Sun. Nov 29th, 2026

Category: ଓଡ଼ିଶା

ପିଜି ନାମଲେଖାରେ ଅନିୟମିତତା, ୨ ବିଶ୍ୱବିଦ୍ୟାଳୟ ଓ ୨୩ ଡିଗ୍ରୀ କଲେଜକୁ ନୋଟିସ୍

ଶବ୍ଦ ଓଡିଶା ବ୍ୟୁରୋ: ପିଜି ନାମଲେଖାରେ ଅନିୟମିତତା ଓ ସାମସ ସର୍ତ୍ତାବଳୀକୁ ଉଲ୍ଲଘଂନ ଅଭିଯୋଗରେ ରାଜ୍ୟ ସରକାର ୨ଟି ବିଶ୍ୱବିଦ୍ୟାଳୟ ଓ ୨୩ଟି ଡିଗ୍ରୀ କଲେଜକୁ କାରଣଦର୍ଶାଅ ନୋଟିସ୍ ଜାରି କରିଥିବା ଜଣାପଡ଼ିଛି । ପୂର୍ବରୁ ଚଳିତମାସ ୭ତାରିଖରେ ରାଜ୍ୟ ଉଚ୍ଚଶିକ୍ଷା…

କଳିଙ୍ଗ ସେନା ପକ୍ଷରୁ ପଠାନ ଚଳଚ୍ଚିତ୍ରକୁ ବିରୋଧ, ପ୍ରେସମିଟ କରି ଦେଲେ ଚେତାବନୀ

ଶବ୍ଦ ଓଡିଶା ବ୍ୟୁରୋ: ବିବାଦୀୟ ଅଭିନେତା ଶାହାରୁଖ ଖାନଙ୍କ ଚଳଚିତ୍ର ପଠାନକୁ ଓଡିଶା ମାଟିରେ ପ୍ରଦର୍ଶନର ସୁଯୋଗ ଦିଆଯିବ ନାହିଁ । ଯଦି କୌଣସି ପ୍ରେକ୍ଷାଳୟ ଏହାକୁ ଦେଖାଇବାକୁ ଚେଷ୍ଟା କରନ୍ତି ତେବେ କଳିଙ୍ଗ ସେନା ପକ୍ଷରୁ କଡା ବିରୋଧ କରାଯିବ…

ରେଳ ବଜେଟରେ ଓଡିଶାକୁ ମିଳିପାରେ ଅଧିକ ଅନୁଦାନ

ନୂଆଦିଲ୍ଲୀ : ଆସନ୍ତା ରେଳ ବଜେଟ୍‌ରେ ଓଡ଼ିଶାକୁ ଅଧିକ ଅନୁଦାନ ମିଳିପାରେ । ୨୦୨୨-୨୩ରେ ରେଳ ପାଇଁ ୧.୩୭ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିବା ବେଳେ ଓଡ଼ିଶା ଭାଗରେ ଥିଲା ୯,୭୩୪ କୋଟି ଟଙ୍କା। ତେବେ ୨୦୨୩-୨୪ ଆର୍ଥିକ…

ବାଣପୁର ଏନଏସି ଅଧକ୍ଷ ମିଟୁ ନାୟକ ଅସହାୟମାନଙ୍କୁ ବାଣ୍ଟିଲେ ଶୀତ ବସ୍ତ୍ର

ବାଣପୁର:ବାଣପୁର ଖୋର୍ଦ୍ଧା ଜିଲା ବାଣପୁର ଏନ୍ ଏ ସି ଅଧ୍ୟକ୍ଷ ମିଟୁ ନାୟକ ବାଣପୁର ଏନ୍ ଏ ସିର ଅସହାୟ ପରିବାରର ସମସ୍ତ ସଦସ୍ୟଙ୍କୁ ୱାର୍ଡ ୱାର୍ଡ ବୁଲି ଶୀତ ଦିନରେ ଶୀତ ବସ୍ତ୍ର କମ୍ୱଳ ବଣ୍ଟନ କରିଛନ୍ତି । ଅଧ୍ୟକ୍ଷଙ୍କର…

