ରାଜ୍ୟରେ ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନ ଜାରି,୧୦ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅଖ ଚକ ବନ୍ଦ
ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ରାଜ୍ୟରେ ଚାଲିଛି ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ।୧୦ ଦଫା ଦାବି ନେଇ ଡ୍ରାଇଭର ମହାମଞ୍ଚ ଏହି ବନ୍ଦ ଡାକରା ଦେଇଛନ୍ତି।ସମସ୍ତ ବ୍ଲକ ଓ ଜିଲ୍ଲା ସଦର ମହକୁମାରରେ ପ୍ରତିବାଦ କରୁଛି ଡ୍ରାଇଭର ମିଳିତମଞ୍ଚ।ଅନିର୍ଦ୍ଦିଷ୍ଟ କାଳ ପାଇଁ ହେବ…