Sun. Nov 29th, 2026

Category: ଦେଶ ଖବର

ସୁନା ଛାଉଁଣୀରେ ଦର୍ଶନ ଦେଉଛନ୍ତି ତିନିଠାକୁର

ରାଜରାଜେଶ୍ୱର ବେଶ ବା ସୁନାବେଶରେ ଦର୍ଶନ ଦେଉଛନ୍ତି ବିଶ୍ୱନିୟନ୍ତା । ମହଣ ମହଣ ସୁନାର ଅଳଙ୍କାରରେ ଅଳଙ୍କୃତ ହୋଇ ଭକ୍ତଙ୍କୁ ଦେଉଛନ୍ତି ଦିବ୍ୟ ଦର୍ଶନ। ଆଜି ସକାଳ 7ଟାରେ ରଥାରୂଢ ମହାପ୍ରଭୁଙ୍କ ମଙ୍ଗଳ ଆଳତି ନୀତି ସମ୍ପାଦନ ହେବାପରେ ମଇଲମ, ତଡ଼ପଲାଗି…

ଛତିଶଗଡରେ କଂଗ୍ରେସର ମାଷ୍ଟରଷ୍ଟ୍ରୋକ: ଟି.ଏସ ସିଂହଦେଓ ହେବେ ନୂଆ ଉପମୁଖ୍ୟମନ୍ତ୍ରୀ

ଶବ୍ଦ ଓଡିଶା ବ୍ୟୁରୋ: ବିଧାନସଭା ନିର୍ବାଚନ ପୂର୍ବରୁ ଛତିଶଗଡରେ କଂଗ୍ରେସ ବଡ ନିଷ୍ପତି । ରାଜ୍ୟର ଶିକ୍ଷା ଓ ସ୍ୱାସ୍ୟମନ୍ତ୍ରୀ ଟି.ଏସ ସିଂହଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜନ ଖଡଗେ । ଖଡଗେ କହିଛନ୍ତି, ସିଂଦେଓଙ୍କ…

ଖୁବଶୀଘ୍ର ମହାକାଶ ମୁହାଁ ହେବ ଚନ୍ଦ୍ରଯାନ-୩, ଆଦିତ୍ୟ-ଏଲ୧କୁ ନେଇ ଟିପ୍ପଣୀ ରଖିଲେ ଇସ୍ରୋ ଅଧ୍ୟକ୍ଷ

ଭାରତରେ ଚନ୍ଦ୍ରଯାନ-୩କୁ ନେଇ ଲାଗି ରହିଥିବା ଅପେକ୍ଷା ଶେଷ ହେବାକୁ ଯାଉଛି । ଏହି ମହାକାଶ ଯାନକୁ ଚନ୍ଦ୍ରରେ ଅବତରଣ କରାଯିବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଜୁଲାଇ ୧୩ ତାରିଖରେ…

ଦିଲ୍ଲୀ ୟୁନିଭର୍ସିଟିରେ ବକରୀଦା ଛୁଟି ବନ୍ଦ

ଦିଲ୍ଲୀ ୟୁନିଭର୍ସିଟିରେ ବନ୍ଦ ହୋଇଛି ବକରୀଦା ଛୁଟି । ୨୯ ତାରିଖ ଛୁଟି ଥିବା ବେଳେ ଏହାକୁ ୱାର୍କିଂ ଡେ ଭାବେ ଘୋଷଣା କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତୂପକ୍ଷ । ଶିକ୍ଷକଙ୍କୁ ବାରଣ ହେଲା ଇଦ-ଉଲ-ଜୁହା ଛୁଟି । ୩୦ରେ ୟୁନିଭର୍ସିଟିରେ ଏକ…

୫ଟି ସ୍ଥାନରେ ଆରମ୍ଭ ହେବ ବନ୍ଦେ ଭାରତ ଟ୍ରେନ୍ ସେବା

ଶବ୍ଦ ଓଡିଶା ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶ ଗସ୍ତରେ ଯାଇ ରାଣୀ କମଳାପତି ରେଳଷ୍ଟେସନରେ ପାଞ୍ଚଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ । ଏହି ପାଞ୍ଚଟି ବନ୍ଦେ ଭାରତ ଟ୍ରେନ ହେଲା-ଭୋପାଳ(ରାଣୀ କମଳାପତି)-ଇନ୍ଦୋର ବନ୍ଦେ ଭାରତ ଏକ୍ସପ୍ରେସ, ଭୋପାଳ…

ବନ୍ଦ ହେବ ‘ଦି କପିଲ ଶର୍ମା ଶୋ’?

