ଶିଳ୍ପ ବର୍ଜ୍ୟବସ୍ତୁକୁ ପୁନଃବ୍ୟବହାର ଦିଗରେ ଗୁରୁତ୍ଵ
ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ କାରଖାନାରୁ ୨୯ ମିଲିୟନ ଟନ ଫ୍ଲାଏ ଆସ୍ ବାହାରୁ ଥିବା ବେଳେ ପ୍ରାୟ ୧୪ ଟି ସିମେଣ୍ଟ କାରଖାନାରେ କାର୍ଯ୍ୟକ୍ଷମ ହେବା ଫଳରେ ୨୪ ମିଲିୟନ ଟନ ଫ୍ଲାଏ ଆସ୍ ବ୍ୟବହାର କରାଯାଇ ପାରୁଛି l ବଳକା…
ବ୍ରହ୍ମପୁରରେ ସବୁଦିନିଆ ବିମାନ ବନ୍ଦର ଦାବି
ବ୍ରହ୍ମପୁର (ଶବ୍ଦ ଓଡ଼ିଶା ବ୍ୟୁରୋ) ଗଞ୍ଜାମ ଜିଲ୍ଲାରେ ପର୍ଯ୍ୟଟନ ର ବିକାଶ ପାଇଁ ବ୍ରହ୍ମପୁର ସବୁଦିନିଆ ବିମାନ ବନ୍ଦର ପ୍ରତିଷ୍ଠା ଓ ପୁରୀ – ଗୋପାଳପୁର ବେଳାଭୂମି ସଡ଼କ ଶୀଘ୍ର ନିର୍ମାଣ ହେଉ।ସେଥିପାଇଁ ଓଡ଼ିଶା ଡେଭଲପମେଣ୍ଟ ଫୋରମର ଗୋପାଳପୁର ସି ବିଚ…
ଟିକାକରଣରେ ଅବ୍ୟବସ୍ଥା
ବାଣପୁର ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା କୃତିବାସ ଭବନ ଟିକାକରଣ କେନ୍ଦ୍ରରେ ଟିକାଦାନ ଆବଶ୍ୟକ ମୁତାବକ ଟୀକାର ଘୋର ଅଭାବ, ଏଠାରେ କୌଣସି ଦୃଢ ପ୍ରଶାସନିକ ବନ୍ଦୋବସ୍ତ କରାଯାଇପାରୁ ନାହିଁ। ଏ ସମ୍ବନ୍ଧରେ ସ୍ଥାନୀୟ କୋଭିଡ -19, କମିଟିର ସଭାପତି, ବି.ଡି.ଓ.,ତହସିଲଦାର…
ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଙ୍କୁ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ର ଦାବିପତ୍ର
ବ୍ରହ୍ମପୁର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୂଷଣ ୨୮ ଜୁଲାଇ ଦିନ ବ୍ରହ୍ମପୁର ରେଳ ଷ୍ଟେସନ ପରିଦର୍ଶନରେ ଆସି ବିଭିନ୍ନ ପ୍ରକଳ୍ପ ଓ ଯାତ୍ରୀ ସୁବିଧା ନୀରିକ୍ଷଣ କରିବା ସହିତ ଷ୍ଟେସନର ବିକାଶ ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ଯାତ୍ରୀ ସୁବିଧା…
ଶ୍ରୀଜଗନ୍ନାଥ ମୁହଁ କଳା ଦେହ ଧଳା
ଶ୍ରୀଜଗନ୍ନାଥ ମହାପ୍ରଭୁ ଓଡ଼ିଆ ଜାତିର ମଉଡ଼ମଣି । ତାଙ୍କ ବିନା ଓଡ଼ିଆ ଜାତିର ଅସ୍ଥିତ୍ୱ ନାହିଁ । ଶାସ୍ତ୍ର ତାଙ୍କୁ ସମସ୍ତ ବ୍ରହ୍ମାଣ୍ଡର ଅଧିଶ୍ୱର କହିଛି । ପୁରୁଷମାନଙ୍କ ମଧ୍ୟରେ ଉତ୍ତମ ବୋଲି ସେ ପୁରୁଷୋତ୍ତମ । କାହା ଆଖିରେ ଶ୍ରୀକୃଷ୍ଣ…
ଶ୍ରୀଜଗନ୍ନାଥ ଶିଖାଉଛନ୍ତି ସମ୍ପର୍କର କଥା
ମା’ଲକ୍ଷ୍ମୀ ଠାକୁରାଣୀଙ୍କ ଅଙ୍ଗବାସରୁ ଗଇଣ୍ଠାଳ ଫିଟିନି, ପ୍ରଭୁ ଏତେ ଗାଧୋଇଲେ ଯେ ଜ୍ୱରରେ ପଡିଲେ । ସୁସ୍ଥ ହୋଇଛନ୍ତି କି ନାହିଁ ଭାଇଭଉଣୀଙ୍କ ସହ ୫ଦିନ ହେବ ଯାଇଛନ୍ତି ମା’ ଗୁଣ୍ଡିଚା ମନ୍ଦିର । ବଡ଼ ଭଉଣୀ ମା ବିମଳାଙ୍କ ପରାମର୍ଶରେ…
ଗଇଣ୍ଠାଳ ଫିଟିବା ପୂର୍ବରୁ ଶ୍ରୀଜଗନ୍ନାଥ ଚମ୍ପଟ
ଘରେ ଦିନ କେଇଟାର ବୋହୂ ଲକ୍ଷ୍ମୀ। ତାଙ୍କୁ ଛାଡି କାହାକୁ ଆସିବାକୁ ମନ ହେବ ? ହେଲେ ଏ ମନୁଆ ଠାକୁର ଭକତ ଭାବରେ ବାଇ ହୋଇ ନବ ବିହିତା ସ୍ତ୍ରୀକୁ ଘରେ ଛାଡି ଯାତ୍ରା କରନ୍ତି ଗୁଣ୍ଡିଚାବାଡି । ଭକତ…
ଶିବମୟ ଗୁମ୍ଫା-କୁଟୁଣୀପଦର
କିଏ ଦେଇଥିଲା ନାଆଁ,କିଏ କରୁଥିଲା ପୁଜା,ଜଙ୍ଗଲ ଭିତରେ ଅନ୍ଧାର କୋଠରୀକିଏ ଥିଲା ଏଠି ରାଜା !!କୋରାପୁଟରୁ କାକିରୀଗୁମା ୨୨ କିମି ଓ ଦାମନଯୋଡିରୁ ୧୯ କିମି। କାକିରୀଗୁମାରୁ ରାୟଗଡ଼ା ଆଡ଼କୁ ପ୍ରଥମ ଘାଟି ଉଠି ଆସିଲେ ପଡ଼ିବ କୁସୁମ ଗୁଡ଼ା; ମାତ୍ର…