Mon. Nov 30th, 2026

Category: ଓଡ଼ିଶା

ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା:ରାଜ୍ୟରେ ମଙ୍ଗଳବାର ଠାରୁ ଦୁଇ ଦିନ ବର୍ଷା

ଶବ୍ଦମିଡ଼ିଆ ବ୍ୟୁରୋ:ମାର୍ଚ୍ଚ ମାସରେ ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେଉଛି।ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ହୋଇଯାଉଛି।ରାଜ୍ୟର ଅନେକ ଜିଲ୍ଲାରେ ମଧ୍ୟ ଅତ୍ୟଧିକ ଗରମ ଅନୁଭୂତ ହେଉଛି।ଏହା ଭିତରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ଯେ ରାଜ୍ୟରେ…

ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ସମସ୍ୟା ପ୍ରସଙ୍ଗରେ ଆସନ୍ତା ୯ ତାରିଖରେ ଲୋକସେବା ଭବନରେ ବସିବ ବୈଠକ

ଶବ୍ଦମିଡ଼ିଆ ବ୍ୟୁରୋ:ଦୀର୍ଘ ଦିନ ଧରି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ସମସ୍ୟା ଲାଗିରଚିଛି।ପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନୀତି କାନ୍ତି ଉତ୍ସଵ ବ୍ୟାସବ ଏସମସ୍ତ କାର୍ଯ୍ୟ ବନ୍ଦ ହୋଇ ପଡିରହିଛି।ଏ ସଂକ୍ରାନ୍ତରେ ଉପଜିଲ୍ଲାପାଳଙ୍କ ତତ୍ୱବଧାନରେ ବୈଠକ ବସିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା।ସେଥିପାଇଁ ଏହି…

ବିଜୁଙ୍କ ଜନ୍ମ ଜୟନ୍ତୀରେ ‘ବିଜୁ ଏକ୍ସପ୍ରେସ ୱେ’ ଉଦଘାଟିତ

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ସାରା ଓଡିଶା ପାଳନ କରୁଛି।ଏହି ଅବସରରେ ବିଜୁ ଜନତା ଦଳ ଦଳୀୟ ବ୍ୟବସ୍ଥା ଭିତ୍ତିରେ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳନ କରୁଛି।ଏହି ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଏହି…

ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ରଙ୍ଗେଇଲୁଣ୍ଡା ବିମାନ ବନ୍ଦର ପ୍ରସ୍ତୁତ

ଶବ୍ଦମିଡ଼ିଆ ବ୍ୟୁରୋ:ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବିମାନବନ୍ଦର କୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା ଭୁବନେଶ୍ବର ଠାରୁ ବ୍ରହ୍ମପୁର ବିମାନସେବା କୁ ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ବର ରୁ ବ୍ରହ୍ମପୁର ବିମାନକୁ ସ୍ଵାଗତ କରିବା ପାଇଁ ରଙ୍ଗେଇଲୁଣ୍ଡା ବିମାନବନ୍ଦର ଠାରେ…

ଭୁବନେଶ୍ୱର ବିମାନବନ୍ଦର ପରିସରରେ ଲୋକାର୍ପିତ ହେଲା ଡାକୋଟା

ଶବ୍ଦ ଓଡ଼ିଶା ବ୍ୟୁରୋ: ସର୍ବସାଧାରଣଙ୍କ ଉଦେଶ୍ୟରେ ଲୋକାର୍ପିତ ହେଲା ‘ଡକୋଟା’ ବିମାନ । ଏଣିକି ଡାକୋଟାର କାହାଣୀ ଜାଣିବେ ଦେଶ ବିଦେଶ ଲୋକେ । ଏଥିପାଇଁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସବୁପ୍ରକାରର ବ୍ୟବସ୍ଥା ହୋଇଥିଲା । ଏହି…

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନିମନ୍ତେ ସାହାଯ୍ୟ କରିବାକୁ ଆମେ ପ୍ରସ୍ତୁତ: କିରଣ ରିଜିଜୁ

ଶବ୍ଦ ଓଡ଼ିଶା ବ୍ୟୁରୋ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନିମନ୍ତେ ସାହାଯ୍ୟ କରିବାକୁ ଆମେ ପ୍ରସ୍ତୁତ। ପୂର୍ବ ଭାରତର ରାଜ୍ୟଗୁଡିକୁ ନେଇ କେନ୍ଦ୍ର ସରକାରଙ୍କ ପରାମର୍ଶମାନଙ୍କର ପ୍ରଥମ ସମ୍ମିଳନୀରେ ଆଜି ଏହା କହିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ।…

ସର୍ବସାଧାରଣଙ୍କ ଉଦେଶ୍ୟରେ ଲୋକାର୍ପିତ ହେବ ଡାକୋଟା

ଶବ୍ଦ ଓଡ଼ିଶା ବ୍ୟୁରୋ: ସର୍ବସାଧାରଣଙ୍କ ଉଦେଶ୍ୟରେ ଆଜି ଲୋକାର୍ପିତ ହେବ ସ୍ୱାଧୀନତା ସଂଗ୍ରାମୀ, ଆଧୁନିକ ଓଡ଼ିଶାର ନିର୍ମାତା, ଦୁଃସାହସିକ ପାଇଲଟ୍ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ‘ଡକୋଟା’ । ଏଥିପାଇଁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ…

୩୮ ଡିଗ୍ରୀ ଉପରେ ୮ ସହର, ମାର୍ଚ୍ଚ ପହିଲାରୁ ଅସହ୍ୟ ତାତି

ଶବ୍ଦ ଓଡ଼ିଶା ବ୍ୟୁରୋ: ମାର୍ଚ୍ଚ ଆରମ୍ଭରୁ ସୂର୍ଯ୍ୟଙ୍କ ପ୍ରକୋପ ବଢିବାରେ ଲାଗିଛି । ସକାଳ ୮ଟାରୁ ଟାଣ ଖରା ଦେଖିବାକୁ ମିଳୁଥିବା ବେଳେ ଦିନ ୧୧ ଟା ସୁଦ୍ଧା ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରୀ ଅତିକ୍ରମ କରିଯାଉଛି ।…

ଆଜି ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଶବ୍ଦ ଓଡ଼ିଶା ବ୍ୟୁରୋ: ପଶ୍ଚିମ ଓଡ଼ିଶା ଗସ୍ତରେ ଆଜି ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରଗଡ଼, ନୂଆପଡା, କଳାହାଣ୍ଡି ଜିଲ୍ଲା ଗସ୍ତ କରିବା ସହ ସେଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି…

ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୭ତମ ଜନ୍ମ ଜୟନ୍ତୀ

ଶବ୍ଦ ଓଡ଼ିଶା ବ୍ୟୁରୋ: ଆଜି ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୭ତମ ଜନ୍ମ ଜୟନ୍ତୀ। ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁ ପଟ୍ଟନାୟକ ଗୋଟିଏ ଜାତି ଓ ଗୋଟିଏ ରାଜ୍ୟର ପରିଚୟ। ଆଜି ହେଉଛି ସେହି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୭ତମ ଜନ୍ମ…