Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବିମାନବନ୍ଦର କୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା ଭୁବନେଶ୍ବର ଠାରୁ ବ୍ରହ୍ମପୁର ବିମାନସେବା କୁ ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ବର ରୁ ବ୍ରହ୍ମପୁର ବିମାନକୁ ସ୍ଵାଗତ କରିବା ପାଇଁ ରଙ୍ଗେଇଲୁଣ୍ଡା ବିମାନବନ୍ଦର ଠାରେ ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ,ଆସିକା ସାଂସଦ, ବ୍ରହ୍ମପୁର ସାଂସଦ, ବ୍ରହ୍ମପୁର ବିଧାୟକ, ଛତ୍ରପୁର ବିଧାୟକ, ବିଧାୟିକା କବିସୂର୍ଯ୍ୟନଗର ଗଞ୍ଜାମ ଜିଲ୍ଲାପାଳ,ବ୍ରହ୍ମପୁର ଏସପି, ବ୍ରହ୍ମପୁର ମେୟର, ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଯୋଗ ଦେଇଛନ୍ତି।

By

Leave a Reply

Your email address will not be published. Required fields are marked *