Mon. Nov 30th, 2026

Category: ଓଡ଼ିଶା

ବାଣପୁରର ଧିରଜ ଦାସଙ୍କ ସଫଳତା ; ସାଉଥ ଏସିଆ ଗେମରେ ଭାଗ ନେବେ  

ଆନ୍ତର୍ଜାତୀୟ ସ୍ତରରେ ଖେଳିବେ ଖୋର୍ଦ୍ଧା ଜିଲ୍ଲା ବୀଣପୁର ମାଟିର ଧିରଜ ଦାସ। ନେପାଳରେ ହେବାକୁ ଥିବା ୭୮ବର୍ଗ ଫାଇଟ୍ ବିଭାଗରେରେ ସେ ଭାଗନେବେ। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନରେନ୍ଦ୍ରପୁର ପଂଚାୟତର କୋଳଥଡିହ ଗ୍ରାମ ଦିଲ୍ଲିପ ଦାସଙ୍କ ପୁଅ ଧିରଜ ଦାସ…

ବାଣପୁରର ପୁଅ ଧିରଜ ଦାସଙ୍କ କୃତିତ୍ବ; ଆନ୍ତର୍ଜାତିକ ସ୍ତରରେ ନେବେ ଭାଗ 

ଆନ୍ତର୍ଜାତୀୟ ସ୍ତରରେ ନାଁ କରିବେ ବାଣପୁର ମାଟିର ଧିରଜ ଦାସ। ୭୮ବର୍ଗ ଫାଇଟ୍ ରେ ବାଣପୁରରୁ ପ୍ରଥମ ଖଳାଳୀ ଭାଗନେବେ। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନରେନ୍ଦ୍ରପୁର ପଂଚାୟତର କୋଳଥଡିହ ଗ୍ରାମ ଦିଲ୍ଲିପ ଦାସଙ୍କ ପୁଅ ଧିରଜ ଦାସ ଚଳିତ ବର୍ଷ…

ଲୋକାର୍ପିତ ହେଲା ନାଚୁଣୀ ଥାନା

ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ଥାନା ଉଦଘାଟିତ ହେବ। ଏହାକୁ ଆଉ କିଛି ସମୟ ପରେ ୦୪:୩୦ ରେ ଭରଚୁଆଲ ମୋଡ଼ରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ଉଦଘାଟନ ନିମନ୍ତେ ସମସ୍ତ…

ଥରାଉଛି ଶୀତ, ଆହୁରି ଦୁଇଦିନ ଶୀତରୁ ନାହିଁ ନିସ୍ତାର

ଶବ୍ଦ ଓଡିଶା ବ୍ୟୁରୋ: ପ୍ରବଳ ଶୀତରେ ଥରୁଛି ସାରା ଓଡିଶା । ତେବେ ଆସନ୍ତା ଦୁଇ ଦିନ ମଧ୍ୟ ଶୀତରୁ ନିସ୍ତାର ନାହିଁ । ପ୍ରବଳ ଶୀତ ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ତିନି ଜିଲ୍ଲାକୁ ସତର୍କ…

ଅର୍ଚ୍ଚନା ନାଗ ମାମଲାରେ ଇଡି ଦାଖଲ କରିବ ୧୩ ଶହ ପୃଷ୍ଠାର ଚାର୍ଜସିଟ୍

ଶବ୍ଦ ଓଡିଶା ବ୍ୟୁରୋ: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲ ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପ୍ରାଥମିକ ଚାର୍ଜସିଟ ୧୩୦୦ ଶହ ପୃଷ୍ଠା ବିଶିଷ୍ଟ ହୋଇଥିବା ସୂଚନା ମିଳୁଛି । ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା, ଜଗବନ୍ଧୁ ଓ…

ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର, ୪ ବର୍ଷ ପାଇଁ ନିଯୁକ୍ତ

ଶବ୍ଦ ଓଡିଶା ବ୍ୟୁରୋ: ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ବିଧୁଭୂଷଣ ମିଶ୍ରଙ୍କୁ ନିଯୁକ୍ତି ମିଳିଛି । ଆସନ୍ତା ୪ ବର୍ଷ ପାଇଁ କୂଳାଧିପତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଏହି ପଦରେ ନିଯୁକ୍ତ କରିଛନ୍ତି । ଫ୍ରଫେସର…

ବଢିଲା ଭିତରକନିକାରେ ପକ୍ଷୀ ସଂଖ୍ୟା

ବଢିଲା ଭିତରକନିକାରେ ବିଦେଶାଗତ ପକ୍ଷୀଙ୍କ ଆଗମନ । ଗତ ବର୍ଷ ତୁଳନାରେ ଏବର୍ଷ ପକ୍ଷୀ ଙ୍କ ସଂଖ୍ୟା ବଢିଛି ବୋଲି ଜଣାପଡିଛି । ଭିତରକନିକାରେ ୧ଲକ୍ଷ ୩୮ ହଜାର ୧୦୭ଟି ବିଦେଶୀ ପକ୍ଷୀ ଚିହ୍ନଟ ହୋଇଛନ୍ତି । ୧୮୫୨ଟି ଅଧିକା ପକ୍ଷୀ…

ଥରୁଛି ସାରା ଓଡିଶା, ସତର୍କ କଲା ପାଣିପାଗ ବିଭାଗ । ପ୍ରବଳ ଶୀତ ନେଇ ଆଗାମୀ ଦୁଇଦିନ ପାଇଁ ୟେଲୋ ୱାର୍ଣ୍ଣଂ ଜାରି ।

ଶବ୍ଦ ଓଡିଶା ବ୍ୟୁରୋ: ଶୀତରେ ଥରିବ ସାରା ଓଡିଶା । ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ଏହିଭଳି ଶୀତ ଜାରିରହିବ । ରାତିର ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ କମିବ । ଆଜି ଓ ଆସନ୍ତାକାଲି କିଛି ଜିଲ୍ଲା ପାଇଁ ଜିଲ୍ଲା…

ରାଜ୍ୟରେ ବଢୁଛି ସଡକ ଦୁର୍ଘଟଣା, ମୁଖ୍ୟମନ୍ତ୍ରୀଙ୍କୁ କାରଣ ପଦକ୍ଷେପର ସମୀକ୍ଷା ପାଇଁ ଚିଠି ।

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ ବଢୁଥିବା ସଡକ ଦୁର୍ଘଟଣାକୁ ଗୁରୁତର ସହ ନେଇଛନ୍ତି ସୁପ୍ରିମକୋର୍ଟଙ୍କ ସଡକ ସୁରକ୍ଷା କମିଟି । ଏହା ବାବଦରେ ସମୀକ୍ଷା କରିବାକୁ କୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ବର୍ତ୍ତମାନ ସ୍ଥିତି ଉଦବେଗଜନକ ଥିବାରୁ ଏହା ଉପରେ…

ଓଡିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବିବାହ ପ୍ରତିଶ୍ରୁତି ଦେଇ ପ୍ରାପ୍ତବୟସ୍କ ମହିଳାଙ୍କ ସହ ଶାରିରୀକ ସମ୍ପର୍କ ରଖିବା ଦୁଷ୍କର୍ମ ପରିସରଭୁକ୍ତ ନୁହେଁ

ଶବ୍ଦ ଓଡିଶା ବ୍ୟୁରୋ: ବିବାହର ପ୍ରତିଶ୍ରୁତି ଦେଇ ପ୍ରାପ୍ତ ବୟସ୍କ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ଅପରାଧ ପରିସର ଭୁକ୍ତ ନୁହେଁ । ଓଡିଶା ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି, ଅନେକ ସମୟରେ…