Mon. Nov 30th, 2026

Category: ଓଡ଼ିଶା

ନବରଙ୍ଗପୁରରେ ବ୍ୟାପୁଛି ଝାଡ଼ାବାନ୍ତି, ମୈଦଲପୁର ଅଞ୍ଚଳରେ ଝାଡାବାନ୍ତି ଜଣେ ମୃତ, 8 ଆକ୍ରାନ୍ତ

ନବରଙ୍ଗପୁର : କାଶୀପୁର ପରେ କୋରାପୁଟ ଆଉ ଏବେ ନବରଙ୍ଗପୁର ଜିଲ୍ଲାରେ ଝାଡାବାନ୍ତି ବ୍ୟାପୁଛି । ଜିଲ୍ଲାର ଝରିଗାଁ ବ୍ଲକ ନନ୍ଦାହାଣ୍ଡି ବ୍ଲକ ପରେ ପାପଡାହାଣ୍ଡି ବ୍ଲକରେ ବି ଝାଡ଼ାବାନ୍ତିର ଭୟ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ…

ସାତକୋଶିଆକୁ ରାମସାରର ମାନ୍ୟତା

ଚଳିତ ବର୍ଷ ଓଡ଼ିଶାର ସାତକୋଶିଆର ଗର୍ଜ ଆର୍ଦ୍ରଭୂମିରେ ରାମସାର କ୍ଷେତ୍ରର ମୋହର ବାଜିଛି। ଏହି ଗର୍ଜ ହେଉଛି ଦୁଇ ପର୍ବତ ମଧ୍ୟରେ ସଙ୍କୁଚିତ ଜଳ ମାର୍ଗ। ଏଥି ସହିତ ଦେଶର ଆଉ ୧୦ ଆର୍ଦ୍ରଭୂମିକୁ ବି ଏହି ମାନ୍ୟତା ମିଳିଛି। ଫଳରେ…

ବୃକ୍ଷରୋପଣର ଲକ୍ଷ୍ୟ ହାସଲ କରିପାରୁନି ଓଡ଼ିଶା: ସିଏଜି

ରାଜ୍ଯରେ ସବୁଜ ପରିବେଶ ଗଢି ତୋଳିବାରେ ସରକାରଙ୍କ ପକ୍ଷରୁ ବହୁ ଯୋଜନା କାର୍ଯ୳କାରୀ ହେଉଛି। ଏଥି ପାଇଁ ରାଜକୋଷରୁ ଅର୍ଥ ମଧ୍ଯ ଦିଆଯାଉଛି। ତେବେ ଓଡ଼ିଶାରେ ବୃକ୍ଷରୋପଣ ଧାର୍ଯ୍ଯ କରାଯାଇଥିବା ଟାର୍ଗେଟ ଅନୁସାରେ ପୂରା ହୋଇପାରୁନାହିଁ। ଯାହାକୁ ନେଇ କମ୍ପଟ୍ରୋଲର ଏବଂ…

ଆରପାରିରେ ଗାୟିକା ନିର୍ମଳା ମିଶ୍ର

ଆଉ ଶୁଭିବନି ‘ନିଦଭରା ରାତି ମଧୁଝରା ଜହ୍ନ’। ମଉଳି ଯାଇଛି ଷାଠିଏ ଓ ସତୁରି ଦଶକର ସେ ଜହ୍ନ।ବିଶିଷ୍ଟ ବଙ୍ଗୀୟ ତଥା ଓଡ଼ିଆ ଗାୟିକା ନିର୍ମଳା ମିଶ୍ର ଆଉ ନାହାନ୍ତି। ଗତ ରାତି ୨ଟା ୫ ମିନିଟ୍ ସମୟରେ କୋଲକାତାର ଚେତଲା…

କନ୍ଦମୂଳ ଉତ୍ପାଦନରେ ଓଡ଼ିଶା ନମ୍ବର ୱାନ

କନ୍ଦମୂଳ ଉତ୍ପାଦନରେ ଓଡିଶା ନଂ 1 । ବିଧାନସଭାର ଶୂନ୍ୟକାଳରେ ଏହି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ରାଜ୍ୟର ବିଭିନ୍ନ ପନିପରିବା ଏବଂ ଫଳମୂଳର ଉତ୍ପାଦନ, ସଂରକ୍ଷଣ ଏବଂ ବଜାର ବ୍ୟବସ୍ଥାକୁ ନେଇ ଗୃହରେ ସରଗରମ ଆଲୋଚନା…

ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ପ୍ରଶିକ୍ଷଣ

( ନବରଙ୍ଗପୁର ) : ଜିଲ୍ଲାରେ ଶିଶୁଧିକାର ଓ ସୁରକ୍ଷା , ବାଲ୍ୟ ବିବାହ ନିରାକରଣ , ପୋଷ୍ୟ ସନ୍ତାନ ଗ୍ରହଣ ଓ ଯୌନ ନିର୍ଯାତନାରୁ ଶିଶୁ ମାନଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କର ଭୂମିକା ଓ…

ବିଦ୍ୟାଳୟ ର ଟପର୍ ହେଲେ କଲ୍ୟାଣୀ

ନବରଙ୍ଗପୁର —ନବରଙ୍ଗପୁର୍ ଜିଲ୍ଲା କୋଷାଗୁମୁଡା ବ୍ଲକସଦର ମହକୁମା ଡ୍ରିମସ୍ ଇଣ୍ଡିଆ ପବ୍ଲିକ୍ ସ୍କୁଲର ଛାତ୍ରୀ କଲ୍ୟାଣୀ ଗୌଡ (ଚିଙ୍କି) ସିବିଏସ୍ଇ ମାଟ୍ରିକ ପରୀକ୍ଷାରେ ସ୍କୁଲ ଟପର୍ ହୋଇଛନ୍ତି । ଗୋଟିବେଡା ଭଳି ଏକ ଉପାନ୍ତ ଅଞ୍ଚଳର ଚାଷୀ ଚିତ୍ତରଞ୍ଜନ ଗୌଡ ଓ…

ଗିରଫ ହେଲେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ

ପଶ୍ଚିମବଙ୍ଗ ଶିଳ୍ପମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଏକ ଟିମ୍ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ତାଙ୍କ କୋଲକାତା ସ୍ଥିତ ବାସଭବନରୁ ଗିରଫ କରିଛି । ପଶ୍ଚିମବଙ୍ଗ ସ୍କୁଲ ସର୍ଭିସ କମିଶନ(ଏସଏସସି) ନିଯୁକ୍ତି ଦୁର୍ନୀତି ମାମଲାରେ ସେ ଗିରଫ…

ଦିବ୍ୟାଙ୍ଗଙ୍କୁ ମିଳିଲା ଟ୍ରାଇ ସାଇକେଲ,ଶବ୍ଦ ଓଡ଼ିଶା ନ୍ୟୁଜର ପ୍ରଭାବ

( ନବରଙ୍ଗପୁର ) : ଦିବ୍ୟାଙ୍ଗ ମୋହନଙ୍କୁ ପ୍ରଶାସନ ତରଫରୁ ମିଳିଲା ଟ୍ରାଏ ସାଇକେଲ | ଆଜି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା ମୋହନଙ୍କୁ ଏହି ଟ୍ରାଏ ସାଇକେଲ ପ୍ରଦାନ କରିଥିଲେ | ମୋହନ…

ଦାଦନ ମୁକ୍ତ ରାଜ୍ୟ ଲକ୍ଷ୍ୟରେ ସରକାର

ବିଭିନ୍ନ ଯୋଜନା ପରେ ଏବେ ଓଡ଼ିଶାକୁ ଦାଦନ ମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୳ ସରକାର। ଓଡିଶାକୁ ଦାଦନ ମୁକ୍ତ କରିବା ଉଦ୍ଦେଶ୳ରେ ମନରେଗା ଯୋଜନାକୁ ଦିଆଯାଉଛି ଗୁରୁତ୍ବ । ମନରେଗା ଯୋଜନା ଜରିଆରେ ଲେକମାନଙ୍କୁ ଅତିରିକ୍ତ କାର୍ଯ୍ୟ ଯୋଗାଇବାକୁ…