ବନ୍ଦ ହୋଇଯିବ କି ଦି କପିଲ ଶର୍ମା ଶୋ? ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି କମେଡି ଶୋ’ ଖୁବ୍‌ଶୀଘ୍ର ବନ୍ଦ ହେବାକୁ ଯାଉଥିବା କୁହାଯାଉଛି। ଚଳିତ ବର୍ଷ ଏହି ଶୋ’ର ନୂତନ ସିଜନ୍‌ ଆସିଥିବାବେଳେ ଏହାର ଟିଆରପି ମଧ୍ୟ ଆଗରେ ରହିଛି।…

ଏଥର ମରୁଡ଼ି ଓ ବର୍ଷା ଅଭାବକୁ ରୋକିବ କୃତ୍ରିମ ବର୍ଷା

ଦେଶରେ କୃତ୍ରିମ ବର୍ଷା ନେଇ ପରୀକ୍ଷଣ ସଫଳ। ଆଇଆଇଟି କାନପୁରର ପକ୍ଷରୁ କରାଯାଇଥିବା ପରୀକ୍ଷଣ ସଫଳ ହୋଇଛି ।ଉତ୍ତରପ୍ରଦେଶ ବୁନ୍ଦେଲଖଣ୍ଡର ଏକ ଅଞ୍ଚଳରେ କ୍ଲାଉଡ୍ ସିଡିଂ କରିବା ସହ କୃତ୍ରିମ ବର୍ଷାର ପରୀକ୍ଷଣ କରାଯାଇଛି । ସୂଚନା ଅନୁସାରେ ଏକ ବିମାନ…

ଏମ୍ସଷ୍ଟର୍ଡମରେ ସୁରେଶ ରୈନା ଖୋଲିଲେ ଭାରତୀୟ ରେଷ୍ଟୁରାଣ୍ଟ

ଭାରତୀୟ କ୍ରିକେଟର ସୁରେଶ ରୈନା ନେଦରଲାଣ୍ଡର ରାଜଧାନୀ ଏମ୍ସଷ୍ଟର୍ଡମରେ ଏକ ଭାରତୀୟ ରେଷ୍ଟୁରାଣ୍ଟ ଆରମ୍ଭ କରିଛନ୍ତି । ଏଥିରେ ଭାରତୀୟ ବ୍ୟଞ୍ଜନର ସ୍ବାଦ ଚାଖିବେ ୟୁରୋପିଆନ୍‌ । ଏହି ରେଷ୍ଟୁରାଣ୍ଟର ନାମ ରହିଛି ‘RAINA’ । ତେବେ ନିଜର ଏହି ନୂଆ…

ଜାରି ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ୍ ସାହିତ୍ୟ ପୁରସ୍କାର ତାଲିକା

ଓଡିଆ କ୍ଷୁଦ୍ର ଗଳ୍ପ ‘ଜେଜେଙ୍କ ଗପ ଗଣ୍ଠିଲି’ କୁ ମିଳିବ ବାଲ୍ ସାହିତ୍ୟ ପୁରସ୍କାର । ୨୦୨୩ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବାଲ୍(ଶିଶୁ ) ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି । ଓଡ଼ିଆ ଭାଷାରେ ପ୍ରକାଶିତ ଯୁଗଳ…

କଂଗ୍ରେସକୁ ମମତାଙ୍କ ଟାର୍ଗେଟ

ପାଟନାରେ ବିରୋଧୀ ମେଳି ପାଇଁ ବୈଠକ ଚାଲିଛି। ବହୁ ବିରୋଧୀ ଦଳ ଗୋଷ୍ଠୀ ଏଥିରେ ସାମିଲ ଅଛନ୍ତି। ତେବେ ଏସବୁ ମଧ୍ୟରେ ମମତା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ପଶ୍ଚିମବଙ୍ଗରେ କଂଗ୍ରେସର ମନୋଭାବକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ମିଳିଥିବା ସୂଚନା ଅନୁସାରେ…