ଆଜିଠୁ ଖୋଲିବ ଧବଳେଶ୍ୱର ପୀଠ। ଅସ୍ଥାୟୀ ରାସ୍ତା ଦେଇ ଲୋକେ କରିପାରିବେ ଦର୍ଶନ ।
ଶବ୍ଦ ଓଡିଶା ବ୍ୟୁରୋ: ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠୁ ଖୋଲିବ ଧବଳେଶ୍ୱର ପୀଠ। ବାବା ଧବଳେଶ୍ୱରଙ୍କୁ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ଦେଇଛନ୍ତି ଆଠଗଡ ଉପଜିଲ୍ଲାପାଳ। ମହାନଦୀ ପଠା ମଧ୍ୟରେ ହୋଇଥିବା ଅସ୍ଥାୟୀ ରାସ୍ତା ଦେଇ ଲୋକେ ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ।ମକର ସଂକ୍ରାନ୍ତିଠାରୁ…