ଦିଲ୍ଲୀ ୟୁନିଭର୍ସିଟିରେ ବକରୀଦା ଛୁଟି ବନ୍ଦ

ଦିଲ୍ଲୀ ୟୁନିଭର୍ସିଟିରେ ବନ୍ଦ ହୋଇଛି ବକରୀଦା ଛୁଟି । ୨୯ ତାରିଖ ଛୁଟି ଥିବା ବେଳେ ଏହାକୁ ୱାର୍କିଂ ଡେ ଭାବେ ଘୋଷଣା କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତୂପକ୍ଷ । ଶିକ୍ଷକଙ୍କୁ ବାରଣ ହେଲା ଇଦ-ଉଲ-ଜୁହା ଛୁଟି । ୩୦ରେ ୟୁନିଭର୍ସିଟିରେ ଏକ ସମାରୋହ ହେବାର କାର୍ଯ୍ୟକ୍ରମ ରହିଛି ଯେଉଁଥିରେ ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । କିନ୍ତୁ ଧର୍ମନିରପେକ୍ଷ ରାଷ୍ଟ୍ରରେ ଏକ ବାଧ୍ୟତାମୂଳକ ଛୁଟିକୁ ବାତିଲ କରିଥିବାରୁ ବିଭିନ୍ନ ମହଲରୁ ଏହାକୁ ନିନ୍ଦା କରାଯାଉଛି ।

You May Also Like

More From Author

+ There are no comments

Add yours