Mon. Nov 30th, 2026

Category: ଓଡ଼ିଶା

ସଡ଼କ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ ।

ଟାଙ୍ଗୀ : ବିବାହ ବେଳେ ସାତ ଜନମକୁ ସାଥି ହୋଇ ରହିବା ଲାଗି ଶପଥ କରିଥିଲେ । ଆଜି ସଡ଼କ ଦୁର୍ଘଟଣା ରେ ପତି-ପତ୍ନୀ ଏକାଠି ଆରପାରିକୁ ଚାଲିଗଲେ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ…

ବାଣପୁରରେ ଦୁଇଦିନିଆ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ

ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାଣପୁର ରେ ୧୬ ଓ ୧୭ ଦୁଇଦିନ ବ୍ୟାପି ଚାଲିଥିବା କ୍ରୀଡା ପ୍ରତିଯୋଗିତା ଆଜ ଉଦଯାପିତ ହୋଇଯାଇଛି।ଗତକାଲି ବାଣପୁର ମାଆ ଭଗବତୀ ମନ୍ଦିରରୁ ମଶାଲ ଯାତ୍ରା , ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ପରିସରରେ…

ବାଣପୁର ରୁରାଲ ଓମେନ୍ସ କଲେଜରେ ଖେଳ ପ୍ରତିଯୋଗିତା

ବାଣପୁର ରୁରାଲ ଓମେନ୍ସ କଲେଜରେ ଖେଳ ପ୍ରତିଯୋଗିତା । ଖୋର୍ଦ୍ଧା ଜିଲ୍ଲା ବାଣପୁର ଓମେନ୍ସ କଲେଜରେ ବିଭିନ୍ନ ବିଭାଗର ଖେଳ ପ୍ରତିଯୋଗିତା ଆରମ୍ଭ ହୋଇଛି । ଏଥିରେ ଆଠଟି ଇଭେଣ୍ଟରେ ଶହେରୁ ଉର୍ଦ୍ଧ ମହିଳା ପ୍ରତିଯୋଗୀ ଭାଗ ନେଇଛନ୍ତି ।ଏହି ଖେଳାଳି…

ଯୁବ କଥାକାର ଅଜିତ୍ ନାୟକଙ୍କ ଉପନ୍ୟାସ ‘ ଅନୁତପ୍ତ ପ୍ରେମିକା’ର ଲୋକାର୍ପଣ

ଚିଲିକା : ଭୁବନେଶ୍ୱର ଓଡ଼ିଶା ପୁସ୍ତକ ମହୋତ୍ସବ ‘ଅକ୍ଷର’ ପରିସରରେ ଆଦିତ୍ୟ ଭାରତ ପ୍ରକାଶନୀ ସଂସ୍ଥା ଦ୍ଵାରା ଯୁବ କଥାକାର ଅଜିତ୍ ନାୟକଙ୍କ ଉପନ୍ୟାସ ‘ ଅନୁତପ୍ତ ପ୍ରେମିକା’ର ଲୋକାର୍ପଣ ହୋଇଯାଇଛି। ପୁସ୍ତକର ଲୋକାର୍ପଣ ଅବସରରେ ବିଶିଷ୍ଟ କଥାକାର ସନରାଜିନି ସାହୁ…

ଚିଫ୍ ସେକ୍ରେଟାରୀଙ୍କୁ ଭେଟିଲେ କୃଷ୍ଣପ୍ରସାଦ ବ୍ଲକ ସେତୁ ନିର୍ମାଣ ସମିତି

ଚିଲିକା। : ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ସେତୁ ନିର୍ମାଣ ସମିତି, କୃଷ୍ଣପ୍ରସାଦ ତରଫରୁ ଓଡିଶା ସରକାର ଙ୍କ ଚିଫ ସେକ୍ରେଟାରୀ ଙ୍କୁ ଭେଟିଛନ୍ତି । ସାତପଡ଼ା – ଜହ୍ନିକୁଦା ସେତୁ ନିର୍ମାଣ ନେଇ ମୁଖ୍ୟ ଶାସନ ସଚିବଙ୍କ ସହ…

