Mon. Nov 30th, 2026

Category: ଓଡ଼ିଶା

ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ତିନିରଥର ପ୍ରଥମ ଭୂଇଁ ଉଭୟ ପାର୍ଶ୍ୱରେ କଇଁଚି ପଡିବା ସହ ତିନିରଥର ତାଗ ବାଡ଼ିଆ କାର୍ଯ୍ୟ ହୋଇଚି। ତିନିରଥ କଳଶ ରେ ଆଲମିନିୟମ ଚଦର ଫିଟିଙ୍ଗ ଏବଂ ତିନିରଥର ବ୍ରେକ ଚକରେ ଲୁହା…

ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣ ନେଇ ମୁତୟନ ହେବେ ୧୮୦ ପ୍ଲାଟୁନ ପୋଲିସ

ଆଗାମୀ ରଥଯାତ୍ରାରେ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ନେଇ ମୁତୟନ ହେବେ ସମୁଦାୟ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ। ଏଥିପାଇଁ ଆଜି ରାପିଡ ଆକ୍ସନ‌ ଫୋର୍ସର ଏକ ପ୍ଲାଟୁନ ପୁରୀରେ ପହଁଚିଥିବା ବେଳେ ପୁରୀ ଏସ୍ପି ବଡ଼ଦାଣ୍ଡରେ ସେମାନଙ୍କୁ ଡ୍ୟୁଟି ସମ୍ପର୍କରେ…

ମାଆ ପାଇଁ ତାଜମହଲ ଗଢିଲା ପୁଅ

ମା’ ଙ୍କ ସ୍ମୃତିରେ ପୁଅ ଗଢିଦେଲା ଦ୍ଵିତୀୟ ତାଜମହଲ । ତାମିଲନାଡୁରେ ଏଭଳି ଘଟଣାକୁ ଖୁବ୍ ଚର୍ଚ୍ଚା । ମାଆଙ୍କ ପାଇଁ ତାଜମହଲ ଗଢିଥିବା ବ୍ୟକ୍ତି ଜଣେ ବ୍ୟବସାୟୀ । ତାଙ୍କ ପାଇଁ ମା’ ଥିଲେ ସାରା ଦୁନିଆ । ଯେତେବେଳେ…

୬ ମାସରେ ସରିବ, ଘଟଗାଁ ତାରିଣୀ ମନ୍ଦିରର ସୌନ୍ଦର୍ଯ୍ୟକରଣ:5T ସଚିବ

କେନ୍ଦୁଝର ଗସ୍ତର ଦ୍ବିତୀୟ ଦିନରେ ତାରିଣୀ ପୀଠକୁ ଯାଇ ମାଆଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଲେ 5T ସଚିବ ଭି.କେ. ପାଣ୍ଡିଆନ । ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝିବା ସହ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି । ଏହି…

ଢେଙ୍କାନାଳରେ ମହାଜନସମ୍ପର୍କ ଯାତ୍ରାରେ ଯୋଗଦେବେ ଅମିତ ଶାହ

ଶବ୍ଦ ଓଡିଶା ବ୍ୟୁରୋ: ଆସନ୍ତା ୧୭ତାରିଖରେ ଢେଙ୍କାନାଳରେ ଆୟୋଜନ ହେବ ବିଜେପିର ମହାଜନସମ୍ପର୍କ ଯାତ୍ରା । ଯାତ୍ରାରେ କେ‌ନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯୋଗେଦେବେ। ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଏନେଇ ସୂଚନା ଦେଇଛନ୍ତି ।କେନ୍ଦ୍ରରେ ବିଜେପି ସରକାରକୁ…

ସ୍ୱାମୀର ଶାବଳ ମାଡରେ ଗଲା ସ୍ତ୍ରୀର ଜୀବନ

ଶବ୍ଦ ଓଡିଶା ବ୍ୟୁରୋ: ପଡୋଶୀଙ୍କ ବିବାହ ଭୋଜିରେ ନାଚିବାରୁ ଗଲା ଜୀବନ । ସ୍ୱାମୀର ଶାବଳ ମାଡରେ ଗଲା ସ୍ତ୍ରୀର ଜୀବନ । ବାଲେଶ୍ୱର ଜିଲ୍ଲା ଔପଦା ଥାନା ପାଇକପଡା ଗାଁର ସିଂହ ସାହିରେ ଏଭଳି ଘଟଣା ଘଟିିଛି । ଗାଁର…

ସଞ୍ଜୟଙ୍କ ନାଁରେ ମାନହାନୀ ମାମଲା କଲେ ଅଭିନେତ୍ରୀ ପ୍ରକୃତି

ଶବ୍ଦ ଓଡିଶା ବ୍ୟୁରୋ: ଓଲିଉଡରେ ଅଭିନେତ୍ରୀଙ୍କୁ ଯୌନ ଶୋଷଣ ଅଭିଯୋଗ ପରେ ତେଜିଛି ବିବାଦ । ବିବାଦ ଏବେ ଆଉ ପାଦେ ଆଗକୁ ବଢିଛି । ପ୍ରଯୋଜକ ସଂଜୟ ନାୟକଙ୍କ ବିରୋଧରେ ଏଫଆଇଆର ଦେଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ସେ…

ମାଲାକନଗିରି ଉପ କାରାଗାରରୁ ଅନ୍ତେବାସୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଶବ୍ଦ ଓଡିଶା ବ୍ୟୁରୋ: ମାଲାକନଗିରି ଉପ କାରାଗାରରୁ ପୁଣି ଜଣେ ଅନ୍ତେବାସୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଗତକାଲି ଭୋର ସମୟରୁ ପାଇଖାନା ଭିତରୁ ପୁଣି ଜଣେ ଅନ୍ତେବାସୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ହତ୍ୟା ମାମଲାରେ ମାଲକାନଗିରି ଏମଭି-୩୩…

ପ୍ରବଳ ତାତି, ସିଝୁଛି ଓଡ଼ିଶା। ଆଗାମୀ ୫ ଦିନ ଯାଏଁ ସର୍ତକ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଶବ୍ଦ ଓଡିଶା ବ୍ୟୁରୋ: ଖରାରେ ଆଉଟପାଉଟ ହେଉଛି ଓଡ଼ିଶା । ସକାଳର ତାପମାତ୍ରା ୩୦ ଡିଗ୍ରୀ ଅତିକ୍ରମ କରୁଛି । ଦିନ ୧୦ଟା ପରେ ଘରୁ ବାହାରିବା କଷ୍ଟ ହୋଇପଡୁଛି । କିଛି ଦିନ ହେଲା ଭୁବନେଶ୍ୱର ସମେତ ରାଜ୍ୟରେ ଅଧିକାଂଶ…

ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ କୁହୁଡି ପଞ୍ଚାୟତ ଅଧିନ କହରାପଡା ଗ୍ରାମର କୁନ୍ଦ୍ରୁ ମାଝିଙ୍କ ପୁଅ ଅର୍ଣ୍ଣ ମାଝି (24,) ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ଚନ୍ଦାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି…