Sun. Nov 29th, 2026

Category: ଦେଶ ବିଦେଶ

ଜିନପିଙ୍ଗଙ୍କ ତୃତୀୟ ଇନିଂସ୍

ପୁଣି ରେକର୍ଡ ସୃଷ୍ଟି କରିଛନ୍ତି ଜିନପିଙ୍ଗ । ଥରେ ନୁହେଁ କି ଦୁଇ ଥର ନୁହେଁ ଲଗାତାର ତୃତୀୟ ଥର ପାଇଁ ଚାଇନାର ରାଷ୍ଟ୍ରପତି ଭାର ସମ୍ଭାଳିବାକୁ ଯାଉଛନ୍ତି ସି ଜିନପିଙ୍ଗ । ଆଜି ଚୀନର ସଂସଦ ସର୍ବସମ୍ମତିକ୍ରମେ ତାଙ୍କୁ ତୃତୀୟ…

H3N2 ନେଲା ଜୀବନ,ଦେଶରେ ୯୦ ଆକ୍ରାନ୍ତ

ଦୀର୍ଘ ୨ ବର୍ଷ ଧରି ଦେଶରେ ତାଣ୍ଡବ ରଚିଥିଲା ମହାମାରୀ କରୋନା । ତାର ପ୍ରକୋପ କମି ଆସିଥିବା ବେଳେ ଏବେ ମୁଣ୍ଡ ଟେକିଛି ଏଚ୍୩.ଏନ୍୨ ଭାଇରସ । ଭାରତରେ ଏହି ଭାଇରସର ରୋଗୀ ଚିହ୍ନଟ ହୋଇଥିବା ବେଳେ ପ୍ରଥମଥର ଏଥିରେ…

ମହଙ୍ଗା ମାଡ;ବେହାଲ୍ ପାକିସ୍ଥାନ

ଦେଶରୁ ବହୁ ବଡ଼ ବଡ଼ କମ୍ପାନୀ ବନ୍ଦ ହୋଇଯିବା ପରେ ପାକିସ୍ତାନରେ ଖାଦ୍ୟ ସାମଗ୍ରୀର ଦର ମଧ୍ୟ ଆକାଶ ଛୁଆଁ ହେଲାଣି । ନିକଟ ଅତୀତରେ ଦେଶରେ ଅତି ଆବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି କଥା ସାମ୍ନାକୁ ଆସିଥିଲା । ବର୍ତମାନ…

ଆଜିଠାରୁ ବିର୍ସାମୁଣ୍ଡା ଷ୍ଟାଡିୟମରେ ଏଫଆଇଏଚ ପୁରୁଷ ହକି ପ୍ରୋ ଲିଗ,ପ୍ରଥମ ମ୍ୟାଚରେ ଭାରତ ଜର୍ମାନୀ ମୁକାବିଲା

ଶବ୍ଦମିଡ଼ିଆ ବ୍ୟୁରୋ:ଆଜିଠୁ ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ ଲିଗ୍‌ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ (ରାଉରକେଲା) ଆରମ୍ଭ ହେବ । ଭାରତୀୟ ଦଳ ପ୍ରଥମ ପର୍ଯ୍ୟାୟ ଘରୋଇ ମ୍ୟାଚ୍‌ ଗତ ଅକ୍ଟୋବର-ନଭେମ୍ବର ମାସରେ କଳିଙ୍ଗ ଷ୍ଟାଡିୟମରେ ଖେଳିଥିଲା । ସେତେବେଳେ ସ୍ପେନ…

ଜମ୍ମୁ-କଶ୍ମୀରର ଡୋଡାରେ ଶହେ ଫୁଟ ଉଛରେ ତ୍ରିରଙ୍ଗା ଉତ୍ତୋଳନ କଲେ ଜବାନ

ଶବ୍ଦମିଡିଆ ବ୍ୟୁରୋ: ଜ ମ୍ମୁ-କଶ୍ମୀରର ପାର୍ବତ୍ୟ ଡୋଡା ଜିଲାରେ ଗୁରୁବାର ଭାରତୀୟ ସେନା ଶହେ ଫୁଟ ଉଚ୍ଚରେ ଜାତୀୟ ପତାକା ଉତ୍ତୋଳନ କରିଛି। ଏହି ଉଦ୍ୟମକୁ ଦେଶ ପାଇଁ ଜୀବନ ଦେଇଥିବା ଅଗଣିତ ସେନ୍ୟଙ୍କୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ବୋଲି ଜଣେ ବରିଷ୍ଠ…

