Mon. Nov 30th, 2026

Category: ଓଡ଼ିଶା

ତୀର୍ଥଯାତ୍ରା ଯୋଜନା:ପୁରୀରେ ୧୫୯ ଜଣ ବରିଷ୍ଠ ନାଗରିକ ଗଲେ ତୀର୍ଥଯାତ୍ରାରେ

ଶଦ୍ଦମିଡିଆ ବ୍ୟୁରୋ:ପୁରୀ:ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ରେ ପୁରୀ ଜିଲ୍ଲା ରୁ ଆଜି ୧୫୯ ଜଣ ବରିଷ୍ଠ ନାଗରିକ ଙ୍କୁ ତୀର୍ଥଯାତ୍ରାରେ ପ୍ରେରଣ କରାଯାଇଛି।ଏହି ବରିଷ୍ଠ ନାଗରିକ ମାନେ ରାଜସ୍ଥାନ ର ଆଜମେର ଓ ପୁଷ୍କର ପରିଭ୍ରମଣ କରିବେ। ସେମାନେ ଆଜି…

ବୀରହରେକୃଷ୍ଣପୁର ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ।

ଶବ୍ଦମିଡିଆ ବ୍ୟୁରୋ:ପୁରୀ: ବୀରହରେକୃଷ୍ଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆଜି ପୂର୍ବାହ୍ନରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗ ଦେଇ ଶିକ୍ଷାନୁଷ୍ଠାନ ଗୁଡିକ ମଣିଷ ଗଢା କାରଖାନା…

ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ଉଷା ପାଢ଼ୀଙ୍କ ରଙ୍ଗେଇଲୁଣ୍ଡା ବିମାନ ବନ୍ଦର ପରିଦର୍ଶନ

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ଉଷା ପାଢ଼ୀ ରଙ୍ଗେଇଲୁଣ୍ଡା ବିମାନବନ୍ଦର ପରିଦର୍ଶନ କରିଛନ୍ତି।ଏହା ସହିତ ବରିଷ୍ଠ ପଦାଧିକାରୀଙ୍କ ସହିତ ଏକ ଘଣ୍ଟା ଧରି ଆଲୋଚନା କରିଛନ୍ତି।ଏହା ପରେ ବିମାନ ବନ୍ଦରରେ ଚାଲିଥିବା ଟର୍ମିନାଲକୁ ବୁଲି ଦେଖିବା ସହ…

ଦ୍ୱିତୀୟ ଦିନରେ 5 ଟି ସଚିବ ଭି.କେ ପାଣ୍ଡିଆନଙ୍କ ମୟୁରଭଞ୍ଜ ଜିଲ୍ଲା ଗସ୍ତ

ଶବ୍ଦମିଡ଼ିଆ ବ୍ୟୁରୋ:ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସିଛନ୍ତି 5 ଟି ସଚିବ ଭି.କେ ପାଣ୍ଡିଆନ।ଦୁଇ ଦିନ ପାଇଁ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସିଛନ୍ତି ଭି.କେ ପାଣ୍ଡିଆନ।ସେ ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି।ଏହି ପରିଦର୍ଶନ ସମୟରେ ସେ ଏହା ବୁଦ୍ଧିଜୀବି ଛାତ୍ର ଓ…

ରନ୍ଧନ ଗ୍ୟାସ ଦରବୃଦ୍ଧିକୁ ନେଇ ତେଜିଲା ପ୍ରତିବାଦ, ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ଶବ୍ଦ ଓଡ଼ିଶା ବ୍ୟୁରୋ: ରନ୍ଧନ ଗ୍ୟାସ ଦରବୃଦ୍ଧିକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବିଜେଡି । ବାରମ୍ବାର ରୋଷେଇ ଗ୍ୟାସ ଦର ବୃଦ୍ଧି କରି କେନ୍ଦ୍ର ସରକାର ରୋଷେଇ ଶାଳ ଉପରେ ମାଡ କରିଛନ୍ତି । ଜନ ଅସନ୍ତୋଷକୁ ନେଇ ଆଜି ରାଜଭବନ…

