Sun. Nov 29th, 2026

Category: ଦେଶ ବିଦେଶ

ଦେଶ ତମାମ ଚାଲିଛି କ୍ରସ ଭୋଟିଂ

ଦେଶର ୧୫ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ସୋମବାର ମତଦାନ ହୋଇଛି। ନିଜ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ରାଜନୈତିକ ଦଳ ନିଜ ବିଧାୟକ ଏବଂ ସାଂସଦଙ୍କୁ କହିଥିଲେ। ହେଲେ ଉତ୍ତରପ୍ରଦେଶ, ଗୁଜରାଟ, ଓଡିଶାରୁ ନେଇ ଆସାମ ପର୍ଯ୍ୟନ୍ତ କ୍ରସ ଭୋଟିଂ ଦେଖିବାକୁ ମିଳିଛି।…

ରାଷ୍ଟ୍ରପତି ନିର୍ବାଚନ: ଲାଗୁ ହେବନି ଦଳୀୟ ହ୍ୱିପ୍

ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ହ୍ୱିପ୍ ଲାଗୁ ହେବ ନାହିଁ । ସାଂସଦ ଓ ବିଧାୟକମାନେ ରାଷ୍ଟ୍ରପତି ନିର୍ବାଚନରେ ନିଜ ବିବେକ ଅନୁସାରେ ଭୋଟ ଦେଇପାରିବେ । ପୂର୍ବରୁ ରହିଥିବା ଏହି ନିୟମ ସଂପର୍କରେ ନିକଟରେ ଭାରତର ନିର୍ବାଚନ କମିଶନ ମଧ୍ୟ ସ୍ପଷ୍ଟ…

କେଉଁ କେଉଁ ଦଳ କରୁଛନ୍ତି ଦ୍ରୌପଦୀଙ୍କୁ ସମର୍ଥନ?

ଆରମ୍ଭ ହୋଇଯାଇଛି ସଂସଦର ମୌସୁମୀ ଅଧିବେଶନ । ଏହା ସହ ଆରମ୍ଭ ହୋଇଯାଇଛି ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଦେବା ପ୍ରଣାଳୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ସାଂସଦ ଭୋଟ ଦେଇଛନ୍ତି। ଏଥିସହ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇଥିବା ଦଳଗୁଡ଼ିକ…

ହକି ବିଶ୍ୱକପ୍ ଆୟୋଜନକୁ ନେଇ ସନ୍ଦେହରେ ଭାରତ

ଭାରତ ହାତରୁ ଯିବ କି ହକି ବିଶ୍ୱକପ ଆୟୋଜନ? ଏହି ଆୟୋଜନର ଅଧିକାର ହାତଛଡା ହେବା ନେଇ ଏବେ ଭୟ ସୃଷ୍ଟି ହେବାରେ ଲାଗିଲାଣି । ୨୦୨୩ ବିଶ୍ୱକପ ଜାନୁୟାରୀ ୧୩ରୁ ୨୯ ପର୍ଯ୍ୟନ୍ତ ଓଡିଶାର ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜିତ…

ଡିମାଣ୍ଡରେ ଗହମ

ଗୁଜୁରାଟ ଏବଂ ଉତ୍ତରପ୍ରଦେଶ ପରି ଓଡିଶାରେ ଏବେ ଚାଉଳ ବଦଳରେ ଅଧିକ ଗହମ ଦାବି ହେଉଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏନଏ) ୨୦୧୩ ଅନୁଯାୟୀ ରାଜ୍ୟବାସୀଙ୍କର ମୂଳ ଆବଣ୍ଟନକୁ ପୁନଃ ସ୍ଥାପନ କରିବାକୁ ତଥା ଗହମ-ଚାଉଳ ଆବଣ୍ଟନ ଅନୁପାତରେ ପରିବର୍ତ୍ତନ…

