Mon. Nov 30th, 2026

Category: ଦେଶ ବିଦେଶ

୨୦୨୪ରେ ଲୋକସଭା ନିର୍ବାଚନ, ସେମିକଣ୍ଡକ୍ଟର ଯୋଗୁ ତିଆରି ହୋଇପାରୁନାହିଁ ଇଭିଏମ ।

ଶବ୍ଦ ଓଡିଶା ବ୍ୟୁରୋ: ଦେଶରେ ଆଉକିଛି ଦିନ ପରେ ବିଭିନ୍ନ ସ୍ଥାନରେ ନିର୍ବାଚନ ଅନୁଷ୍ଠିତ ହେବ । ୨୦୨୩ରେ ୯ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ଇଭିଏମର ଆବଶ୍ୟକତା ରହିଛି । ତେବେ ଏଥିପାଇଁ ଏକ ବଡ ସମସ୍ୟା…

ପରିବାରର ରକ୍ଷା ପାଇଁ ଲଢେଇ କରିଥିଲେ ଭଗବାନ ରାମ, କଣ ସେ ବି ପରିବାର ବାଦୀଥିଲେ କି?

ଶବ୍ଦ ଓଡିଶା ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ କଂଗ୍ରେସ ସଙ୍କଳ୍ପ ସତ୍ୟାଗ୍ରହ କରୁଛି । ଏହି ସତ୍ୟାଗ୍ରହରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମୋଦୀ ସରକାର ଉପରେ ବର୍ଷିଛନ୍ତି । ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି, ବିଜେପି ସବୁବେଳେ ଗାନ୍ଧୀ ପରିବାର…

ପୃଥିବୀ ଆଡକୁ ମାଡି ଆସୁଛି ବିଶାଳ ଉଲକାପିଣ୍ଡ

ଆମେରିକାର ମହାକାଶ ଏଜେନ୍ସି ନାସା ଏକ ଚେତାବନୀ ଦେଇଛି। ଏକ ବିଶାଳ ଉଲକାପିଣ୍ଡ ପୃଥିବୀ ଆଡକୁ ଗତି କରୁଛି। ଏହା ଏତେ ବଡ ଯେ ଯଦି ଏହା ପୃଥିବୀ ସହିତ ଧକ୍କା ହୁଏ, ତେବେ ଏହା ଏକ ବଡ଼ ସହରକୁ ମଧ୍ୟ…

ରାସ୍ତାରୁ ହଟିବେ ବିହାରୀ!

ରାସ୍ତାରୁ ହଟିବେ ବିହାରୀ ବ୍ୟବସାୟୀ। ଅନୁଗୋଳ ସହରର ବିଭିନ୍ନ ରାସ୍ତା ପାର୍ଶ୍ୱରେ ଜବରଦଖଲ କରି ଟ୍ରାଫିକ ଅବ୍ୟବସ୍ଥାର କାରଣ ସାଜିଥିବା ବିହାରୀ ବ୍ୟବସାୟୀଙ୍କୁ ହଟାଇ ଦିଆଯିବ। ଏ ନେଇ ଅନୁଗୋଳ ପୌରପରିଷଦ ବୈଠକରେ ଆଲୋଚନା ହୋଇଛି। କାଉନସିଲରଙ୍କ ସହ ନଗରପାଳ ଏଥିରେ…

ରାହୁଲ, ବିବାଦ ଓ ଜାତିସଂଘ

ରାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟ ଦେଇଥିବା ଦଣ୍ଡବିଧାନ ଜାତିସଂଘରେ ପହଞ୍ଚିଛି। ମିଳିତ ଜାତିସଂଘର ମୁଖ୍ୟ ଆଣ୍ଟୋନିଓ ଗୁଟେରସଙ୍କ ମୁଖପାତ୍ର ଫରହାନ ହକଙ୍କର ଏହି ପ୍ରସଙ୍ଗରେ ବିବୃତ୍ତି ଆସିଛି। ସେ କହିଥିଲେ ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ…

ବିଶ୍ଵ ବିଜେତାର ଟାଇଟଲ ହାତେଇଲେ ନୀତୁ

କମନୱେଲଥ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ନିତୁ ଗଙ୍ଘାସ୍ (୪୮ କିଲୋଗ୍ରାମ) ଏକ ନିଆରା ଢଙ୍ଗରେ ବିଶ୍ୱ ଚାମ୍ପିଅନ୍ ହୋଇଛନ୍ତି ଏବଂ ଶନିବାର ଏଠାରେ ଚାଲିଥିବା ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଇତିହାସରେ ତାଙ୍କ ନାମ ସ୍ଥାନିତ କରିଛନ୍ତି। ନିତୁ ଗଙ୍ଘାସ୍…

“ଭଗବାନ ରାମ ହେଉଛନ୍ତି ଆହ୍ଲାଙ୍କ ପ୍ରେରିତ!”

ଚର୍ଚ୍ଚାରେ ଫାରୁକ୍‌ ଅବଦୁଲ୍ଲାଙ୍କ ବିବାଦୀୟ ବୟାନ। ଭଗବାନ ରାମଙ୍କୁ ନେଇ ସେ ଏକ ସାଧାରଣ ସଭାରେ ଯାହା କହିଛନ୍ତି, ତାକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ଫାରୁକ୍‌ କେବଳ ସାଧାରଣ ଭାବେ ବୟାନ୍ ଦେଇଛନ୍ତି ବୋଲି କହିଲେ ଉଚିତ୍ ହେବନି।…

ଭୂମିକମ୍ପରେ ଥରିଲା ରାଜସ୍ଥାନ

ଶବ୍ଦ ଓଡିଶା ବ୍ୟୁରୋ: ଭୂମିକମ୍ପରେ ଥରିଲା ରାଜସ୍ଥାନର ବିକାନେର। ଆଜି ସକାଳୁ ଏଠି ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ବିକାନେର ଠାରୁ ୫୧୬ କିଲୋମିଟର ଦୂରରେ ଥିଲା। ଏହାର…

ଇତିହାସ ରଚିଲା ISRO, ଉତକ୍ଷେପଣ କଲା ସର୍ବବୃହତ ରକେଟ୍ ଲଞ୍ଚର ଏଲଭିଏମ-୩

ଶବ୍ଦ ଓଡିଶା ବ୍ୟୁରୋ: ମହାକାଶରେ ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) । ଉତକ୍ଷେପଣ କରିଛି ୩୬ଟି ୱାନୱେବ ଉପଗ୍ରହକୁ ନେଇ ଯାଇପାରୁଥିବା ସବୁଠାରୁ ବଡ ରକେଟ୍ ଏଲଭିଏମ୍-୩ । ଏହା ସହ ରଚିଛି ଇତିହାସ । ସକାଳ…

ବାଣପୁରର ଓକିଲ ସଂଘ ନିର୍ବାଚନ

ସାରା ଓଡିଶାରେ ଶେଷହେଲା ଓକିଲ ସଂଘ ନିର୍ବାଚନ। ୧୨୭ ସଦସ୍ୟ ବିଶିଷ୍ଟ ବାଣପୁର ଓକିଲ ସଂଘର ନିର୍ବାଚନ ଶେଷ ହୋଇଛି। ତେବେ ୧୨୭ ସଭ୍ୟ ରୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଭୋଟଦେଇ ନାହାନ୍ତି। ବାଣପୁର ଓକିଲ ସଂଘ ତରଫରୁ…