ବାଣପୁରରେ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗୀତା

ବାଣପୁର ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୁଇ ଦିନିଆ ବ୍ଲକ ସ୍ତରୀୟ ୧୭ବର୍ଷରୁ ଓ ୧୪ବର୍ଷରୁ କମ ବାଳକ ବାଳିକାଙ୍କ ଭଲିବଲ,କବାଡି,ଫୁଟବଲ,ଖୋଖୋ,ଟେନି ସିଟ ଓ ଚେସ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ବାଣପୁର ଶିକ୍ଷାଧିକାରୀ ତଥା ବ୍ଲକ କ୍ରୀଡା ସଭାପତି ସନାତନ ଜାଲି…

ସମିତି ସଭ୍ୟା ଙ୍କୁ ଦୁଃର୍ବ୍ୟବହାର କରି ଜେଲ ଗଲେ ଯୋଗାଣ ସହାୟକ

ସମିତି ସଭ୍ୟା ଙ୍କୁ ଦୁର୍ବ୍ୟବହାର କରି ଜେଲ ଗଲେ ଯୋଗାଣ ସହାୟକ । ଏଭଳି ଏକ ଅଭବାନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅଧିନସ୍ଥ ହାଟବରଡିହ ଗ୍ରାମ ପଞ୍ଚାୟତରେ । ହାଟବରଡିହ ପଞ୍ଚାୟତରେ ବଣ୍ଟନ ହେଉଥିବା ସରକାରଙ୍କ ଖାଉଟି…

ଜାତିଗତ ଜନଗଣନା ସପକ୍ଷରେ ମହାରାଷ୍ଟ୍ର, ଓଡିଶା, ବିହାର

ଜାତିଗତ ଜନଗଣନା ସପକ୍ଷରେ ୩ ରାଜ୍ୟ । ଲୋକସଭାରେ ଏନେଇ ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ଏହି ତିନି ରାଜ୍ୟ ହେଉଛନ୍ତି ମହାରାଷ୍ଟ୍ର, ଓଡିଶା, ବିହାର । କିଛି ସଂଗଠନ ମଧ୍ୟ ସରକାର ଆଗରେ ଜନଗଣନାରେ ଜାତିର ବିବରଣୀ…

ଗୋଦାବରୀଶ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

ବାଣପୁର : ବାଣପୁରର ଗୋଦାବରୀଶ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି । ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାମରେ ନାମିତ ମହାବିଦ୍ୟାଳୟରେ ଦୀର୍ଘଦିନ ହେଲା ଦାୟିତ୍ୱରେ ଥିବା ଅଧ୍ୟକ୍ଷଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଥିଲା । ଅଧ୍ୟକ୍ଷ ପଦକୁ ନେଇ…

ବାଲୁଗାଁ ବନବିଭାଗ କାର୍ଯ୍ୟାଳୟ ଘେରିଲା ଚାଷୀ ମୂଲିଆ ଆଦିବାସୀ ସଂଗଠନ

ବାଲୁଗାଁ ବନବିଭାଗ କାର୍ଯ୍ୟାଳୟ ଘେରିଲା ଚାଷୀ ମୂଲିଆ ଆଦିବାସୀ ସଂଗଠନ । ଆଦିବାସୀ ଯୁବକର ଗିରଫ ପ୍ରତିବାଦରେ ଧାରଣା ।ଆଦିବାସୀ ଯୁବକର ଗିରଫ ପ୍ରତିବାଦରେ ବନ ବିଭାଗ ଅଫିସ ଘେରାଉ କରିଛି ଚାଷୀ ମୂଲିଆ ଆଦିବାସୀ ସଂଗଠନ । ଖୋର୍ଦ୍ଧା ଜିଲ୍ଲା…