୪ ପରେ ବଢ଼ିବ ବର୍ଷା
24 ଘଣ୍ଟାରେ ରାଜ୍ୟରେ ବର୍ଷାର ପରିମାଣ ବିଶେଷ ବୃଦ୍ଧି ହୋଇନାହିଁ। ଜୁନ 1ରୁ 3 ଜୁଲାଇ ମଧ୍ୟରେ ରାଜ୍ୟରେ 168.1 ମିଲିମିଟର ବର୍ଷା ରେକର୍ଡ ହୋଇଛି। ଯାହା ସ୍ବାଭାବିକ ବର୍ଷା ତୁଳନାରେ 29% କମ ରହିଛି। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତୋଟି…
ରାଜଧାନୀକୁ ପୁଣି ଡରାଇଲା ଡେଙ୍ଗୁ। ବିଭିନ୍ନ ଅଂଚଳରେ ଚାଲିଛି ସଫେଇ
ଶବ୍ଦ ଓଡିଶା ବ୍ୟୁରୋ: ରାଜଧାନୀରେ ଜଟିଳ ହେଉଛି ଡେଙ୍ଗୁ । ବିଳମ୍ବରେ ହେଲେ ବି ଭୁବନେଶ୍ୱର ମହାନଗର ନିଗମ ଏହାକୁ ନିୟନ୍ତ୍ରଣ କରିବାକୁ ଅଂଟାଭିଡିଛି । ରାଜଧାନୀର ବିଭିନ୍ନ ଅଂଚଳରେ ଚାଲିଛି ସଫେଇ କାର୍ଯ୍ୟର୍କ୍ରମ । ମୌସୁମୀ ବର୍ଷା ଆସୁ ଆସୁ…
ଘରେ ଶୋଇଥିଲେ ଶାଶୁ,ବୋହୂ; ମାଡ଼ିଗଲା ହାଇୱା
ଶବ୍ଦ ଓଡିଶା ବ୍ୟୁରୋ: ଘର ଉପରକୁ ମାଡ଼ିଗଲା ଚିପ୍ସ ବୋଝେଇ ହାଇୱା। ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଆହତ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ କୃଷ୍ଣନଗର ବାଘୁଆ ଗାଁରେ ଏପରି ଘଟଣା ଘଟିଛି । ଆହତମାନେ ହେଲେ ଶାଶୁ…
ମାଟ୍ରିକ ସପ୍ଲିମେଣ୍ଟାରୀ: ସକାଳ ୯ଟାରୁ ପ୍ରଥମ ସିଟିଂ ଓ ଅପରାହ୍ଣ ଗୋଟାଏରୁ ଦ୍ୱିତୀୟ ସିଟିଂ
ଶବ୍ଦ ଓଡିଶା ବ୍ୟୁରୋ: ଆଜିଠୁ ଆରମ୍ଭ ମାଟ୍ରିକ ସପ୍ଲିମେଣ୍ଟାରୀ । ସକାଳ ୯ଟାରୁ ୧୧ଟା ମାଟ୍ରିକ୍ ସପ୍ଲିମେଣ୍ଟାରି ଓ ତାପରେ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଅନୁଷ୍ଠିତ ହେଉଛି । ଏହା ଜୁଲାଇ ୩ତାରିଖରୁ ଜୁଲାଇ ୮ତାରିଖ ପର୍ଯ୍ୟନ୍ତ ରାଜ୍ୟର ୮୦ଟି…
ପୁରୀରେ ରଥଯାତ୍ରାରେ ନିୟୋଜିତ ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା
ଶବ୍ଦ ଓଡିଶା ବ୍ୟୁରୋ: ରଥଯାତ୍ରାଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଶୃଙ୍ଖଳିତ କାର୍ଯ୍ୟ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକାରୀ ଓ କର୍ମଚାରୀମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା । ନିଳାଦ୍ରୀ ବିଜେ ପରେ ଅନ୍ୟ ଜିଲ୍ଲାରୁ ଓ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରୁ…
ଶଙ୍କରlନନ୍ଦ ମଠର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା
ଶବ୍ଦ ଓଡିଶା ବ୍ୟୁରୋ: ଶ୍ରୀ ଶଙ୍କରlନନ୍ଦ ମଠର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ l ପୁରୀ ସହରରେ ଅନେକ ମଠ ମଧ୍ୟରୁ ଶ୍ରୀ ଶଙ୍କରlନନ୍ଦ ମଠ ଏକ ପୁରାତନ ମଠ l ଆଧ୍ୟାତ୍ମିକ, ଧାର୍ମିକ ଓ ସାଂସ୍କୃତିକ ଭାସ୍କର୍ଯ୍ୟରେ…
ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ନିଳାଦ୍ରୀ ବିଜେ ମହୋତ୍ସବ ଉଦଘାଟିତ
ଶବ୍ଦ ଓଡିଶା ବ୍ୟୁରୋ: ପୁରୀ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଶ୍ରୀ ଜଗନ୍ନାଥ ନିଳାଦ୍ରୀ ସେବା ଟ୍ରଷ୍ଟ ପକ୍ଷରୁ ନିଳାଦ୍ରୀ ବିଜେ ମହୋତ୍ସବ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଦଘାଟନ କରି କୋଟିଏ ଧେନୁ…
୪ରୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା
ବଙ୍ଗୋପସାଗରରେ ଦାନା ବାନ୍ଧିବ ଲଘୁଚାପ । ଆସନ୍ତା ୪ ତାରିଖ ବେଳରୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି,…