Mon. Nov 30th, 2026

Category: ଦେଶ ବିଦେଶ

ମହିଳା ଟି-୨୦ ବିଶ୍ୱକପ: ସେମିଫାଇନାଲରେ ଟିମ୍ ଇଣ୍ଡିଆ

ଶବ୍ଦ ଓଡିଶା ବ୍ୟୁରୋ: ଟିମ୍ ଇଣ୍ଡିଆ ମହିଳା ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ । ଗ୍ରୁପ୍-୨ରୁ ଇଂଲଣ୍ଡ ପରେ ଭାରତ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲକୁ ଯାଇଛି । ଡକୱର୍ଥ ଲୁଇସ୍ ନିୟମ ବଳରେ ଭାରତ ଆୟରଲାଣ୍ଡ ୫ ରନରେ ହରାଇ ଦେଇଛି…

ଭୂମିକମ୍ପରେ ପୁଣି ଥରି ଉଠିଲା ତୁର୍କୀ

ଶବ୍ଦ ଓଡିଶା ବ୍ୟୁରୋ: ତୁର୍କୀରେ ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି । ହୟାତ ପ୍ରଦେଶରେ ଦୁଇ ଥର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଗୋଟିଏ ଭୂମିକମ୍ପର ତୀବ୍ରତା ୬ ଦଶମିକ ୪ ରହିଥିବା ବେଳେ ଅନ୍ୟ ଏକ…

କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଅଲ୍ ନିର୍ମାଣ କରୁଛନ୍ତି ସ୍ୱପ୍ନର ସହର। ଭାରତ ପାଇଁ ଏଥିପାଇଁ ଖାସ ଜାଣନ୍ତୁ…

ଶବ୍ଦ ଓଡିଶା ବ୍ୟୁରୋ: ସାଉଦି ଆରବର ପ୍ରଧାନମନ୍ତ୍ରୀ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ଅଲ୍ ସାଉଦର ରାଜଧାନୀ ରିଆଦରେ ନିଜର ସ୍ୱପ୍ନର ସହର ନିର୍ମାଣ କରିବାକୁ ଯାଉଛନ୍ତି । ଏହି ମେଗା ପ୍ଲାନର କାମର ଶୁଭାରମ୍ଭ ହୋଇସାରିଛି । ବିଶ୍ୱର…

ଫେସବୁକରେ ହଜାର ହଜାର କର୍ମଚାରୀଙ୍କୁ ମିଳିଛି ଖରାପ ରେଟିଂ, ହୋଇପାରେ ବଡଧରଣର ଛଟେଇ!

ଶବ୍ଦ ଓଡିଶା ବ୍ୟୁରୋ: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକର ମାଲିକ ମେଟା କମ୍ପାନୀ ପୁଣିଥରେ ଛଟେଇ କରିପାରେ । ପାଖାପାଖି ୧୧ ହଜାର କର୍ମଚାରୀଙ୍କୁ କମ୍ପାନୀ ପକ୍ଷରୁ ବିଦା କରାଯାଇସାରିଥିବା ବେଳେ ଆହୁରି ଅନେକ କର୍ମଚାରୀଙ୍କୁ ବିଦା କରାଯିବ ବୋଲି ସୂଚନା…

ଛତିଶଗଡ଼ରେ ଜେସିବି ଜାଳିଦେଲେ ନକ୍ସଲ

ଶବ୍ଦ ଓଡିଶା ବ୍ୟୁରୋ: ଛତିଶଗଡ଼ର କାଙ୍କେରରେ ମାଓବାଦୀଙ୍କ ଲଙ୍କାକାଣ୍ଡ। ପିଣ୍ଡି ଗାଁ ନିକଟରେ ରାସ୍ତା ନିର୍ମାଣକାର୍ଯ୍ୟରେ ନିୟୋଜିତ ୨ଟି ଜେସିବି ଏବଂ ଗୋଟିଏ ମିକ୍ସସର ମେସିନ ଜାଲିଦେଇଛନ୍ତି ମାଓବାଦୀ। ଏହି ଘଟଣାରେ ୨୦ରୁ ଅଧିକ ମହିଳା ମାଓବାଦୀ ସାମିଲ ଥିବା ଜଣାପଡିଛି।…

ଆପଣ ମାନସିକ ଭାବେ ଦୃଢ ତ?