ସିସୋଦିଆଙ୍କ ଗିରଫରେ ବିଜେପିକୁ ଟାର୍ଗେଟ କଲେ କେଜିରୱାଲ,କହିଲେ କୌଶଳ କରି ସିସୋଦିଆଙ୍କୁ କରାଯାଇଇଛି ଗିରଫ

ଶବ୍ଦମିଡ଼ିଆ ବ୍ୟୁରୋ:ଆପ ନେତା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫ ପରେ ଆଜି ପୁଣି ମୁହଁ ଖୋଲିଛନ୍ତି ଆମ ଆଦମୀ ପାର୍ଟି ମୁଖ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ।ଦିଲ୍ଲୀର ଅବକାରୀ ନୀତି ମାମଲା ତଥା କଥିତ ଅନିୟମିତତା ସହ ଜଡ଼ିତ…

ଆରବିଆଇ ଗଭର୍ଣ୍ଣର ଶକ୍ତି କାନ୍ତ ଦାସ କହିଲେ,ଦେଶରେ ବର୍ଷକ ଭିତରେ ଦ୍ରୁତ ଗତିରେ ବଢିଛି UPI ଟ୍ରାଞ୍ଜାକ୍ସନ

ଶବ୍ଦମିଡ଼ିଆ ବ୍ୟୁରୋ:ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଡିଜିଟାଲ ପେମେଣ୍ଟ କାରବାର। ଏହାକୁ ନେଇ ଭାରତୀୟ ସର୍ବୋଚ୍ଚ ବ୍ୟାଙ୍କ ରିପୋର୍ଟ ଦେଇଛନ୍ତି।ଦେଶରେ ୟୁପିଆଇ(ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ୍) ପେମେଣ୍ଟ ବଢ଼ିଛି। ଗତବର୍ଷ ଠାରୁ ୟୁପିଆ ପେମେଣ୍ଟରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ଦୈନିକ…

ତ୍ରିପୁରା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମାଣିକ ସାହା

ଶବ୍ଦମିଡ଼ିଆ ବ୍ୟୁରୋ:ବିଜେପିର ବରିଷ୍ଠ ନେତା ଡକ୍ଟର ମାଣିକ ସାହା ଆଜି ତ୍ରିପୁରାର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଅଗରତାଲାର ସ୍ୱାମୀ ବିବେକାନନ୍ଦ ଗ୍ରାଉଣ୍ଡରେ ଏକ ବିଶାଳ ସମାରୋହରେ ରାଜ୍ୟପାଳ ସତ୍ୟଦେଓ ନାରାୟଣ ଆର୍ଯ୍ୟ…

ମାର୍ଚ୍ଚ ୩୧ ସୁଦ୍ଧା କରନ୍ତୁ ଆଧାର-ପାନ ଲିଙ୍କ, ନହେଲେ ଅଚଳ ହୋଇଯିବ ପ୍ୟାନ ନମ୍ବର

ଶବ୍ଦମିଡ଼ିଆ ବ୍ୟୁରୋ:ଆଧାର-ପାନକୁ ନେଇ ଆସିଛି ବଡ଼ ଖବର।ମାର୍ଚ୍ଚ ୩୧ ମଧ୍ୟରେ ଯଦି ଆଧାର-ପାନ ଲିଙ୍କ ନ କରୁଛନ୍ତି ତେବେ ଆପଣଙ୍କ ପ୍ୟାନ କାର୍ଡ ଅଚଳ ହୋଇଯିବ।ତୁରନ୍ତ ଏହି କାମ ମାର୍ଚ୍ଚ ୩୧ ମଧ୍ୟରେ ସାରନ୍ତୁ।ନହେଲେ ଆପଣଙ୍କୁ ସମସ୍ୟା ସମ୍ନା କରିବାକୁ ପଡିପାରେ।ପୁଞ୍ଜି…

ପ୍ରସ୍ତୁତ ହୋଇଛି ଇସ୍ରୋ; ପୁ‌ନଃ ପ୍ରବେଶ ହୋଇଛି ମେଗା ଟ୍ରପିକ୍ସ -୧

ଆହୁରି ଶକ୍ତିଶାଳୀ ହେବ ଇସ୍ରୋ। ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ବା ଇସ୍ରୋ ମାର୍ଚ୍ଚ ୭ ରେ ମେଗା ଟ୍ରପିକ୍ସ -୧ (MT1) ଉପଗ୍ରହକୁ ପୁ‌ନଃ ପ୍ରବେଶ କରିବାର ଆହ୍ବାନମୂଳକ କାର୍ଯ୍ୟ କରିବାକୁ ପ୍ରସ୍ତୁତ ହୋଇଛି। ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା…