ଗଲା ଆଉ ଏକ ଚିତାର ଜୀବନ : ୨ ଚିତା ମଧ୍ୟରେ ମୁହାଁମୁହିଁ କାରଣରୁ ଥିଲା ଅସୁସ୍ଥ

ଶବ୍ଦ ଓଡିଶା ବ୍ୟୁରୋ: ଗଲା ଆଉ ଏକ ଚିତାର ଜୀବନ । ଆଫ୍ରିକାରୁ କୁନୋପାର୍କକୁ ଆସିଥିବା ଚିତାଙ୍କ ମଧ୍ୟରୁ ଜଣେ ଚିତାର ମଙ୍ଗଳବାର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଦୁଇଜଣ ଚିତା ମଧ୍ୟରେ ମୁହାଁମୁହିଁ କାରଣରୁ ମାଇ ଚିତା ଧୀରାର ମୃତ୍ୟୁ ହୋଇଛି । ନାମ୍ବିଆରୁ ମୋଟ ୨୦ଟି ଚିତା ମଧ୍ୟପ୍ରଦେଶର କୁନୋ ଉଦ୍ୟାନକୁ ଅଣାଯାଇଥିଲା । ପୂର୍ବରୁ ଅସୁସ୍ଥତା ପାଇଁ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମଙ୍ଗଳବାର ଆଉ ଜଣଙ୍କ ଯାଇଛି ଜୀବନ ।

You May Also Like

More From Author

+ There are no comments

Add yours