ଫେବ୍ରୁଆରି ୧୩ରୁ ରେଡିଓ ମେଳା
ଆସନ୍ତା ଫେବ୍ରୁଆରି ୧୩ ଓ ୧୪ ତାରିଖରେ ଅନୁଷ୍ଠିତ ହେବ ଦଶମ ଅନ୍ତର୍ଜାତୀୟ ରେଡିଓ ମେଳା। ଦେଶର ଏକମାତ୍ର ରେଡିଓ ମେଳା ଦଶମ ବର୍ଷରେ ପାଦ ଦେଇଥିବାରୁ କିଛି ନୂଆ ପ୍ରୟାସ କରିଛି ଆୟୋଜକ ସଂସ୍ଥା ଆଉଟରିଚ ଏଥର ରେଡିଓ ମେଳାରେ…
ଆସନ୍ତା ଫେବ୍ରୁଆରି ୧୩ ଓ ୧୪ ତାରିଖରେ ଅନୁଷ୍ଠିତ ହେବ ଦଶମ ଅନ୍ତର୍ଜାତୀୟ ରେଡିଓ ମେଳା। ଦେଶର ଏକମାତ୍ର ରେଡିଓ ମେଳା ଦଶମ ବର୍ଷରେ ପାଦ ଦେଇଥିବାରୁ କିଛି ନୂଆ ପ୍ରୟାସ କରିଛି ଆୟୋଜକ ସଂସ୍ଥା ଆଉଟରିଚ ଏଥର ରେଡିଓ ମେଳାରେ…
ଭୁବନେଶ୍ୱର ସ୍ଥିତ ପଣ୍ଡାପାର୍କ ବସ୍ତିରେ ବର୍ଣ୍ଣବୋଧ ପାଠଶାଳା ପକ୍ଷରୁ କୁନିକୁନି ପିଲାଙ୍କ ଗହଣରେ ୭୫ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଛି। ୧୪ନଂ ଓ୍ବାର୍ଡର କର୍ପୋରେଟର୍ ମୋନାଲିସା ସାହୁ ଅତିଥି ଭାବରେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ଯଶୋଦା ମାଆ ଗଣତନ୍ତ୍ର…
ଏକ ସୁସ୍ଥ, ସମୃଦ୍ଧ ଓ ସୁଦୃଢ଼ ସମାଜ ଗଠନ ନିମନ୍ତେ ପ୍ରତିଟି ବିଦ୍ୟାର୍ଥୀ ପାଠ୍ୟ ପୁସ୍ତକରୁ ଶିକ୍ଷା ଗ୍ରହଣ କରିବା ସହ ତୃଣମୂଳ ସ୍ତରରେ କିପରି ସମାଜର ହିତ ପାଇଁ ଏହା ବିନିଯୋଗ ହୋଇପାରିବ ଏଥିପାଇଁ ତତ୍ପରତା ପ୍ରକାଶ କରିବା ଉଚିତ।…
କଟକ ଜିଲ୍ଲା କୁଶୁନପୁର ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ଛାୟାକାନ୍ତ ମହାପାତ୍ର ପତାକା ଉତ୍ତୋଳନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସମାଜ ସେବୀ ତଥା ଅଞ୍ଚଳର ସୁପରିଚିତ ଗଛ ଡାକ୍ତର…
ଜିଲ୍ଲା ସ୍ତରୀୟ ଜାତୀୟ ମତଦାତା ଦିବସ ଗୁରୁବାର ରାୟଗଡାସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିଅମରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସ୍ଵଧା ଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅତିରିକ୍ତ ନିର୍ବାଚନ ଅଧିକାରୀ…
ଭୁବନେଶ୍ୱର ବିଜେବି ନଗର ପିପୁଲ୍ସ ଆସୋସିଏସନ୍ ର ସୁବର୍ଣ୍ଣ ଜୟନ୍ତୀ ଅବସରରେ ବକ୍ସି ଜଗବନ୍ଧୁ ମଣ୍ଡପରେ ଏକ ସ୍ବତନ୍ତ୍ର କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରିଥିଲେ ମାନ୍ୟବର ମନ୍ତ୍ରୀ ଅଶୋକ ପଣ୍ଡା। ସୁବର୍ଣ୍ଣ ଜୟନ୍ତୀ…
କ୍ଷୁଦ୍ର ଜଳସେଚନ ବିଭାଗ ରାୟଗଡା ପକ୍ଷରୁ ଆଜି ପାଣି ପଞ୍ଚାୟତ ଦିବସ ଅଶୋକ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ଦୀପ ପ୍ରଜଳନ କରି ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ପ୍ରଥମେ କ୍ଷୁଦ୍ର ଜଳସେଚନ ବିଭାଗର ଅଧିକ୍ଷଣ…
ଶ୍ରୀ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସାରା ଭାରତବର୍ଷରେ ଆନନ୍ଦ ଉଲ୍ଲାସ ସହିତ ପାଳିନ କରାଯାଇଥିବା ବେଳେ ଯଶୋଦା ମାଆ ଫାଉଣ୍ଡେସନ ତରଫରୁ ଏକ ଭିନ୍ନ ଧରଣରେ ପାଳନ କରାଯାଇଛି । ଗରିବ ଅଭାବୀ ଓ ଅନାଥ ଛାତ୍ରଛାତ୍ରୀମାନଙ୍କୁ ଅମର କୁମାର…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଅଯୋଧ୍ୟାରେ ଥିବା ଶ୍ରୀ ରାମ ଜନ୍ମଭୂମି ମନ୍ଦିରରେ ରାମ ଲାଲା ମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ସମଗ୍ର ଦେଶ ଉତ୍ସବମୁଖର ଥିଲା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିଭିରେ ପ୍ରାଣ ପ୍ରତିଷ୍ଠା ଉତ୍ସବ…
ED ରାଜନେତାଙ୍କ ଚାଲିଛି ଲୁଚକାଳି ଖେଳ। ଗୋଟିଏ ପଟେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଉଗୋଟିଏ ପଟେ ବିଭିନ୍ନ ମୁଣ୍ଡିଆଳ ନେତାଙ୍କୁ ଇଡିର ଡାକରା ଚିନ୍ତା ବଢେଇଛି। ଗତ କିଛି ଦିନ ହେବ ଇଡି ସହ ଲୁଚକାଳି ଖେଳୁଛନ୍ତି ନେତା।…