ଗ୍ରୀଷ୍ମ ଆରମ୍ଭ ନହେଉଣୁ ଜଳୁଛି ଜଙ୍ଗଲ

ଶବ୍ଦ ଓଡ଼ିଶା ବ୍ୟୁରୋ: ଗ୍ରୀଷ୍ମ ଆରମ୍ଭ ନହେଉଣୁ ଜଳୁଛି ଜଙ୍ଗଲ । ସବୁ ଜାଣି ଚୁପ ବସିଛି ବନ ବିଭାଗ । ଢେଙ୍କାନାଳ ସଦର ରେଞ୍ଜ ଅଧିନ ଗଦାଶିଳା ବିଟ ହାଉସ ଅନ୍ତର୍ଗତ ସିମିନଈ ଶାଳ ଜଙ୍ଗଲ ହୁତହୁତ ହୋଇ ଜଳୁଛି…

ସେବାଶ୍ରମରେ ଝାଡାବାନ୍ତି: ୧୧ଛାତ୍ରୀ ଆକ୍ରାନ୍ତ

ଶବ୍ଦ ଓଡ଼ିଶା ବ୍ୟୁରୋ: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତରବା ସେବାଶ୍ରମରେ ଝାଡାବାନ୍ତି । ସେବାଶ୍ରମର ୧୧ ଜଣ ଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି…

କଟକରେ ପୁଲିସ-ଅପରାଧୀ ଏନକାଉଣ୍ଟର, ଗୁଳିମାଡରେ ଦୁର୍ଦ୍ଦାନ୍ତ ଅପରାଧୀ ଶଙ୍କର ଆହତ

ଶବ୍ଦ ଓଡ଼ିଶା ବ୍ୟୁରୋ: କଟକରେ ପୁଲିସ-ଅପରାଧୀ ଏନକାଉଣ୍ଟର । ଗୁଳିମାଡରେ ଦୁର୍ଦ୍ଦାନ୍ତ ଅପରାଧୀ ଶଙ୍କର ଆହତ । ୨୦୧୪ ମସିହା ନଭେମ୍ବର ୧୧ ତାରିଖରେ ଘଟିଥିବା ଫାରୁକ ହତ୍ୟାଘଟଣାର ଅଭିଯୁକ୍ତ ହେଉଛି ଶଙ୍କର। ରାଣୀହାଟ ଗୋପାଳ ସାହି ବାସିନ୍ଦା ଶଙ୍କର ଗ୍ୟାଙ୍ଗଷ୍ଟର…

କୋରାପୁଟରେ ମୃଦୁ ଭୂମିକମ୍ପ: ରିକ୍ଟର ସ୍କେଲର ତ୍ରୀବତା ୩ ଦଶମିକ ୮

ଶବ୍ଦ ଓଡ଼ିଶା ବ୍ୟୁରୋ: କୋରାପୁଟରେ ମୃଦୁ ଭୂମିକମ୍ପ । ସକାଳ ୫ଟା ୫ରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୩ ଦଶମିକ ୮ । କୋରାପୁଟ ଆଖପାଖ ଅଞ୍ଚଳ ନାରାୟଣପାଟଣା ଓ ଲକ୍ଷ୍ମୀପୁର ସମେତ…

ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ

ଶବ୍ଦ ଓଡ଼ିଶା ବ୍ୟୁରୋ: ଅଭିନେତା ପିଣ୍ଟୁ ନନ୍ଦଙ୍କ ଆଜି ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ କରାଯିବ । ହାଇଦ୍ରାବାଦରୁ ମରଶରୀର ଭୁବନେଶ୍ୱରରେ ପହଞ୍ଚିବା ପରେ ଭୁବନେଶ୍ୱର କିମ୍ସ ଶବଗୃହରେ ରଖାଯାଇଛି । ଆଜି ଭୁବନେଶ୍ୱର ସ୍ଥିତ ବାସଭବନରେ ମରଶରୀର ଶେଷଦର୍ଶନ ପାଇଁ ରହିବ…