ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା:ରାଜ୍ୟରେ ମଙ୍ଗଳବାର ଠାରୁ ଦୁଇ ଦିନ ବର୍ଷା
ଶବ୍ଦମିଡ଼ିଆ ବ୍ୟୁରୋ:ମାର୍ଚ୍ଚ ମାସରେ ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେଉଛି।ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ହୋଇଯାଉଛି।ରାଜ୍ୟର ଅନେକ ଜିଲ୍ଲାରେ ମଧ୍ୟ ଅତ୍ୟଧିକ ଗରମ ଅନୁଭୂତ ହେଉଛି।ଏହା ଭିତରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ଯେ ରାଜ୍ୟରେ…