Mon. Nov 30th, 2026

Category: ଓଡ଼ିଶା

ଦୁଇ ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ୫ଟି ସଚିବ

ଶବ୍ଦମିଡ଼ିଆ ବ୍ୟୁରୋ:5ଟି ସଚିବ ଭି.କେ ପାଣ୍ଡିଆନ ଦୁଇ ଦିନିଆ ସୁନ୍ଦରଗଡ଼ ଗସ୍ତରେ ରହିଛନ୍ତି।ଆଜି ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି।ଏହା ସହିତ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି।ଖବର ଅନୁଆୟୀ, ମୁଖ୍ୟମନ୍ତ୍ରୀଙ୍କ ବକ୍ତିଗତ ସଚିବ ତଥା 5ଟି ସଚିବ…

ଦୋଳ ବିମାନକୁ କାନ୍ଧେଇ ନେବାବେଳେ ଅଘଟଣ: ପିକଅପ ଭ୍ୟାନଧକ୍କାରେ ୨ ମୃତ, ୩ ଗୁରୁତର

ଶବ୍ଦ ଓଡିଶା ବ୍ୟୁରୋ: ଦୋଳବିମାନକୁ କାନ୍ଧେଇ ନେବାବେଳେ ଅଘଟଣ । ଅଧାବାଟରେ ପଛପଟୁ ପିକଅପ ଭ୍ୟାନ ଧକ୍କା ହେବା ଫଳରେ ଘଟଣାରେ ୨ ଜଣଙ୍କର ମୃତ୍ୟୁ ଓ ୩ ଜଣ ଗୁରୁତର ହୋଇଛନ୍ତି । କଟକ ଚାନ୍ଦବାଲି ରାସ୍ତା ଦୁହୁରିଆରେ ଏହି…

ଜେଲ୍‌ରେ ସାମ୍ୱାଦିକ ପରୀକ୍ଷା ଦେଲେ ପୁଞ୍ଜିଲାଲ୍‌

ଶବ୍ଦ ଓଡିଶା ବ୍ୟୁରୋ: ପାଟଣାଗଡ଼ ପାର୍ସଲ ବୋମା ବିସ୍ପୋରଣର ଅଭିଯୁକ୍ତ ପୁଞ୍ଜିଲାଲ ମେହେର ହେବେ ସାମ୍ବାଦିକ। ବଲାଙ୍ଗିର ଜିଲ୍ଲା କାରାଗାରରେ ପୁଞ୍ଜିଲାଲ ମେହେର ସମ୍ବଲପୁର ଓପନ ୟୁନିଭର୍ସିଟିରୁ ପିଜିଜେଏମ୍‌ସିର ପ୍ରଥମ ସେମିଷ୍ଟାର ପରୀକ୍ଷା ଦେଇଛନ୍ତି। ତାଙ୍କ ପାଇଁ ଜିଲ୍ଲା କାରାଗାରରେ ପରୀକ୍ଷା…

ଗହୀରମଥାରେ ଅଲିଭରିଡ୍‌ଲେଙ୍କ ସମୂହ ଅଣ୍ଡାଦାନ

ଶବ୍ଦ ଓଡିଶା ବ୍ୟୁରୋ: ବିରଳ ଅଲିଭରିଡଲେ କଇଁଛଙ୍କ ଅନ୍ତୁଡିଶାଳ କେନ୍ଦ୍ରାପଡ଼ା ଉପକୂଳର ଗହୀରମଥାଠାରେ କଇଁଛଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ୯ ତାରିଖ ଦିନ ୮୮ହଜାର, ୧୦ ତାରିଖରେ ୨ ଲକ୍ଷ ୧୪ ହଜାର ୫୮ଟି ଅଲିଭରିଡଲେ ଅଣ୍ଡାଦାନ କରିଛନ୍ତି।…

ଢେଙ୍କାନାଳରେ ଦନ୍ତା ହାତୀର ମୃତଦେହ ଉଦ୍ଧାର

ଶବ୍ଦ ଓଡିଶା ବ୍ୟୁରୋ: ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଓସ୍ତପାଳ ଗାଁ ନିକଟରେଏକ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି। ସକାଳେ ଦନ୍ତାହାତୀର ମୃତଦେହ ପଡ଼ିଥିବା ଦେଖି ଓସ୍ତପାଳ ଗ୍ରାମବାସୀ ବନବିଭାଗକୁ ଖବର କରିଥିଲେ। ଖବର ପାଇ ଘଟଣାସ୍ଥଳରେ ବନବିଭାଗ ଟିମ ପହଞ୍ଚି…

