ଭୁବନେଶ୍ୱର ବିମାନବନ୍ଦର ପରିସରରେ ଲୋକାର୍ପିତ ହେଲା ଡାକୋଟା

ଶବ୍ଦ ଓଡ଼ିଶା ବ୍ୟୁରୋ: ସର୍ବସାଧାରଣଙ୍କ ଉଦେଶ୍ୟରେ ଲୋକାର୍ପିତ ହେଲା ‘ଡକୋଟା’ ବିମାନ । ଏଣିକି ଡାକୋଟାର କାହାଣୀ ଜାଣିବେ ଦେଶ ବିଦେଶ ଲୋକେ । ଏଥିପାଇଁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସବୁପ୍ରକାରର ବ୍ୟବସ୍ଥା ହୋଇଥିଲା । ଏହି ଲୋକାର୍ପିତ ଉତ୍ସବରେ ସାମିଲ ଅଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଟୁକୁନି ସାହୁ, ପୋଲିସ ଡିଜି ଏବଂ ଅନ୍ୟ ଦଳୀୟ କର୍ମୀ ।
ବିଜୁ ବାବୁଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକୋଟାର ଲୋକାର୍ପିତ କରିଛନ୍ତି । ଗତ ଜାନୁଆରୀରେ ଭୁବନେଶ୍ୱର ଆସିଥିଲା ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ ।

You May Also Like

More From Author

+ There are no comments

Add yours