Mon. Nov 30th, 2026

Category: ଦେଶ ବିଦେଶ

ବିଜେପି ୨୦୨୪ ନିର୍ଵାଚନ ପାଇଁ ଏହି ସବୁ ରାଜ୍ୟ ଉପରେ କରିବ ଅଧିକ ଫୋକସ,ଓଡିଶା ପାଇଁ ଅଲଗା ରଣନୀତି

ଶବ୍ଦମିଡ଼ିଆ ବ୍ୟୁରୋ:୨୦୨୪ ନିର୍ବାଚନକୁ ଆଉ ମାତ୍ର ଗୋଟିଏ ବର୍ଷ ବାକି ଅଛି।ଏହା ମଧ୍ୟରେ କେନ୍ଦ୍ର ଶାସନାଧୀନ ବିଜେପି ନିଜର ରଣକୌଶଳ ପ୍ରସ୍ତୁତ କରୁଛି।ପୂର୍ବୋତ୍ତର ରାଜ୍ୟ ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡରେ ସରକାର ଗଠନ ପରେ ବିଜେପି ମିଶନ ୨୦୨୪ ପାଇଁ ପ୍ରସ୍ତୁତି…

ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ ବୋଲିଂ କରିବ ଭାରତ

ଶବ୍ଦ ଓଡିଶା ବ୍ୟୁରୋ: ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆରମ୍ଭ ହେଲା ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚ୍ । ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଅଷ୍ଟ୍ରେଲିଆ ସମାନ ଟିମ୍ ସହ ମୈଦାନକୁ ଓହ୍ଳାଇଥିବା ବେଳେ ଭାରତ…

ବର୍ଡର ଗାଭାସ୍କର ଟ୍ରଫି:ଆଜି ଭାରତ-ଅଷ୍ଟ୍ରେଲିଆ ଗୁରୁତ୍ୱପୂର୍ଣ୍ଣ ଚତୁର୍ଥ ଟେଷ୍ଟ ମ୍ୟାଚ

ଶବ୍ଦମିଡ଼ିଆ ବ୍ୟୁରୋ:ଆଜିଠାରୁ ଆରମ୍ଭ ହେଉଛି ବର୍ଡର ଗାଭାସ୍କର ଟ୍ରଫି ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଶେଷ ଟେଷ୍ଟ ମ୍ୟାଚ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଇନ୍ଦୋର ଟେଷ୍ଟରେ ବିଜୟ ହାସଲ କରିଥିବା ସ୍ମିଥଙ୍କ ନେତୃତ୍ବାଧୀନ ଅଷ୍ଟ୍ରେଲିଆ ଦଳର ମନୋବଳ…

ସୁନା ଚୋରା ଚାଲାଣ କରୁଥିବା ‘ଏୟାର୍‌ ଇଣ୍ଡିଆ’ର କ୍ୟାବିନ୍ କ୍ରୁ’ ଗିରଫ

ଶବ୍ଦ ଓଡିଶା ବ୍ୟୁରୋ: ସୁନା ଚୋରା ଚାଲାଣ ବେଳେ କ୍ୟାବିନ୍‌ କ୍ରୁ ଗିରଫ । ବୁଧବାର କେରଳର କୋଚି ବିମାନ ବନ୍ଦରରେ ‘ଏୟାର୍‌ ଇଣ୍ଡିଆ’ର ଜଣେ କ୍ୟାବିନ୍‌ କ୍ରୁ’ଙ୍କୁ ଗିରଫ କରାଯାଇଛି । ସୀମା ଶୁଳ୍କ ଅଧିକାରୀମାନଙ୍କଦ୍ବାରା ଗିରଫ ହୋଇଥିବା କ୍ୟାବିନ୍‌…

ମନୀଷ ସିସୋଦିଆଙ୍କୁ ଗିରଫ ମୁକ୍ତ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ

ଶବ୍ଦମିଡ଼ିଆ ବ୍ୟୁରୋ:ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସପକ୍ଷରେ ବାହାରିଛନ୍ତି ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ। ଏ ସଂକ୍ରାନ୍ତରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖିଛନ୍ତି।ଏଥିରେ ସେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ନିସର୍ତ୍ତ ମୁକ୍ତ କରିବାକୁ ଦାବି କରିଛନ୍ତି।…