ଆଜିଠୁ ଫେରିବ ତାତି, ପୁଣି ୧୫ ତାରିଖ ପରେ ବଦଳିବ ପାଗ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟର ଆଜିଠୁ ପାଗ ବଦଳିବ । ଆକାଶ ମେଘମୁକ୍ତ ରହିବା ସହ ପାଗ ଖରାଟିଆ ରହିବ, ଦିନରେ ତାପମାତ୍ରା ମଧ୍ୟ ବଢିବ । ଏଭଳି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟର ଶୁଖିଲା ପାଗ…

ଓଡ଼ିଶାରେ ୫୯ ଏଚ୍୩ଏନ୍୨ ସଂକ୍ରମିତ

ଶବ୍ଦ ଓଡିଶା ବ୍ୟୁରୋ: ଓଡ଼ିଶାରେ ଏଚ୍୩ଏନ୍୨ ସଂକ୍ରମିତ । ଓଡ଼ିଶାରେ ୫୯ ଜଣ ଏଚ୍୩ଏନ୍୨ ଆକ୍ରାନ୍ତ ଚିହ୍ନଟ ହେବା ନେଇ ଆରଏମ୍ଆରସି ସ୍ପଷ୍ଟ କରିବା ପରେ ସତର୍କ ଘଣ୍ଟି ବାଜିଛି । ମାସ୍କ ପିନ୍ଧିବା, ଛିଙ୍କିବା ବେଳେ ରୁମାଲ ବ୍ୟବହାର କରିବା…

ଆଗକୁ ୨୦୨୪ ନିର୍ବାଚନ,ଓଡ଼ିଶାର ଏହି ସବୁ ସ୍ଥାନରେ ବିଶାଳ ରାଲି କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଶବ୍ଦମିଡ଼ିଆ ବ୍ୟୁରୋ:ଆଗକୁ ଆସୁଛି ୨୦୨୪ ସାଧାରଣ ନିର୍ବାଚନ ରାଜ୍ୟରେ ଉଭୟ ବିଧାନସଭା ଓ ଲୋକସଭା ପାଇଁ ନିର୍ବାଚନ ହେବ।ଜାତୀୟ ସ୍ତରରେ ବିଜେପି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି।ଏହାକୁ ଦୃଷ୍ଟିରେ ରଖି ବିଜେପି ରଣନୀତି ପ୍ରସ୍ତୁତିରେ ଲାଗିପଡିଛି । ଲୋକସଭା ନିର୍ବାଚନ ପାଇଁ…

ରାୟଗଡାରେ ପ୍ରଥମ ଜିଲ୍ଲାସ୍ତରୀୟ ଲୋକଅଦାଲତ ଅନୁଷ୍ଠିତ

ଶବ୍ଦମିଡ଼ିଆ ବ୍ୟୁରୋ:ରାୟଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ତତ୍ତ୍ବାବଧାନରେ ରାୟଗଡା ଜିଲ୍ଲା ସିଭିଲକୋର୍ଟ ପରିସରରେ ଆଜି ପ୍ରଥମ ଜିଲ୍ଳାସ୍ତରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି l ଏହି ଲୋକ ଅଦାଲତରେ ରାୟଗଡା ମୂଖ୍ୟ କୋର୍ଟ ସମେତ ଗୁଣୁପୁର, ବିଷମକଟକ, କାଶିପୁର ରେ…

ପୁରୀରେ ପୁଣି ଲାଗିଲା ନିଆଁ:ପୁରୀ ରେଳ ଷ୍ଟେସନ୍ ର ୱାନ ଏ ଟ୍ରାକରେ ନିଆଁ

ଶବ୍ଦମିଡ଼ିଆ ବ୍ୟୁରୋ:ପୁରୀର ଗୋଟିଏ ପରେ ଗୋଟିଏ ସ୍ଥାନରେ ଲାଗୁଛି ନିଆଁ। ପ୍ରଥମେ ଲକ୍ଷ୍ମୀ ମାର୍କେଟ କମ୍ପେ୍ଲକ୍ସ, ପରେ ନୀଳାଦ୍ରି କମ୍ପେ୍ଲକ୍ସ ପରେ ଏବେ ରେଳ ଷ୍ଟେଶସନରୱାନ-ଏ ଟ୍ରାକରେ ଲାଗି ଯାଇଛି ନିଆଁ । ଗୋଟିଏ ପରେ ଗୋଟିଏ ଅଗ୍ନିକାଣ୍ଡ ଘଟଣା ଏବେ…