ଓଡିଶାରେ ଝଡର ଇଗଲଙ୍କ ପ୍ଲେନ୍

ଓଡିଶାରେ ପହଚିଂଲା ବିଜୁବାବୁଙ୍କ ଅତିପ୍ରିୟ ଡାକୋଟା ବିମାନ । ୩ଟି କଣ୍ଟେନରରେ ଲଦା ହୋଇ ଆସିଛି ଏହି ଡାକୋଟା । କୋଲକତା ବିମାନ ବନ୍ଦରରୁ ଭୁବନେଶ୍ୱର ଅଣାଯିବା ପ୍ରକ୍ରିୟା ଗତକାଲିଠାରୁ ଆରମ୍ଭ ହୋଇଥିଲା । ସ୍ଥାନେ ସ୍ଥାନେ ଏହି ବିମାନ ଦେଖିବାକୁ…

ବାଣପୁର ବ୍ଲକରେ କୃଷି ଯନ୍ତ୍ରପାତି ବ୍ୟବହାର ତାଲିମ ଶିବିର

ଶବ୍ଦ ଓଡିଶା ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କୃଷି ଅଧିକାରୀଙ୍କ ସଭାଗୃହରେ କୃଷି ଯନ୍ତ୍ରପାତି ବ୍ୟବହାର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ କୃଷି ବିଭାଗ, ଉଦ୍ୟାନ ବିଭାଗ, ପଶୁ ଚିକିତ୍ସା ବିଭାଗ ସହ ଅନ୍ୟାନ୍ୟ ବିଭାଗର…

ରାଜ୍ୟରେ ଆସନ୍ତାକାଲି ଠାରୁ କୋଭିଡ୍ ଟିକାକରଣ, ପହଞ୍ଚିଲା ୧ ଲକ୍ଷ ଡୋଜ ଟିକା ।

ଶବ୍ଦ ଓଡିଶା ବ୍ୟୁରୋ: ଆସନ୍ତାକାଲିଠାରୁ ସାରା ରାଜ୍ୟରେ ପୁଣିଥରେ ଆରମ୍ଭ ହେବ ମାଗଣା ଟିକାକରଣ । ରାଜ୍ୟରେ ଏଥିପାଇଁ ମଙ୍ଗଳବାର ପହଞ୍ଚିଛି ୧ ଲକ୍ଷ ଡୋଜ୍ ଟିକା । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ରାଜ୍ୟକୁ ମଙ୍ଗଳବାର ସୁଦ୍ଧା ୧…

ମାଲ୍ୟବନ୍ତ ମହୋତ୍ସବର ଶେଷ ଦିନର ଦଳାଚକଟା, ୩ ଆହତ

ଶବ୍ଦ ଓଡିଶା ବ୍ୟୁରୋ: ମାଲକାନଗିରି ଜିଲ୍ଲା ମହୋତ୍ସବ ମାଲ୍ୟବନ୍ତରେ ଦଳାଚକଟା । ଏଥିରେ ୩ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ସମସ୍ତେ ସୁସ୍ଥ ଥିବା ବେଳେ ଘରକୁ ଫେରିଥିବା ମଧ୍ୟ…

ଆଜିଠାରୁ ରାୟଗଡା ଜିଲ୍ଲା ମହୋତ୍ସବ ଚଇତି, ସଜେଇ ହୋଇଛି ସାରା ସହର ।

ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଜିଲ୍ଲା ସଂlସ୍କୃତିକ ମହୋତ୍ସବ ଚଇତି l ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ତତ୍ଵାବଧାନରେ ଏହି ମେଳା ଆସନ୍ତା 5 ଦିନ ଧରି 23 ତାରିଖ ଯାଏଁ ଅନୁଷ୍ଠିତ ହେବ । ଏ…

ଆଜିଠାରୁ ରାଜ୍ୟରେ ୨ ଦିନ ବର୍ଷା, ସତର୍କ କଲା ପାଣିପାଗ ବିଭାଗ ।

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ ଦୁଇ ଦିନ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ । ଆଜି ଏବଂ ଆସନ୍ତାକାଲି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିଭଳି ଦୁଇ ଦିନ ଘନକୁହୁଡି…