ଶରଦ ପାୱାରଙ୍କ ବଡ଼ ଘୋଷଣା, ଝିଅ ସୁପ୍ରିୟା ଓ ପ୍ରଫୁଲ୍ଲ ପଟେଲ ବଡ଼ ଦାୟୀତ୍ୱ
ଲୋକସଭା ନିର୍ବାଚନ ପୁର୍ବରୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟୀ ସଂଗଠନରେ ବଡ଼ ପରିବର୍ତ୍ତନ କରିଛି। ସୁପ୍ରିୟା ସୁଲେ ଏବଂ ପ୍ରଫୁଲ ପଟେଲଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇଛି। ଏନ୍ସିପିର ମୁଖିଆ ଶରଦ ପାୱାର ଦଳର ୨୫ ତମ ସ୍ଥାପନା ଦିବସରେ ଏହି ଘୋଷଣା…