Sun. Nov 29th, 2026

Category: ଦେଶ ବିଦେଶ

ଗିରଫ ପରେ ଉଠୁଛି ପଡୁଛି ପାକିସ୍ତାନ, ସେପଟେ ଇମ୍ରାନଙ୍କୁ ହତ୍ୟା ଧମକ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଗିରଫ ଏବେ ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଦୁର୍ନୀତି ଅଭିଯୋଗରେ ତାଙ୍କୁ ଗିରଫ କରିଛି ପାକିସ୍ତାନ ରେଂଜର୍ସ । ଯାହାକୁ ନେଇ ଇମ୍ରାନଙ୍କ ଜୀବନ ପ୍ରତି ବିପଦ ଥିବା ଶୁଣିବାକୁ ମିଳିଛି ।…

ଗଲା ଆଉ ଏକ ଚିତାର ଜୀବନ : ୨ ଚିତା ମଧ୍ୟରେ ମୁହାଁମୁହିଁ କାରଣରୁ ଥିଲା ଅସୁସ୍ଥ

ଶବ୍ଦ ଓଡିଶା ବ୍ୟୁରୋ: ଗଲା ଆଉ ଏକ ଚିତାର ଜୀବନ । ଆଫ୍ରିକାରୁ କୁନୋପାର୍କକୁ ଆସିଥିବା ଚିତାଙ୍କ ମଧ୍ୟରୁ ଜଣେ ଚିତାର ମଙ୍ଗଳବାର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଦୁଇଜଣ ଚିତା ମଧ୍ୟରେ ମୁହାଁମୁହିଁ କାରଣରୁ ମାଇ ଚିତା…

ବାଦ ବିବାଦ ମଧ୍ୟରେ ‘ଦ କେରଳ ଷ୍ଟୋରୀ ‘; କେଉଁଠି ଟ୍ୟାକ୍ସ ଫ୍ରୀ, କେଉଁଠି ବ୍ୟାନ!

ରିଲିଜ ହେବା ମାତ୍ରେ ସିନେମା ଜଗତରେ ହଇଚଇ ସୃଷ୍ଟି କରିଛି ଫିଲ୍ମ ଦ କେରଳ ଷ୍ଟୋରୀ । କେଉଁଠି ଏହାକୁ ଟ୍ୟାକ୍ସ ଫ୍ରୀ କରାଯାଇଛି ତ ଆଉ କେଉଁଠି ଏହାକୁ ବ୍ୟାନ । ତେବେ ଏହାକୁ ବ୍ୟାନ କରିବା ପାଇଁ ମେରଳ…

ନବୀନ-ନୀତିଶଙ୍କ ମହାମିଳନ

ନବୀନ-ନୀତିଶଙ୍କ ମହାମିଳନ । ନବୀନ ନିବାସରେ ପହଂଚିଥିଲେ ନୀତିଶ କୁମାର । ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କ’ଣ କଥା ହୋଇଥାଇପାରେ ତାହା ସାଧାରଣ ଲୋକଙ୍କ ମନରେ ଚର୍ଚ୍ଚା ହେଉଥିଲା । ତେବେ ପୂର୍ବରୁ ଯାହା ଶୁଣିବାକୁ ମିଳୁଥିଲା ଯେ, ଆଗକୁ ରହିଛି…

ମଣିପୁର ହିଂସାରେ କେନ୍ଦ୍ରକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ଥମୁନି ମଣିପୁର ହିଂସା । ନିଆଁ ପରି ବ୍ୟାପିବାରେ ଲାଗିଛି ଏହି ହିଂସା । ତେବେ ଏଥିରେ ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସମସ୍ତ ପ୍ରକାର ପ୍ରତିକାରାତ୍ମକ ପଦକ୍ଷେପ ନେବା ଲାଗି ସୁପ୍ରିମକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ରିଲିଫ ଶିବିରରେ ଥିବା…

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ୨୦୨୩: ସରିଲା ପ୍ରଚାର, ୧୦ରେ ମତଦାନ

ନିର୍ବାଚନକୁ ଆଉ ଦିନ କେଇଟା ବାକି ରହିଲା । ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଦଳର ହେଭିୱେଟ ନେତାମାନେ କରୁଛନ୍ତି ଜୋରଦାର କସରତ । ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବାଦ ପଡିନାହାନ୍ତି । କର୍ଣ୍ଣାଟକ ବିଧାନସଭା ନିର୍ବାଚନ…

ରାଜସ୍ଥାନରେ ମିଗ-୨୧ ଦୁର୍ଘଟଣାଗ୍ରସ୍ତ

ରାଜସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହେଲା ସେନାର ଫାଇଟର ବିମାନ । ଜନବସତି ଅଂଚଳରେ ମିଗ-୨୧ର ବିମାନ ତଳକୁ ଖସି ପଡିଛି । ଯେଉଁଥିରେ ୩ ଜଣଙ୍କ ଜୀବନ ଯାଇଥିବାର ସୂଚନା ମିଳିଛି । ଜେଟ୍ଟି ସୁରତଗଡରୁ ଉଡାଣ ଭରୁଥିଲା ବେଳେ ଘଙ୍କିଛି ଅଘଟଣ…

ସୁକମା ଏନକାଉଣ୍ଟରରେ ୨ ମାଓବାଦୀ ନିହତ, ସର୍ଚ୍ଚ ଅପରେସନ୍ ଜୋରଦାର

ଶବ୍ଦ ଓଡିଶା ବ୍ୟୁରୋ: ଛତିଶଗଡ ସୁକମା ଭେଜାଇ ଜଙ୍ଗଲରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଜୋରଦାର ଏନକାଉଣ୍ଟର ଯୋଗୁଁ ୨ ନକ୍ସଲ ନିପାତ ହୋଇଛନ୍ତି । ଏବେବି ଜଙ୍ଗଲରେ ଡିଆରଜି ଯବାନ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଥିବା ଜଣାପଡିଛି…

କେରଳରେ ଭୟଙ୍କର ଦୁର୍ଘଟଣା । ଡଙ୍ଗାବୁଡି ଚାଲିଗଲା ୨୧ ଜୀବନ

ଶବ୍ଦ ଓଡିଶା ବ୍ୟୁରୋ: କେରଳରେ ଡଙ୍ଗା ବୁଡିରେ ୨୧ ଜଣଙ୍କର ମୃତ୍ୟୁ । ମୃତକଙ୍କ ମଧ୍ୟରେ ୫ରୁ ଅଧିକ ଶିଶୁଥିବା ନେଇ ସୂଚନା । କେରଳର ମଲପୁରମ ଜିଲ୍ଲାର ତନୁର ନିକଟରେ ଗତକାଲି ରାତିରେ ଏକ ଯାତ୍ରୀବାହୀ ଡଙ୍ଗା ଦୁର୍ଘଟଣାଗସ୍ତ ହୋଇଥିଲା…

କିପରି ହୁଏ ରଥ ନିର୍ମାଣ?

ରଥ ନିର୍ମାଣର ଚତୁର୍ଦ୍ଦଶ ଦିବସରେ ତିନିରଥର ମୋଟ ନିର୍ମାଣକାରୀ ସେବକମାନେ ସବୁ ଦିନ ପରି ଆଜି ସକାଳ ୮ ଟାରେ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ନିଜ ନିଜ ରଥ ଚାଳିରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ତାଳଧ୍ୱଜ…