Mon. Nov 30th, 2026

Category: ଦେଶ ଖବର

ବଲିଉଡ ଅଭିନେତ୍ରୀ ସ୍ଵରା ଭାସ୍କରଙ୍କ ରିଷେପ୍ସନ ପାର୍ଟିରେ ଯୋଗଦେଲେ ପ୍ରତିଷ୍ଠିତ ନେତା ମନ୍ତ୍ରୀ

ଶବ୍ଦମିଡ଼ିଆ ବ୍ୟୁରୋ:ନିକଟରେ ବଲିଉଡ ଅଭିନେତ୍ରୀ ସ୍ଵରା ଭାସ୍କରଙ୍କ ବିବାହ ସରିଛି।ବିବାହ ପରେ ରିସେପ୍ସନ ପାର୍ଟିର ଆୟୋଜନ ଦିଲ୍ଲୀର ଏୟାରଫୋର୍ସ ଅଡିଟୋରୀୟମ କରାଯାଇଥିଲା।ଏହି ପାର୍ଟିରେ ରାଜନୈତିକ କ୍ଷେତ୍ରର ପ୍ରତିଷ୍ଠିତ ନେତା ପହଞ୍ଚିଥିଲେ। ଯେଉଁଥିରେ ମୁଖ୍ୟରେ ରାହୁଲ ଗାନ୍ଧୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

୬ ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର, ୬୦% ବଢିଲାଣି କରୋନା ସଂକ୍ରମଣ

ଶବ୍ଦ ଓଡିଶା ବ୍ୟୁରୋ: ଦେଶରେ ବୃଦ୍ଧି ପାଉଛି କୋଭିଡ୍ ସଂକ୍ରମଣ । ୨୪ ଘଂଟାରେ ୭୫୪ ନୂଆ ମାମଲା ଚିହ୍ନଟ ହୋଇଛି । ସଂକ୍ରମଣ ବଢ଼ୁଥିବାରୁ ଦେଶର ୬ ରାଜ୍ୟକୁ ଚିଠି ଲେଖି ସତର୍କ କରାଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର…

ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ଦେଶକୁ କ୍ଷମା ପ୍ରାର୍ଥନା ମାଗନ୍ତୁ କହିଲେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିକୁ

ଶବ୍ଦମିଡ଼ିଆ ବ୍ୟୁରୋ:ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହୋଇଛି।ଆଜି ସଂସଦ ଭବନରେ ଏହି ବଜେଟ ଅଧିବେଶନରେ ପ୍ରଥମ ଥର ରାହୁଲ ଗାନ୍ଧୀ ସାମିଲ ହେଉଛନ୍ତି।ବିଜେପି ଲଗାତର ରାହୁଲ ଗାନ୍ଧୀଙ୍କ କ୍ଷମା ଦାବି କରୁଛନ୍ତି। ଏଭଳି ସ୍ଥିତିରେ ସଂସଦରେ ରହୁଲଙ୍କ ଉପସ୍ଥିତିକୁ…

ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂମିକମ୍ପ

ଶବ୍ଦ ଓଡିଶା ବ୍ୟୁରୋ: ଭୀଷଣ ଭୂମିକମ୍ପରେ ଥରିଲା ନ୍ୟୁଜିଲାଣ୍ଡ । ପ୍ରଶାନ୍ତ ମହାସାଗରରେ ନ୍ୟୁଜିଲାଣ୍ଡର ଉତ୍ତରରେ ଥିବା କେର୍ମାଡେକ୍ ଦ୍ୱୀପପୁଞ୍ଜ ନିକଟରେ ୭.୦ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ କେନ୍ଦ୍ରଭୂତ ହୋଇଛି। ଏହାପରେ ସମୁଦ୍ରରେ ବଡ ଧରଣର ଲହରୀ ଉଠୁଥିବାରୁ ଉପକୂଳ ଅଞ୍ଚଳରେ…

ଇଟାଭାଟି ଉପରେ ଶୋଇଥିବା ଅବସ୍ଥାରେ ଅଣନିଶ୍ୱାସ ହୋଇ ୫ ଜଣ ଶ୍ରମିକ ମୃତ

ଶବ୍ଦମିଡ଼ିଆ ବ୍ୟୁରୋ:ଛତିଶଗଡ଼ ରାଜ୍ୟର ମହାସମୁନ୍ଦ ଜିଲ୍ଲା କୁଞ୍ଜବିହାରୀ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।ଯାହାକି ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି।ସ୍ଥାନୀୟ ଇଟା ଭାଟିରେ କମକରୁଥିବା ଶ୍ରମିକ ମାନେ ରାତିରେ ଇଟା ଭାଟି ଉପରେ ଶୋଇଥିଲେ।ହେଲେ ସକାଳ ହେବା ପରେ ସେମାନେ ଆଉ…

