଭିଫ୍ଟ ଏମିତି ହୋଇପାରେ ଯେମିତି ଫୁଲତୋଡ଼ା, କିଛି ସୁନ୍ଦର…

ପୁଣି ଦେଶବ୍ୟାପୀ ଆନ୍ଦୋଳନ ଚେତାବନୀ, ଟିକାୟତଙ୍କ ଟ୍ରାକ୍ଟର ପ୍ରସ୍ତୁତି

ଭାରତରେ କିଛିଦିନ ତଳେ କୃଷକ ଆନ୍ଦୋଳନ ରାଜନୀତିରେ ଏକ ବଡ଼ ପୃଷ୍ଠପୋଷକତା କରିଥିଲା। ଆଉ ଯାହା ଏଇ କିଛିଦିନ ହେବ ଥମିଥିବା ବେଳେ ପୁଣି ଆନ୍ଦୋଳନ କରିବାକୁ ରଣନୀତି ପ୍ରସ୍ତୁତ। ଆନ୍ଦୋଳନ ଚେତାବନୀ ଦେଲେ କୃଷକ ନେତା ତଥା ଭାରତୀୟ କିଷାନ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ , ପ୍ରତିକ୍ରିୟା ଦେଲେ ‘ଦେଶ ପାଇଁ ମୁଁ ଜୀବନ ଦେବି’

ଆକ୍ରମଣ ପରେ ପ୍ରତିକ୍ରିୟା ଦେଲେ କେଜ୍ରିୱାଲ । ବିଜେପିକୁ ଟାର୍ଗେଟ କରି ପ୍ରତିକ୍ରିୟା ଦେଇଛନ୍ତି । ଗୋଟିଏ ଦିନ ପୂର୍ବରୁ ତାଙ୍କ ଘର ଉପରେ ଆକ୍ରମଣ କରାଯାଇଥିଲା । ଅରବିନ୍ଦ କେଜ୍ରିୱାଲଙ୍କ ଘର ଉପରେ ହୋଇଥିବା ଆକ୍ରମଣକୁ ନେଇ ତାଙ୍କର ପ୍ରତିକ୍ରିୟା…

ନାଗାଲାଣ୍ଡ ଦେଶର ପ୍ରଥମ ପେପରଲେସ ବିଧାନସଭା

ଦେଶର ପ୍ରଥମ ପେପରଲେସ ବିଧାନସଭା ଭାବେ ଇତିହାସ ସୃଷ୍ଟି କରିଛି ନାଗାଲାଣ୍ଡ। ଗତ ଶନିବାର ନାଗାଲାଣ୍ଡ ବିଧାନଭାକୁ ସମୂର୍ଣ୍ଣ ପେପରଲେସ କରାଯାଇଛି। ଏଠାରେ ରାଷ୍ଟ୍ରୀୟ ଇ-ବିଧାନ ପ୍ରକ୍ରିୟାକୁ ଲାଗୁ କରାଯାଇଛି। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଟ୍ବିଟ କରି…

ମିସାଇଲ ମାଡରେ ଲଭିଭ ସହର ଆହତ

ୟୁକ୍ରେନରେ ମିସାଇଲର ମାଡ ଜାରି ରହିଛି । ୟୁକ୍ରେନର ପଶ୍ଚିମରେ ଥିବା ଲଭିଭ ଉପରେ ଋଷର ହମଲା ଜାରି ରହିଛି । ପୂର୍ବରୁ କିଭ ସହ ଅନ୍ୟ ସହରରେ ବଡଧରଣର ଆକ୍ରମଣ କରିଥିଲା । କିନ୍ତୁ ଏହି ବଡଧରଣର ବିସ୍ଫୋରଣରେ ଆସିନଥିଲା…

ଭାରତୀୟ ନୌସେନାର ବମ୍ପର ବଜେଟ,ଚାଇନାକୁ ବିପଦ

ଏଣିକି ଭାରତୀୟ ନୌସେନା ହେବ ଅଧିକ ଦକ୍ଷ ଓ ଶକ୍ତିଶଳୀ । ୨୦୨୨-୨୩ ବଜେଟ ଭାରତୀୟ ସେନା ପାଇଁ ବମ୍ପର ବଜେଟ୍ । ଏହା ଦ୍ୱାରା ଜାହାଜ ଏବଂ ବୁଡ଼ାଜାହାଜକୁ ଆଧୁନିକୀକରଣ କରିବାରେ ଅସୁବିଧା ହେବ ନାହିଁ । ଏଣିକି ଭାରତ…