ଶବ୍ଦ ଓଡିଶା ବ୍ୟୁରୋ: ଜୀବନ ସମସ୍ତଙ୍କ ପାଇଁ ସମାନ ନୁହେଁ । ଅନେକ ସମୟରେ ଆମେ ଅନେକ ସ୍ଥିତି ଦେଇ ଗତିକରିଥାଉ । ଜୀବନରେ ଅନେକ ଭଲ ସମୟ ଆସୁଥିବା ବେଳେ ଅନେକ କଠିନ ପରିସ୍ଥିତି ମଧ୍ୟ ଆସିଥାଏ । ତେବେ…

ରାଜ୍ୟସଭା ସଭାପତିଙ୍କୁ ଆଙ୍ଗୁଳି ଦେଖାଇଲେ ଜୟା ବଚ୍ଚନ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟସଭା ସାଂସଦ ଜୟା ବଚ୍ଚନ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ସୋସିଆଲ ମିଡିଆରେ ସପାର ଏହି ନେତ୍ରୀଙ୍କୁ ତାଙ୍କ ବ୍ୟବହାର ପାଇଁ ଟ୍ରୋଲ କରାଯାଉଛି । ରାଜ୍ୟସଭା ସଭାପତି ଜଗଦୀପ ଧନଖଡଙ୍କୁ ଆଙ୍ଗୁଠି ଦେଖାଉଥିବା ଭିଡିଓ ଭାଇରାଲ…

୪ ହାଇକୋର୍ଟକୁ ମିଳିଲା ମୁଖ୍ୟ ବିଚାରପତି

ଶବ୍ଦ ଓଡିଶା ବ୍ୟୁରୋ: ଦେଶର ଚାରିଟି ହାଇକୋର୍ଟକୁ ରବିବାର ନୂଆ ମୁଖ୍ୟ ବିଚାରପତି ମିଳିଛି । ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ସୋନିଆ ଗିରିଧର ଗୋକାନୀଙ୍କୁ ନିଯୁକ୍ତି ମିଳିଛି । ଶୁକ୍ରବାର ତାଙ୍କୁ ଭାରପ୍ରାପ୍ତ ମୁଖ୍ୟ ବିଚାରପତି ଭାବେ…

ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବିଶ୍ୱଭୂଷଣ ହରିଚନ୍ଦନ ଛତିଶଗଡର ନୂଆ ରାଜ୍ୟପାଳ।

ଶବ୍ଦ ଓଡିଶା ବ୍ୟୁରୋ: ଛତିଶଗଡର ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ । ଏହାପୂର୍ବରୁ ସେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଉଥିଲେ । ସେହିଭଳି ମହାରାଷ୍ଟ୍ରର ରାଜ୍ୟପାଳ ପଦରୁ ଭଗତ ସିଂ କୋଶୟାରୀ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି…

କଣ ଆପଣଙ୍କ ନାଁରେ କେହି ଋଣ ନେଇପାରିବେ?

ଶବ୍ଦ ଓଡିଶା ବ୍ୟୁରୋ: ଏ ପ୍ରଶ୍ନ ଆପଣଙ୍କୁ ଟିକେ ଅଜବ ଲାଗୁଥିବ । କିନ୍ତୁ ଏଭଳି କିଛି ଦେଖିବାକୁ ମିଳୁଛି ଯେଉଁଠି ଆପଣଙ୍କ ପାନ କାର୍ଡକୁ ବ୍ୟବହାର କରି ଠକମାନେ ଲୋନ ନେଉଛନ୍ତି । ଉପଭୋକ୍ତାଙ୍କୁ ଏହି ବାବଦରେ ପରେ ଜାଣିବାକୁ…