ଜଣାଶୁଣା ଟିଭି ଏବଂ ଚଳଚ୍ଚିତ୍ର ଅଭିନେତା ସମୀର ଖକ୍କରଙ୍କ ପରଲୋକ

ଶବ୍ଦମିଡ଼ିଆ ବ୍ୟୁରୋ:ଆଉ ନାହାନ୍ତି ଲୋକପ୍ରିୟ ଟିଭି ଏବଂ ଚଳଚ୍ଚିତ୍ର ଅଭିନେତା ସମୀର ଖକ୍କର।୭୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି।ସମୀର ଖକ୍କର ୮୦ ଦଶକରେ ଦୁରଦର୍ଶନର ଲୋକପ୍ରିୟ ସିରିଏଲ ନୁକ୍କଡ (୧୯୮୬) ରେ ମଦ୍ୟପ ବ୍ୟକ୍ତି ଚରିତ୍ର ‘ଖୋପଡି’ର ଅଭିନୟ ପାଇଁ…

ଶିଶୁଙ୍କ ପାଇଁ ଘାତକ ଏଚ୍୩ଏନ୍୨ ଭାଇରସ୍, କାମ ଦେଉନାହିଁ ଆଣ୍ଟିବାୟୋଟିକ୍

ଶବ୍ଦ ଓଡିଶା ବ୍ୟୁରୋ: ଶିଶୁମାନଙ୍କ ପାଇଁ ଘାତକ ଏଚ୍୩ଏନ୍୨ ଭାଇରସ୍ । ବିଶେଷ କରି ୫ ବର୍ଷରୁ କମ୍ ଅଧିକାଂଶ ଶିଶୁ ଏଚ୍୩ଏନ୍୨ରେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ପିଲାମାନଙ୍କ କ୍ଷେତ୍ରରେ ଔଷଧ ଓ ବିଶେଷ କରି ଆଣ୍ଟିବାୟୋଟିକ୍…

ଓସ୍କାର ସଫଳତାରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆନ୍ତର୍ଜାତୀୟ ସ୍ତରରେ ନାଁ ରଖିଛି ଭାରତ। ଓସ୍କାର ରେସରେ ହାତେଇଛି ସଫଳତା। ନାଟୁ ନାଟୁ ଗୀତକୁ ଓସ୍କାର ମିଳିବା ପରେ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମ୍ୟୁଜିକ କମ୍ପୋଜର, ଲିରିସିଷ୍ଟ, ନିର୍ଦ୍ଦେଶକ ଓ ପୁରା ଟିମ୍‌କୁ ଶୁଭକାମନା…

ଉନ୍ନତ ସହ ଆତ୍ମନିର୍ଭରଶୀଳ ହେବ ଗୋଶାଳା; ସରକାରଙ୍କ ନୂଆ ମଡେଲ

ଉତ୍ତରପ୍ରଦେଶର ଗାଈ ଗୋରୁମାନଙ୍କୁ ଉନ୍ନତ ଆଶ୍ରୟ ଦେବା ପାଇଁ ଯୋଗୀ ସରକାର ଟିପିପି ମଡେଲରେ ନିର୍ମିତ ଆଶ୍ରୟସ୍ଥଳ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। କେବଳ ଏତିକି ନୁହେଁ, ସରକାର ମଧ୍ୟ ସେମାନଙ୍କର ରୋଜଗାର ପାଇଁ ଗାଈ ଆଶ୍ରୟସ୍ଥଳୀକୁ ଆତ୍ମନିର୍ଭରଶୀଳ କରିବେ। କୃଷକମାନେ…

ଗୋଟିଏ ମଂଚରେ ମୋଦୀ-କପିଲ୍!

ପପୁଲାର କମେଡି ଶୋ ‘ଦ କପିଲ୍ ଶର୍ମା ଶୋ’ରେ ଅତିଥି ଭାବେ ନଜର ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏ ସଂପର୍କିତ ଖବର ଉପରେ ନିଜେ ଖୁଲାସା କରିଛନ୍ତି କମେଡିୟାନ ତଥା ଅଭିନେତା କପିଲ୍ ଶର୍ମା। ସେ ନିଜ ଶୋକୁ ଆସିବା…