Sun. Nov 29th, 2026

Category: ଦେଶ ବିଦେଶ

ଭଗବାନଙ୍କ ସହ ବାହାଘର!

୧୬ଶହ ଶତାଦ୍ଧୀର ମୀରାବାଇ । ଯିଏ ଦିନେ ଭଗବାନ ଶ୍ରୀ କୃଷ୍ଣଙ୍କୁ ଭକ୍ତି କରିଥିଲେ । ସେହି ମୀରାଙ୍କ କାହାଣୀ ତ ଆପଣ ସମସ୍ତେ ଜାଣିଥିବେ । ଶ୍ରୀକୃଷ୍ଣଙ୍କ ପ୍ରେମରେ ନିଜକୁ ହଜେଇ ଦେଇଥିଲେ । କୃଷ୍ଣଙ୍କୁ ନିଜର ସବୁ କିଛି…

ରଘୁରାମ ରାଜନ ଭାରତ ଯୋଡୋ ଯାତ୍ରାରେ ସାମିଲ

ମୋଦୀ ସରକାରଙ୍କ ନୀତି ବାବଦରେ ଆଲୋଚନା କରୁଥିବା ରଘୁରାମ ରାଜନ ଭାରତ ଯୋଡୋ ଯାତ୍ରାରେ ସାମିଲ, ରାହୁଲଙ୍କ ପଦଯାତ୍ରାରେ ସାମିଲ ।ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି । କଂଗ୍ରେସ ନେତା…

ଜାତିଗତ ଜନଗଣନା ସପକ୍ଷରେ ମହାରାଷ୍ଟ୍ର, ଓଡିଶା, ବିହାର

ଜାତିଗତ ଜନଗଣନା ସପକ୍ଷରେ ୩ ରାଜ୍ୟ । ଲୋକସଭାରେ ଏନେଇ ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ଏହି ତିନି ରାଜ୍ୟ ହେଉଛନ୍ତି ମହାରାଷ୍ଟ୍ର, ଓଡିଶା, ବିହାର । କିଛି ସଂଗଠନ ମଧ୍ୟ ସରକାର ଆଗରେ ଜନଗଣନାରେ ଜାତିର ବିବରଣୀ…

ଗୋଆରେ ୨ୟ ବିମାନବନ୍ଦର; ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ସମୃଦ୍ଧି ପଥେ ଆଉ ଏକ ପାଦେ ଆଗେଇଲା ଗୋଆ । ରାଜ୍ୟ ପାଇଁ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦି । ଗୋଆକୁ ଦେଲେ ଦ୍ୱିତୀୟ ବିନାନ ବନ୍ଦର । ରବିବାର ଦିନ ସନ୍ଧ୍ୟା ୫ଟାରେ ଗୋଆର ମୋପାରେ ଏହାର ଉଦ୍ଘାଟନ…

ମାଗଣାକୁ ନେଇ ରାଜନୀତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ

‘ଅର୍ଥବ୍ୟବସ୍ଥାକୁ ବର୍ବାଦ କରିବାକୁ ଚାହୁଁଛନ୍ତି କିଛି ଦଳ’ । ମାଗଣାକୁ ନେଇ ରାଜନୀତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ର ଗସ୍ତରେ ଯାଇ ଅନେକ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ବିରୋଧୀଙ୍କୁ ଟାର୍ଗେଟ କରି…

ସାଉଦିରେ ଆଉ ଏକ ବୁର୍ଜ ଖଲିଫା

ଦୁନିଆର ସବୁଠାରୁ ଉଚ୍ଚ କୋଠା ଦୁବାଇର ବୁର୍ଜ ଖଲିଫା । ବର୍ତମାନ ଏହାକୁ ପଛରେ ପକାଇବାକୁ ସାଉଦି ଆରବର ରାଜକୁମାର ମହମ୍ମଦ ବିନ୍ ସଲମାନ୍ ପ୍ରସ୍ତୁତ ହେଉଛନ୍ତି । ସାଉଦି ଆରବ ପବ୍ଲିକ ଇନଭେଷ୍ଟମେଂଟ ଫଣ୍ଡ ଏକ ମେଗା ଟାୱାର ନିର୍ମାଣ…

ଅଧିକ ଚାପଗ୍ରସ୍ତ ହେଉଛନ୍ତି ମହିଳା;କ୍ରୋଧସ୍ତର ରହିଛି ୪୦.୬%

ଗତ ୧୦ ବର୍ଷ ମଧ୍ୟରେ ମହିଳାଙ୍କ ଚାପ ଅଧିକ ବଢିଛି । ଲୋକଙ୍କ ପରିବର୍ତନ ମାନସିକ ସ୍ଥିତି ଜାଣିବା ପାଇଁ ଓ ସେମାନଙ୍କ ଭାବନା ବୁଝିବା ପାଇଁ ଗୋଟିଏ ସେର୍ଭ କରାଯାଇଥିଲା । ୨୦୧୨ ରୁ ୨୦୨୧ ମସିହା ପର୍ଯ୍ୟନ୍ତ ୧୫୦…

ଚିନ୍ତା ବଢାଇଲା ବିଶ୍ୱବ୍ୟାଙ୍କ

ପ୍ରତିବର୍ଷ ଭାରତର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏହାର କାରଣ ଭାବେ ଜଳବାୟୁ ପରିବର୍ତନ ବୋଲି କୁହାଯାଉଛି । ଭାରତରେ ଗତ କିଛି ସମୟ ହେଲା ଗ୍ରୀଷ୍ମ ଲହର ଚିନ୍ତାଜନକ ରହିଛି । ଗ୍ରୀଷ୍ମ ଋତୁରେ ହେଉଥିବା ଏହି ଲହରକୁ…

ରାଷ୍ଟ୍ରପତି କରୁଛନ୍ତି ସୋରିଷ ତେଲର ବିଜ୍ଞାପନ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଫଟୋକୁ ବ୍ୟବହାର କରି ଏବେ ବିବାଦରେ ତେଲ କମ୍ପାନି । ରାସ୍ତା କଡରେ ଲାଗିଛି ବଡ଼ ବଡ଼ ହୋର୍ଡିଙ୍ଗ । ରାଷ୍ଟ୍ରପତି କରୁଛନ୍ତି ସୋରିଷ ତେଲର ବିଜ୍ଞାପନ । କରଞ୍ଜିଆ ସହର ସହ ଆଖପାଖ ଅଂଚଳରେ ମଧ୍ୟ…

ଆସୁଛି ବାତ୍ୟା, ତାମିଲନାଡୁରେ ଆର୍ଲଟ

ଭୀଷଣ ବାତ୍ୟାର ରୂପ ନେଲା ସାମୁଦ୍ରିକ ଝଡ ମାଣ୍ଡୋସ । ତାମିଲନାଡୁର ମାମଲ୍ଲାପୁରମ ଉପକୂଳରେ ଛୁଇଁବ ସ୍ଥଳଭାଗ । ଆଜି ମଧ୍ୟରାତ୍ର ସୁଦ୍ଧା କରିବ ଲ୍ୟଣ୍ଡଫଲ୍ । ତାମିଲନାଡୁର ମାମଲ୍ଲାପୁରମ ଉପକୂଳରେ ଛୁଇଁବ ସ୍ଥଳଭାଗ । ଦକ୍ଷିଣ-ପୂର୍ବ ପାଶ୍ୱର୍ବର୍ତୀ ଓ ଦକ୍ଷିଣ-ପଶ୍ଚିମ…