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଅକୁହା କଥା

କଡ଼ାକଡ଼ି ହେବ ରାଷ୍ଟ୍ରପତି ଲଢେଇ। ଜୋରଦାର ହେବ ଯଶୱନ୍ତ-ଦ୍ରୌପଦୀ ଟକ୍କର। କିଏ ହେବ ଆଗାମୀ ରାଷ୍ଟ୍ରପତି? କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ସମ ନେଇ ଏବେ ରାଜନୈତିକ ମହଲରେ ଜେରଦାର ଚାଲିଛି ଗଣିତ କଷା। ବିରୋଧୀ ଯଶଓ୍ୱନ୍ତ ସିଂହ୍ନାଙ୍କ…

ଆଇସଲାଣ୍ଡ ବିଶ୍ୱର ଶାନ୍ତପ୍ରିୟ ଦେଶ

ବିଶ୍ୱର ସବୁଠାରୁ ଶାନ୍ତ ଦେଶ ଆଇସଲାଣ୍ଡ । ଗ୍ଲୋବାଲ ପିସ୍ ଇଣ୍ଡେକ୍ସ ୨୦୨୨ର ରିପୋର୍ଟରୁ ଏହା ଜଣାପଡିଛି । ରିପୋର୍ଟରେ ପ୍ରଥମ ସ୍ଥାନରେ ରହିଛି ଆଇସଲାଣ୍ଡ । ସେହିଭଳି ନ୍ୟୁଜିଲାଣ୍ଡ ଓ ଆୟାରଲାଣ୍ଡ ମଧ୍ୟ ଏହି ତାଲିକାରେ ରହିଛନ୍ତି । ନିକଟରେ…

ଯୋଗ ପାଇଁ ଗାଁର ନାଁ

ଯୋଗଦେଇଛି ଗାଁକୁ ପଚିଚୟ । ପ୍ରତ୍ୟେକ ବ୍ୟକ୍ତି ସ୍ୱତଃ ଆସି ଏଠାରେ କରନ୍ତି ଯୋଗ । ଛତିଶଗଡର କବର୍ଦ୍ଧା ଜିଲ୍ଲାର ଦଲପୁରୱା ଗାଁରେ ନିୟମିତ ଭାବେ ସାମୂହିକ ଯୋଗ ହେଉଛି । ପ୍ରତ୍ୟେକ ବ୍ୟକ୍ତି ଏଠାରେ ଯୋଗକରିଥାନ୍ତି । ୨୦୧୪ ମସିହାରୁ…

୧୬ଟି ଡିପିଏସୟୁରେ ଅଗ୍ନିବୀରମାନଙ୍କୁ ମିଳିବ ନିଯୁକ୍ତି

ଅଗ୍ନିବୀରଙ୍କୁ ମିଳିବ ସଂରକ୍ଷଣ । ପ୍ରତିରକ୍ଷା ମନ୍ତ୍ରଣାଳୟର ବିଭିନ୍ନ ଖାଲି ପଦବୀରେ ନିଯୁକ୍ତି ନିମନ୍ତେ ୧୦% ସଂରକ୍ଷଣ ମିଳିବ ସୁବିଧା । ଏଭଳି ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଞ୍ଜୁର କରିଛନ୍ତି । ଭାରତୀୟ ତଟରକ୍ଷୀ ବାହିନୀ, ପ୍ରତିରକ୍ଷା ବେସାମରିକ…

ଭାରତ ସରକାରଙ୍କୁ ଧନ୳ବାଦ ଜଣାଇଲେ ଏମବିବିଏସ ଛାତ୍ରଙ୍କ ପରିବାର

କାଶ୍ମୀରର ଏକ ପରିବାର ଆଜି ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଢାକାରେ ରହୁଥିବା ଏମବିବିଏସ ଛାତ୍ରଙ୍କ ର କାର୍ ଦୁର୍ଘଟଣା ହୋଇଥିଲା।ଭାରତ ସରକାର ତାଙ୍କ ପୁଅକୁ ଆମ୍ବୁଲାନ୍ସ ଯୋଗେ ବିଦେଶରୁ ଆଣି ଦିଲ୍ଲୀରେ ଚିକିତ୍ସା କରିଥିଲେ। ଏ କାହାଣୀ ହେଉଛି କାଶ୍ମୀରର…