ପରଲୋକରେ ବଲିଉଡ ଅଭିନେତା ସତୀଶ କୌଶିକ,ଟୁଇଟ କଲେ ଅନୁପମ ଖେର

ଶବ୍ଦମିଡ଼ିଆ ବ୍ୟୁରୋ:ବଲିଉଡ ସିନେମା ଜଗତ ପାଇଁ ପୁଣି ଏକ ଦୁଃଖଦ ଖବର। ପ୍ରଖ୍ୟାତ ଅଭିନେତା ସତୀଶ କୌଶିକଙ୍କ ପରଲୋକ ହୋଇଛି।ସେ ୬୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ହୃଦଘାତରେ ମୃତ୍ୟୁବରଣ କରିଥିବା ସୂଚନା ରହିଛି। ସତୀଶ କୌଶିକ…

ଦେଶରେ ବଢୁଛି ଏଚ୩ଏନ୨ ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା

ଶବ୍ଦ ଓଡିଶା ବ୍ୟୁରୋ: ମହାମାରୀ କରୋନା ପରେ ଇନଫ୍ଲୁଏଞ୍ଜା ଆତଙ୍କ । ଦେଶରେ ଏବେ ବ୍ୟାପୁଛି ଏଚ୩ଏନ୨ ଭୂତାଣୁ । ତେବେ ଏହାକୁ ନେଇ ସତର୍କ ରହିବାକୁ ଦିଲ୍ଲୀ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ପରାମର୍ଶ ଦେଇଛନ୍ତି । ବିଶେଷକରି…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ ବିଶ୍ୱ ଅର୍ଥନୀତିକୁ ନୂଆ ଦିଗ ଦେଖାଇବ ଭାରତ

ଶବ୍ଦମିଡ଼ିଆ ବ୍ୟୁରୋ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶ୍ୱଅର୍ଥନୀତି ଏବଂ ଭାରତ ସମ୍ପର୍କରେ ନୂଆ ଟିପ୍ପଣୀ ଦେଇଛନ୍ତି।ବଜେଟ ପରେ ଆଜି ଅନୁଷ୍ଠିତ ପୋଷ୍ଟ ବଜେଟ ୱେବିନାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସମ୍ବୋଧିତ କରିଛନ୍ତି। ଆଜି ଭାରତକୁ ବିଶ୍ୱ ଅର୍ଥନୀତିର ଉଜ୍ଜ୍ୱଳ ତାରକା…

କନ୍ଦଳ ଭିତରେ ଝୁଲିରହିଲା ବିରୋଧୀଙ୍କ ଏକତାର ଉଦ୍ୟମ । ଏକାଠି ହୋଇପାରୁନାହାନ୍ତି ସମସ୍ତ ଦଳ ।

ଶବ୍ଦ ଓଡିଶା ବ୍ୟୁରୋ: ମମତା ବନାର୍ଜୀଙ୍କ ଏକଲା ଚଲୋ ଜିଦ ଯୋଗୁ ବିରୋଧୀଙ୍କ ଏକତା ପ୍ରଥମ ମହଲାରୁ ହିଁ ଏପଟ ସେପଟ ହୋଇସାରିଛି । ମିଶନ-୨୦୨୪ ପ୍ରତି ନୀତିଶ କୁମାର ଗମ୍ଭୀରତା ଦେଖାଉଥିଲେ ବି ଅରବିନ୍ଦ କେଜ୍ରିୱାଲ , କେସିଆର, ମମତା…

ଧମାଲ କରିବେ ରଣବୀର-ଶ୍ରଦ୍ଧା

ବିଟାଉନରେ ପପୁଲାର ଷ୍ଟାର ରଣବୀର କପୁର- ଶ୍ରଦ୍ଧା କପୁର । ଦୁହିଁଙ୍କୁ ପ୍ରଥମ ଥର ପାଇଁ ଏକାଠି ସ୍କ୍ରିନ୍ ରେ ଦେଖିବାକୁ ମିଳିବ । ଫିଲ୍ମ ‘ତୁ ଝୁଠି ମେଁ ମକ୍କାର’ ମୁକ୍ତିଲାଭ ପାଇଁ ଜୋରସୋର ପ୍ରସ୍ତୁତି ଚାଲିଛି । ଏହି…